Feb 10, 2024, 07:27 IST

ରାଣୀ ପ୍ରିୟଦର୍ଶିନୀଙ୍କ କେସରେ ଜେଲ ଯିବେ ଗଜପତି ଦେଖନ୍ତୁ ରାଗି ଗର୍ଜନ କଲେ ରାଣୀ ଗଜପତିଙ୍କୁ କହିଲେ ଏମିତି କଥା - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକ ଗଣମାଧ୍ୟମ ସାକ୍ଷାତକାରରେ ରାଣୀ ପ୍ରିୟଦର୍ଶିନୀ କହିଛନ୍ତି ଯେ, ଯେତେ ୟୁଟ୍ୟୁବର ମାନେ ଅଛନ୍ତି ଯଦି କୌଣସି ଗୋଟେ ଭିଡିଓ ବା ଫୋଟ ନେଇକି ରଷ୍ଟିଂ କରନ୍ତି ସମସ୍ତଙ୍କ ନାଁରେ ଏଫେୟାର ଦେବେ ବୋଲି କହିଛନ୍ତି।
Special report
ଆଉ ଜଣ ଜଣଙ୍କୁ ଆରେଷ୍ଟ କରିବେ ବୋଲି କହିଛନ୍ତି ରାଣୀ ପ୍ରିୟଦର୍ଶିନୀ। ରାଣୀ ପ୍ରିୟଦର୍ଶିନୀ ପ୍ରଥମେ ମହିଳା ଥାନାରେ ଏଫେୟାର ଦେଇଥିଲେ ତା'ପରେ ସେଠୁ ମଞ୍ଚେଶ୍ୱର ଥାନାକୁ ପଠେଇଥିଲେ। 
ରାଣୀ ପ୍ରିୟଦର୍ଶନୀଙ୍କୁ ରୋଷ୍ଟିଂ କରି କହିଛନ୍ତି ଯେ "ତୁ କାହା ପାଖକୁ ଯିବୁ କିଏ ତତେ ରକ୍ଷା କରିବ। ଆଉ ଅଭଦ୍ର ଭାଷାରେ ମଧ୍ୟ ଇଙ୍ଗିତ କରି କହିଛନ୍ତି"। ଗଜପତି ରାଣୀ ପ୍ରିୟଦର୍ଶନୀଙ୍କୁ ମାରିଦେବାକୁ ଧମକ ଦେଇଛି ବୋଲି କହିଛନ୍ତି।
Special report
ଆଉ ୧୦ ଲକ୍ଷ ଟଙ୍କା ରାଣୀ ପ୍ରିୟଦର୍ଶନୀଙ୍କୁ ମାଗୁଛନ୍ତି। ଆଉ ରାଣୀ ପ୍ରିୟଦର୍ଶନୀଙ୍କୁ ରୋଷ୍ଟିଂ କରି କହିଛନ୍ତି ଯେ ଯଦି ୧୦ ଲକ୍ଷ ଟଙ୍କା ନଦେବୁ ତାହାଲେ ରେଫ କରିକି ଭିଡିଓ ଵନେଇ କି ୭୨ ଖଣ୍ଡ କରି ନଦୀରେ ଫିଙ୍ଗି ଦେବେ ବୋଲି କହିଛନ୍ତି। 
ରାଣୀ ପ୍ରିୟଦର୍ଶନୀ କହିଛନ୍ତି ଲୋକ ମାନଙ୍କୁ ଯଦି ସେ ଏଣ୍ଟ୍ରଟେଣ୍ଟମେଣ୍ଟ ନକରିବେ ତାହାଲେ ଲୋକେ ମାନେ ଡାକିବେ ନାହିଁ। ଆଉ କହିଛନ୍ତି- ସେ ହେଉଛନ୍ତି ଆଇଟମ ଗାର୍ଲ୍ ସେ ତାଙ୍କ ପରିଶ୍ରମରେ ଅଭିନୟ, କଳା,
Special report
ନୃତ୍ୟର ଯାଦୁ ଦେଖେଇକି ଲୋକଙ୍କ ମନ କିଣି ପଇସା ପାଇ ତାଙ୍କ ପେଟ ପୋସୁଛନ୍ତି ଆଉ ଲୋକେ ମାନଙ୍କୁ ଦେଉଛନ୍ତି। ଗଜପତି ଚ୍ୟାନେଲ ରାଣୀ ପ୍ରିୟଦର୍ଶନୀଙ୍କ ଭିଡିଓ ନେଇ ଏମ ଏମ ପ୍ଲସ କରିଛି। ଗଜପତି ଚ୍ୟାନେଲ ରାଣୀ ପ୍ରିୟଦର୍ଶନୀଙ୍କ ଭିଡିଓକୁ ନେଇ ରୋଷ୍ଟିଂ କରିଛି। 
ରାଣୀ ପ୍ରିୟଦର୍ଶନୀ କହିଛି ଯେ, ସେ କଣ ପିନ୍ଧିବେ, ସେ କେମିତି ଭିଡିଓ କରିବେ କି, ସେ କଣ ଖାଇବେ ସେଇଟା ତାଙ୍କର ନିଜସ୍ଵ କଥା। ରାଣୀ ପ୍ରିୟଦର୍ଶନୀ କହିଛନ୍ତି ୨ ଦିନ ଭିତରେ ସେ ଆରେଷ୍ଟ ହେବ ବୋଲି।
କାରଣ ସେ ରାଣୀ ପ୍ରିୟଦର୍ଶନୀକୁ ଚ୍ୟାଲେଞ୍ଚ ଦେଇଛି ଧମକ ମଧ୍ୟ ଦେଇଛି, ଆଉ ଟଙ୍କା ମଧ୍ୟ ମାଗିଛି। ରାଣୀ ପ୍ରିୟଦର୍ଶନୀ କହିଛନ୍ତି ଯଦି ୨ ଦିନ ଭିତରେ ସେ ଆରେଷ୍ଟ ନହେଇଛି ତାହାଲେ ସେ ହାଇକୋର୍ଟ ଯିବେ। ଆଉ କହିଛନ୍ତି ସେ ନ୍ୟାୟରେ ଅଛନ୍ତି ଲଢ଼ିବେ ଦୋଷୀକୁ ଦଣ୍ଡ ମଧ୍ୟ ଦେବେ।

Advertisement