Updated: Feb 9, 2024, 16:27 IST

ରାଣୀ ପ୍ରିୟଦର୍ଶନୀଙ୍କ ଆକ୍ରମଣ ଘଟଣାରେ ପରଦା ଉଠାଇଲେ ଗଜପତି ଦେଖନ୍ତୁ କଣ କହିଲେ - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି। ତେବେ ବନ୍ଧୁଗଣ ଆପଣ ମାନେ ମିଷ୍ଟର ଗଜପତିଙ୍କୁ ଭଲ ଭାବରେ ଜାଣିଥିବେ।
Special report
ତାଙ୍କର ପାୟତଃ ଭିଡିଓ ରୋଷ୍ଟକୁ ନାଇ ଥାଏ। ସେଥି ପାଇଁ କିଛି ଲୋକ ତାଙ୍କୁ ତାଙ୍କୁ ଶତ୍ରୁ ବୋଲି ଭାବନ୍ତି କିନ୍ତୁ କିଛି ଲୋକ ତାଙ୍କୁ ବହୁତ୍ ସପର୍ଟ କରନ୍ତି। ତେବେ ରୋଷ୍ଟର ଗଜପତି ରାନୀ ପ୍ରିୟଦର୍ଶିନୀଙ୍କୁ ଧମକ ଦଇ କହିଥିଲେ ଜିବନରୁ ମାରିଦେବାକୁ। 
ସେଥିପାଇଁ ରାନୀ ପ୍ରିୟଦର୍ଶିନି ମହିଳା ଥାନାକୁ ଆସିଥିଲେ। ତେବେ ବନ୍ଧୁଗଣ ଏହାକୁ ନେଇ ବର୍ତ୍ତମାନ ମିଷ୍ଟର୍ ଗଜପତି କହିଛନ୍ତି ରାଣୀ ପଣ୍ଡାଙ୍କୁ ସବୁବେଳେ ରାନୀ ପ୍ରିୟଦର୍ଶିନୀ ତାଙ୍କ କଥାରେ ଦେଖେଇକି କୁହନ୍ତି।
Special report
ଏବଂ ଗଜପତି କହିଛନ୍ତି ସେ ରାନୀ ପ୍ରିୟଦର୍ଶିନୀଙ୍କ ପୁରା ଜନ୍ମ କୁଣ୍ଡଳୀ ଧରିଛି, ସେ ସମ୍ପୂର୍ଣ୍ଣ ମିଛ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଉପରେ ଆକ୍ରମଣ କରିନାହାନ୍ତି ବୋଲି। ସେହି ଛତରା ଭିଡିଓ କୁ ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କ ଭିତରୁ ୫ କିମ୍ବା ୩ ଲକ୍ଷ ଲୋକ ଦେଖୁଛନ୍ତି। 
Special report
ଆଉ ସେମାନଙ୍କୁ ମଧ୍ୟ ଲଜ୍ୟା ଲାଗିଲାଣି। ଏବଂ ଗଜପତି କହିଛନ୍ତି ଯେ, ରୋଷ୍ଟିଂ ଟା ହେଉଛି ଗୋଟେ ଘରର କବାଟ। ଯଦି ତମେ ତମ ସିମା ବାହାରକୁ ଗଲ ଏହି ରୋଷ୍ଟିଂ ବାଲା କବାଟ ଧରି ମାଡ଼ିବସିବେ।
ଏହି ରୋଷ୍ଟିଂ ସେବେ ବନ୍ଦ ହେବ ଯେବେ ଲଙ୍ଗଳା ନାଚ ଆଉ ଖରାପ ଭାଷା ବନ୍ଦ ହେବ ସେଦିନ ହିଁ ରୋଷ୍ଟିଂ ବନ୍ଦ ହେବ ବୋଲି। ତେବେ ବନ୍ଧୁଗଣ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisement