Oct 5, 2023, 12:57 IST

ରାସ୍ତା ରେ ରୋକି ରୋକି ଯୁବତୀ କୁ ସେକି ଦେଇଗଲା ଅର୍ଦ୍ଧ ବୟସ୍କ ଲୋକ, ସାଧାରଣ ଜନତା କଲେ ଭିଡିଓ

Special report

ନମସ୍କାର ପାଠକ ବନ୍ଧୁ। ବର୍ତ୍ତମାନ୍ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ ରେ ଦେଖିବାକୁ ମିଳିଛି କି ମଝି ରାସ୍ତାରେ ପ୍ରେମୀକା କୁ ଗୋଡ଼ାଇ ଗୋଡ଼ାଇ ପିଟିିଛି ପ୍ରେମିକ। ଯୁବତୀ ଜଣକ ତାଙ୍କ ପ୍ରେମିକ ଙ୍କୁ ମିଛ କହିଥିଲେ।
Special report
ଆଉ ମିଛ କହି ସେ ବଜାରରେ ବୁଲୁଥିଲେ। ହେଲେ ପ୍ରେମିକା କୁ ମଝି ରାସ୍ତାରେ ଦେଖି ଦେଇଥିଲା ପ୍ରେମିକ। ଆଉ ସେହି ରାଗରେ ବିଚ୍ ରାସ୍ତାରେ ନିଜ ପ୍ରେମିକା କୁ ଚାପୁଡ଼ା ମାରିଲା ପ୍ରେମିକ।
ନିଜ ପ୍ରେମିକ କୁ ମିଛ କହି ନିଜ ସାଙ୍ଗ ସହ ବଜାରରେ ବୁଲୁଥିଲେ ପ୍ରେମିକା। ଏହାପରେ ଯୁବକ ଜଣକ କୌଣସି କାମରେ ବଜାର ଆସିଥିଲେ। ଏହାପରେ ନିଜ ପ୍ରେମିକ କୁ ସେ ବଜାର ରେ ଦେଖି ଦେଇଥିଲେ।
ଏବଂ ଏହା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ବଜାର ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ଚାରିପଟେ ଲୋକ ମାନେ ମଧ୍ୟ ଜମି ରହିଥିଲେ। ହେଲେ ସେମାନେ ତାଙ୍କ ଚାରି ପାଖରେ ଥିବା ଲୋକ ମାନଙ୍କୁ ଖାତିର କରି ନଥିଲେ।
Special report
ଲୋକମାନେ ରୁଣ୍ଡ ହୋଇ ଦେଖୁଥିଲେ ମଧ୍ଯ ଏହି ପ୍ରେମୀ ଯୁଗଳ ଙ୍କୁ ସତେ ଯେପରି କିଛି ଫରକ୍ ହିଁ ପଡ଼ି ନଥିଲା। ସେହି ବଜାର ମଧ୍ୟରେ ଦୁହେଁ ଅଶ୍ରୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ପରସ୍ପର କୁ ସେମାନେ ଧକ୍କା ମଧ୍ୟ ମାରିଥିଲେ।
ଯୁବତୀ ଜଣକ ସହ ଥିବା ଅନ୍ୟ ଏକ ଯୁବତୀ ମଧ୍ୟ ତାଙ୍କର ପ୍ରେମିକ ଙ୍କୁ ଅଶ୍ରୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଯାହାକୁ ନେଇ ରାସ୍ତା ମଝିରେ ଦୁହିଁଙ୍କ ମଧ୍ୟରେ ଶୃଷ୍ଟି ହୋଇଥିଲା ତୁମୁଳ କାଣ୍ଡ।
ଯୁବତୀ ଜଣକ ତାଙ୍କର ପ୍ରେମିକ ଙ୍କୁ ମିଛ କହି ବଜାରରେ ବୁଲୁ ଥିବାର ଦେଖି ଥିବା ବେଳେ ଯୁବକ ଜଣକ ତାଙ୍କୁ ମିଛ କହିବାର କାରଣ ପଚାରିଥିଲେ। ହେଲେ ଯୁବତୀ ଜଣକ ତାଙ୍କୁ ଅଶ୍ରୀଳ ଭାଷାରେ ଗାଳି କରିବା ସହ ତାଙ୍କ ପ୍ରଶ୍ନ ର ଉତ୍ତର ଦେଇ ନଥିଲେ।
ଯାହା ଫଳରେ କି ଦୁହିଁଙ୍କ ମଧ୍ୟରେ ଲାଗି ଯାଇଥିଲା ଏଭଳି ତୁମୁଳ କାଣ୍ଡ। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ମଧ୍ଯ ହେବାରେ ଲାଗିଛି।

Advertisement