Nov 18, 2023, 12:01 IST

ରସିକିଆ ମାଷ୍ଟର ଗଲେ ଜେଲ, କିଛି ଦିନ ଆଗରୁ ଦିଦି ଙ୍କୁ କରିଥିଲେ ପ୍ରେମ ନିବେଦନ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଶିକ୍ଷକଙ୍କ , ଶିକ୍ଷୟତ୍ରୀ ଙ୍କୁ ପ୍ରେମ ନିବେଦନ ଏବେ ମହଙ୍ଗା ପଡିଲା। ଦାଣ୍ଡ ରୁ ଯାଇ ହାଟ ରେ ପଡିଛି ଏବେ ଏହି ଶିକ୍ଷକଙ୍କ କଥା। ଆଜିକା ଦୁନିଆରେ ମଧ୍ୟ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଏଭଳି ଘୃଣ୍ୟ କାର୍ଯ୍ୟ କରୁଛନ୍ତି।
Special report
ଏହା ଆମର ସମାଜ ପାଇଁ ମଧ୍ଯ ଖୁବ୍ ନିନ୍ଦନୀୟ ଅଟେ। କାରଣ ଜଣେ ଶିକ୍ଷକ ହୋଇ ଏଭଳି ଭାବରେ ନିର୍ଲଜ୍ଜ କାମ କରିବା ଏହା ପିଲା ମାନଙ୍କ ପାଇଁ ଏକ କୁ ଶିକ୍ଷା ଅଟେ।
ଶିକ୍ଷକ ହୋଇ ସେ ଶିକ୍ଷୟିତ୍ରୀ ଙ୍କୁ ଖରାପ୍ ବ୍ଯବହାର କରୁଛନ୍ତି। ଶିକ୍ଷକ ମାନେ ଆମ ସମାଜରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସମ୍ମାନ ମଧ୍ୟ ରହିଛି। ଆଉ ଏବେ ଶିକ୍ଷକ ହୋଇ ଯଦି ଏଭଳି କାମ କରିବେ
ତେବେ ସମାଜ ରେ ଆଉ କାହାକୁ କେଉଁ ଶିକ୍ଷା ଦିଆ ଯିବ? ଶିକ୍ଷକ ଜଣକ ଶିକ୍ଷୟିତ୍ରୀ ଙ୍କ ସହ ଖରାପ ବ୍ୟବହାର କରିବା ସହ ସେ ଶିକ୍ଷୟିତ୍ରୀ ଙ୍କୁ ଖରାପ୍ ଇଙ୍ଗିତ ମଧ୍ଯ କରିଥିଲେ।
Special report
ଶିକ୍ଷକ ଜଣକ ଶିକ୍ଷୟିତ୍ରୀ ଙ୍କୁ ଖୁବ ଖରାପ୍ ବ୍ଯବହାର କରୁଛନ୍ତି ଏବଂ ଏଥି ସହ ତାଙ୍କୁ ଖୁବ୍ ଖରାପ୍ କଥା ମଧ୍ଯ କହୁଛନ୍ତି। ଏହି ସାର ଜଣକ ନାମ ହେଉଛି ଶାନ୍ତନୁ ସାହୁ। ସେ ମଧ୍ଯ ହେଉଛନ୍ତି ଜଣେ ହାଇ ସ୍କୁଲ ର ଶିକ୍ଷକ।
ଏଭଳି କି ସେହି ଶିକ୍ଷକ ଜଣକ ମଧ୍ୟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ସହ ଖରାପ୍ ବ୍ଯବହାର କରିଛନ୍ତି। ଏହି ସାର ଜଣକ ପାଠ ପଢ଼ାଇବା ନାମରେ ଏଭଳି ସବୁ କାମ କରୁଥିଲେ ଯାହାକି ନିନ୍ଦନୀୟ ଅଟେ।
ଏହାକୁ ନେଇ ଏବେ ସେହି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଅଭିଯୋଗ ଆଣିଛନ୍ତି। ମାତ୍ର ସେ ଏଥିପାଇଁ ଆଇନ ର ସହାୟତା ନେଇ ନାହାଁନ୍ତି। ମାତ୍ର ତାଙ୍କୁ ଯଦି ନ୍ୟାୟ ନମିଳେ ତେବେ ସେ ନିଶ୍ଚିତ ଭାବରେ ଆଇନ୍ ର ସାହଯ୍ୟ ନେବେ ବୋଲି କହିଛନ୍ତି।
ହେଲେ ଶିକ୍ଷକ ଜଣକ ଏନେଇ ତାଙ୍କର ମୁହଁ ଖୋଲି ନାହାଁନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement