Dec 2, 2023, 23:59 IST

ରସିକିଆ ଇଂରାଜୀ ଶିକ୍ଷକ ଙ୍କ କଳା କାରନାମା : ନବମ ଶ୍ରେଣୀ ଯୁବତୀ ର ପ୍ରାଇଭେଟ୍ ପାର୍ଟ ରେ ଦେଲା ନିର୍ଯାତନା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଶିକ୍ଷକ ମାନଙ୍କୁ ଭଗବାନ ଙ୍କ ସହ ସମକକ୍ଷ କରାଯାଇ ଥାଏ। କାରଣ ସେ ଜଣେ ପିଲା କୁ ଉତ୍ତମ ନାଗରିକ ଭାବରେ ଗଢ଼ି ତୋଳି ଥାଆନ୍ତି।
Special Report
ଆଉ ସେମାନେ ତାଙ୍କର ପିଲା ମାନଙ୍କୁ ଉଚିତ ଜ୍ଞାନ ମଧ୍ୟ ପ୍ରଦାନ କରନ୍ତି। ହେଲେ ଶିକ୍ଷକ ଯଦି ଘୃଣ୍ୟ କାମ କରିବେ ତେବେ ତାଙ୍କୁ ଆଉ କିଛି କୁହାଯାଇ ପାରିବ ନାହିଁ। କାରଣ ଆଜିକାଲି ଏଭଳି କିଛି ହେବାରେ ଲାଗିଛି।
ଏବେ ଜଣେ ଇଂରାଜୀ ଶିକ୍ଷକ ଧରା ପଡିଛନ୍ତି ଯିଏକି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ହେଲେ ଏବେ ସେ ଫସି ଯାଇଛନ୍ତି। ସମସ୍ତଙ୍କ ସାମ୍ନା ରେ ସେ ଧରା ପଡି ଯାଇଛନ୍ତି।
ନିଜର କାମୁକ ଭୋକ ମେଣ୍ଟାଇବା ପାଇଁ ଛାତ୍ରୀଙ୍କୁ ତାଙ୍କ ନିକଟକୁ ଡ଼ାକି ସେ ଯୌନ ନିର୍ଯାତନା ଦେଉଥିଲେ। ଆଉ ତାଙ୍କର ଏହି କଳା କାରନାମା ସଂପୂର୍ଣ୍ଣ ଗୁରୁ ଜାତିରେ ଏବେ ସଂପୂର୍ଣ୍ଣ ଭାବରେ କଳଙ୍କ ଲଗାଇ ଦେଇଛି। ସମ୍ବଲପୁର ସହରର ବରେଇପାଲି ଥାନା,
Special Report
ଏକ ସରକାରୀ ବିଦ୍ୟାଳୟରେ ଏଭଳି ଲଜ୍ୟା ଜନକ ଘଟଣା ଘଟି ଯାଇଛି। ସ୍କୁଲ୍ ର ଇଂରାଜୀ ଶିକ୍ଷକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ଏନେଇ ଥାନାରେ ପଡ଼ିତା ଙ୍କ ବାପା ମାଆ ଓ ସ୍କୁଲ୍ ପ୍ରିନ୍ସିପାଲ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ମଧ୍ୟ ଗିରଫ କରିଛି। ଏବେ ପୋଲିସ ତାଙ୍କୁ ଉଠାଇ ନେଇ ପଚରା ଉଚରା ମଧ୍ୟ କରିଛି।
ସୁଚନା ମୁତାବକ ପୀଡ଼ିତା ହେଉଛନ୍ତି ଏକ ନବମ ଶ୍ରେଣୀର ଛାତ୍ରୀ। ତିନି ଦିନ ତଳେ ଇଂରାଜୀ ଶିକ୍ଷକ ବିଦ୍ୟାଳୟରେ ଯୌନ ନିର୍ଯାତନା ଦେଇଥିଲେ। ହେଲେ ଛାତ୍ରୀ ଜଣକ ଭୟରେ ଏକଥା କାହାରିକୁ ହେଲେ ମଧ୍ୟ ଜଣାଇ ପାରି ନଥିଲେ।
ହେଲେ ଗତକାଲି ରାତିରେ ସେ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ସବୁକିଛି ବାପା ମାଆ ଙ୍କ ନିକଟରେ କହି ଦେଇଥିଲେ। ଏବେ ଅଭିଯୋଗ ଆଧାରରେ ଉକ୍ତ ଶିକ୍ଷକ ଙ୍କୁ ଗିରଫ ମଧ୍ୟ କରାଯାଇ ଥିବା କୁହା ଯାଇଛି।

Advertisement