Jan 11, 2024, 09:22 IST

ରାସ୍ତାରେ ବୁଲି ବୁଲି ଆସନ୍ତା ନିର୍ବାଚନ ପାଇଁ ଭୋଟ ମାଗିଲେ ବିଜେଡି ନେତା, ଭାଇ ମାନେ ମତେ ୨୦୨୪ ରେ ପୁଣି ଜିତାଇବ କି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଭୁବନେଶ୍ୱର ଗଣ୍ଡରପୁର ଅଞ୍ଚଳରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ପୁବର୍ତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ସେଠାରେ ତାଙ୍କର ଏକ ଖୁବ୍ ବଡ଼ ଜନ ସମର୍ଥକ ଦେଖିବାକୁ ମିଳିଛି।
Special Report
ବିଧାୟକ କହିଥିଲେ କି ନୂତନ ବର୍ଷ ପାଇଁ ଏକ ବନ୍ଧୁ ମିଳନ ହୋଇଥାଏ ଯାହାକି ପ୍ରତ୍ୟକ ବର୍ଷ ମଧ୍ୟ ହେଇଥାଏ। ସବୁ ବର୍ଷ ଭଳି ବନ୍ଧୁ ମିଳନ ରେ ସେ ମଧ୍ୟ ସେଠାରେ ଯାଇ ପହଞ୍ଚି ଥିଲେ।
ସେମାନେ ଖୁବ୍ ଖୁସିରେ ନୂତନ ବର୍ଷ କୁ ସ୍ବାଗତ କରୁ ଥିବାର ଦେଖିବାକୁ ମିଳିଥିଲା। ଯେଉଁ ମାନେ ତାଙ୍କୁ ଏଭଳି ଭାବରେ ସ୍ବାଗତ କରିଛନ୍ତି ସେ ସେମାନଙ୍କୁ ମଧ୍ଯ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ସେ କହିଥିଲେ କି ସେହି ଅଞ୍ଚଳରେ ଅନେକ ପ୍ରକାରର କାମ ମଧ୍ୟ କରାଯାଇ ଥିଲା। ତାଙ୍କର ଏତେ ଜନ ସମର୍ଥକ ଦେଖିବା ପରେ ଏହା ଲାଗୁଛି କି ଆଗାମୀ ୨୦୨୪ ନିର୍ବାଚନରେ ବୋଧ ହୁଏ ପୁଣି ଥରେ ସେ ଜୟଯୁକ୍ତ ହୋଇ ପାରନ୍ତି।
Special
ସେ ଆଗରୁ ମଧ୍ୟ ସେଠାରୁ ନିର୍ବାଚିତ ହୋଇ ସାରିଛନ୍ତି। ଏଥି ସହ ସେ ଲୋକ ମାନଙ୍କ ସହ ଅନେକ ସାମାଜିକ କାର୍ଯ୍ୟ କଳାପ ରେ ସାମିଲ ହୋଇ ଥାଆନ୍ତି। ଆଉ ଏହାପରେ ସେ କହିଥିଲେ କି ଯାହା ଦଳ ର ନିଷ୍ପତ୍ତି ହେବ ତାହାକୁ ହିଁ ସେ ସ୍ୱୀକାର କରିବେ।
ଯଦି ଦଳ ଚାହିଁବ ତେବେ ସେ ଆଗକୁ ଏଭଳି ନିର୍ବାଚନ ଲଢ଼ିବେ। ଦଳର ଏକ ଶୃଙ୍ଖଳିତ ସଭ୍ୟ ଭାବରେ ସେ ଦଳ ସହିତ ସବୁ ସମୟରେ ମଧ୍ଯ ରହିଛନ୍ତି ବୋଲି କହିଥିଲେ।
ଲୋକଙ୍କ ସମର୍ଥନ ତାଙ୍କ ସହ ସଂପୂର୍ଣ୍ଣ ଭାବରେ ଥିବାର ନଜର ଆସିଛି। ଆଉ ସେ ନିର୍ବାଚନରେ ଆଗକୁ ଖୁବ ଭଲ ଭାବରେ ଲଢ଼ିବେ ବୋଲି ଆଶା କରାଯାଉଛି।
ସେ ଯଦି ଟିକେଟ ପାଇବା ପରେ ଜୟଯୁକ୍ତ ହୁଅନ୍ତି ତେବେ ଆଗକୁ ସେ ନିଶ୍ଚିତ ଭାବରେ ଖୁବ ଭଲ ପ୍ରଦର୍ଶନ ମଧ୍ଯ କରିବେ ବୋଲି କହିଛନ୍ତି। ତେବେ ଏହା ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement