Jan 9, 2024, 18:03 IST

ମ-ଦ୍ୟପାନ କରି ରାସ୍ତା ମଝିରେ ଯୁବତୀ କଲେ କିଛି ଏମିତି କାମ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର, ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଭୁବନେଶ୍ୱର ସହରକୁ ନେଇ ଆସୁଥିବା ଖବର ଜାଣି ପାରୁଥିବେ।
Special Report
ଭୁବନେଶ୍ୱର ସହରରେ ଯାହା ବି ଘଟଣା ଘଟିଥାଏ ତାହାର ରେକର୍ଡ କରାଯାଇଥାଏ । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଜଣେ ଝିଅ ହୋଇ ଏଭଳି କାମ କେମିତି କରିପାରିଲେ ।
ଆଜିକାଲି ଦୁନିଆରେ ଯୁବକ ଆଉ ଯୁବତୀଙ୍କ ମଧ୍ୟରେ କିଛି ଫରକ୍ ନାହିଁ । ଯୁବକ ଆଉ ଯୁବତୀ ଏଭଳି କାମ କରୁଛନ୍ତି ଯାହା ପାଇଁ ସମାଜ ବଦନାମ୍ ହେଉଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି
Special Report
ଯୁବତୀ ଜଣକ ରାଜଧାନୀ ରାଜରାସ୍ତା ଉପରେ ଟଳମଳ ହୋଇ ଚାଲୁଛି । ଆଉ ସେ ରାସ୍ତାରେ ଯାଉଥିବା ଗାଡ଼ି ସବୁକୁ ଅଟକାଇ ଦେଉଛି । ରାଜ୍ୟ ରାଜଧାନୀ ରାଜରାସ୍ତାରେ ଏହି ଯୁବତୀଙ୍କ ଟଳମଳ ଚାଲି ଏବେ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । 
ଏହି ସୁନ୍ଦରୀ ଯୁବତୀ ରାସ୍ତା ଉପରେ କେତେବେଳେ ଗାଡ଼ି ଅଟକାଇ ଦେଉଛି ତ ଆଉ କେତେବେଳେ ଗାଡ଼ି ଆଗକୁ ପଳାଇ ଆସୁଛି । ରାଜଧାନୀରେ ଏହି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
Special Report
ଯୁବତୀ ଜଣକ ଏଭଳି କାମ କରୁଛନ୍ତି ଯାହାକୁ ନେଇ ତାଙ୍କୁ ଅନେକ ଲୋକ ଅନେକ କଥା କହୁଛନ୍ତି । ଏହି ଯୁବତୀ ଜଣକ ସୁନ୍ଦର ପୋଷାକ ପିନ୍ଧିବା ସହ ହାଇ ହିଲ୍ ପିନ୍ଧିଛନ୍ତି କିନ୍ତୁ ସେ ଭଲରେ ଚାଲି ପାରୁ ନାହାଁନ୍ତି । ସେ ଟଳମଳ ହୋଇ ରାଜରାସ୍ତାରେ ଚାଲୁଛନ୍ତି ।
ଏହି ଯୁବତୀ ଜଣକ ନିଶା ଅବସ୍ଥାରେ ଏଭଳି କାମ କରୁଛନ୍ତି ବୋଲି କେହି କେହି କହିଛନ୍ତି । ସତରେ ଏହି ଯୁବତୀ ଜଣକର ଏହି ନିନ୍ଦନୀୟ କାମ ଏବେ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲିବା ସହ ଲୋକମାନେ ଅନେକ ପ୍ରକାରର କଥା କହୁଛନ୍ତି ।
ଏହି ଯୁବତୀ ଜଣକର ଭାଷା ମଧ୍ୟ ଖରାପ ଥିଲା । ଏହି ଦୃଶ୍ୟକୁ ଦେଖି କେହି କହୁଛନ୍ତି ଯୁବତୀଙ୍କ ହୋସ ନାହିଁ । ଭୁବନେଶ୍ୱର ସହରର ଜଗମରା ଅଞ୍ଚଳରେ ଥିବା ଏକ କଲେଜ ଛକରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ରାଜଧାନୀରେ ମାତାଲି ଯୁବତୀଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି ।

Advertisement