Jan 29, 2024, 10:43 IST

ରାଗରେ ରାଣୀ ପଣ୍ଡା କଲେ ଗର୍ଜନ : ଯାତ୍ରା ପାର୍ଟି ବାଲାଏ ଭଲ ସେ ଶୁଣ, ତମ ଘରେ ପଶିଯିବି..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ରାଣୀ ପଣ୍ଡା ଏକ ଏଭଳି ଭିଡିଓ ଜାରୀ କରିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କାହାକୁ ଚିହ୍ନି ନାହାଁନ୍ତି କି ଜାଣି ନାହାଁନ୍ତି ତାଙ୍କୁ ଆସି କୁହା ଯାଉଛି କି
Special report
ସେ ଦେଖିକି ରହିବେ କିଛି ନଜାଣି ସେ ଲୋକ ମାନଙ୍କ ସହ ଲାଗୁ ଛନ୍ତି ସେଥିପାଇଁ ତାଙ୍କୁ ହ-ତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ସେ କହିଥିଲେ କି ଯାତ୍ରା କୁ ନେଇ ଯେଉଁ ବିବାଦ ଚାଲିଛି ଏହା ପାଇଁ ତାଙ୍କୁ ଖୁବ୍ ହ-ତ୍ୟା ଧମକ ଆସୁଛି।
ଏଭଳି କି ତାଙ୍କର WhatsApp କୁ ମଧ୍ୟ ଅନେକ ଧମକ ଆସୁଛି। ସେ କହିଥିଲେ କି ତାଙ୍କର ଦୁଇଟା ଫୋନ ନାହିଁ ସେଥିପାଇଁ ସେ ସେହି ଅଡିଓ ଗୁଡ଼ିକୁ ରେକର୍ଡ କରି ରଖି ପାରୁ ନାହାଁନ୍ତି।
ଆଉ ଏଥିପାଇଁ ସେ କହିଛନ୍ତି କି ତାଙ୍କର ଯଦି କେଉଁଠି ଘଟଣା କି ଦୁର୍ଘଟଣା ଘଟେ ତାଙ୍କର ସେହି ଘଟଣା ଓ ଦୁର୍ଘଟଣା ପାଇଁ ଦାୟୀ ରହିବେ ଯାତ୍ରାର କିଛି କଳାକାର ମାନେ। ଯେଉଁ ମାନେ ତାଙ୍କୁ ସୋସିଆଲ ମିଡ଼ିଆ ରେ ଆସି ସୋଦୁ ଛନ୍ତି।
Special report
ଆଉ ମଧ୍ୟ ସେ କହିଥିଲେ କି ସେ ସତ କଥା କହୁଛନ୍ତି ବୋଲି ସମସ୍ତଙ୍କ ଦେହରେ ଲାଗି ଯାଉଛି। ଆଗରୁ ଅନେକ ଥର ରାଣୀ ଙ୍କୁ ଏଭଳି ଧମକ ଆସିଛି ବୋଲି ରାଣୀ ଏକଥା ନିଜ ମୁହଁ ରେ ସ୍ବୀକାର କରିଛନ୍ତି।
ତାଙ୍କର ନିଜ ଜୀବନ ବଞ୍ଚାଇବା ନିହାତି ଦରକାର ବୋଲି ମଧ୍ୟ ସେ ଏହା କହିଛନ୍ତି। ଯଦି ତାଙ୍କୁ କେହି ହ-ତ୍ୟା କରିବାକୁ ଧମକ ଦେଉଛନ୍ତି ତେବେ ସେ ମଧ୍ୟ ତାଙ୍କୁ ଧମକ ଦେବାରୁ ପଛେଇବେ ନାହିଁ ବୋଲି କହିଥିଲେ।
ଏଭଳି ରାଣୀ ପଣ୍ଡା ଅନେକ କଥା କହିଛନ୍ତି। ଆଉ ଏହି ଭିଡିଓ କୁ ସେ ସୋସିଆଲ ମିଡ଼ିଆରେ ଅପଲୋଡ଼ ମଧ୍ୟ କରିଛନ୍ତି। ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଲୋକମାନେ ଏହାକୁ ଦେଖିବା ପରେ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଏହି ଭିଡିଓ ଦେଖି ସାରିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement