Jan 19, 2024, 13:08 IST

ରାସ୍ତାକଡ ଭିକାରୀ ଠାରୁ ଜବତ ହେଲା ୧୯ ଲକ୍ଷ ଟଙ୍କା ଖୁଚୁରା, ଗଣି ଗଣି ହାଲିଆ ହେଲେ ପୋଲିସ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଥାନା ଭିତରେ ପଡିଛି ବସ୍ତା ବସ୍ତା ଖୁଚୁରା ଟଙ୍କା। ଯେତେ ଗଣିଲେ ମଧ୍ୟ ସେ ଟଙ୍କା ଆଦୌ ସରୁ ନାହିଁ। ସେହି ଖୁଚୁରା ଟଙ୍କା କୁ ପୋଲିସ ମଧ୍ୟ ଗଣି ଗଣି ହାଲିଆ ହୋଇ ଗଲାଣି।
Special Report
ହେଲେ ଏହି ଟଙ୍କା ପୋଲିସ କେଉଁଠୁ ପାଇଲା ଓ କାହାଠାରୁ ଜବତ କଲା ତାହା ପୋଲିସ ନିଜେ ମଧ୍ୟ ବିଶ୍ଵାସ କରି ପାରୁ ନଥିଲା। ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଦେଖିବାକୁ ମିଳିଛି କି ବସ୍ତାରୁ ବିଡା ବିଡା ଖୁଚୁରା ଟଙ୍କା ବାହାରୁଛି। ଯାହାର ଦାମ୍ ମଧ୍ୟ ପୋଲିସ ର କହିବା ଅନୁସାରେ ୧୦ ଲକ୍ଷ ଟଙ୍କା ହେବ। ଏତେ ଟଙ୍କା କୌଣସି କୋଟିପତି କିମ୍ବା ବିଜିନେସ ମ୍ୟାନ ଙ୍କ ଘରୁ ନୁହେଁ ଏତେ ଟଙ୍କା ଭିକାରୀଙ୍କ ପାଖରୁ ହିଁ ମିଳିଛି।
ଏହି ଭିକାରୀ ଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଭିକାରୀ ଭିକ ମାଗି କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଛି।
Special Report
ଭିକାରୀ ଘରୁ ହିଁ ବସ୍ତା ବସ୍ତା ଟଙ୍କା ମିଳିଛି। ଭିକାରୀ ଏହି ପଇସା କୁ ଭିକ ମାଗି ମାଗି ହିଁ ସଞ୍ଚୟ କରି ରଖିଥିଲା। ଏଭଳି ଶୁଣିବାକୁ ମଧ୍ୟ ମିଳିଛି କି ଏଭଳି ଭିକ ମାଗି ମାଗି ବ୍ୟାଙ୍କ୍ ରେ ଗୁଡ଼ାଏ ଟଙ୍କା ସଞ୍ଚୟ କରି ମଧ୍ୟ ରଖିଛି।
ଏହାକୁ ପୋଲିସ ମଧ୍ୟ ଆଜି ଜବତ କରି ନେଇ ଯାଇଛି। ତେବେ ସୁଚନା ମୁତାବକ ବିର୍ଜି ନାମକ ଏକ ଭିକାରୀ ରାସ୍ତା କଡ଼ରେ ବୁଲି ବୁଲି ସବୁଦିନ ଭିକ ମାଗୁଥିଲା। କେତେବେଳେ କେମିତି କାହାଠୁ ଟଙ୍କା ମାଗି ସଞ୍ଚୟ କରୁଥିଲା।
ଏମିତି ଭିକ ମାଗୁ ମାଗୁ କଣ ହେଲା କେଜାଣି ଭିକାରୀ ମରି ଯାଇଥିଲା। ଏହାପରେ ପୋଲିସ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତନାଘନା ମଧ୍ୟ କରିବା ଆରମ୍ଭ କରି ଦେଇଥିଲା।
ସେହି ତନାଘନା ରୁ ପୋଲିସ କୁ ଭିକାରୀ ର ଘର ଠିକଣା ମଧ୍ୟ ମିଳି ଯାଇଥିଲା। ଆଉ ତା ଘରେ ହିଁ ଏଭଳି ବସ୍ତା ବସ୍ତା ଖୁଚୁରା ଟଙ୍କା ମିଳିଥିଲା। ଏହାକୁ ମଧ୍ୟ କେହି ହେଲେ ବି ବିଶ୍ବାସ କରି ପାରୁ ନାହାଁନ୍ତି।

Advertisement