Dec 28, 2023, 20:21 IST

ରାଣୀ ପଣ୍ଡାଙ୍କ ବିବାହକୁ ନେଇ ମୁଁହ ଖୋଲିଲେ ଗଜପତି ଦେଖନ୍ତୁ କଣ କହିଲେ ସତ - Exclusive

Special Report

ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।ବିବାହ କରିବାକୁ ଯାଉଛନ୍ତି ରାନୀ ପଣ୍ଡା।ଆପଣ ମାନେ ସମସ୍ତେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା କୁ ଭଲ ଭାବେ ଜାଣି ଥିବେ।ସେ ଜଣେ ଭଲ ଅଭିନେତ୍ରୀ।ଯାତ୍ରା ଦୁନିଆ ରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି।
Special Report
ଏହି ଅଭିନେତ୍ରୀ ଜଣକ ସବୁବେଳେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚା ରେ ଥାଆନ୍ତି।ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ସେ ପୁଣି ଥରେ ଚର୍ଚ୍ଚା କୁ ଆସୁଛନ୍ତି।ସେ ଜଣେ ଅଭିନେତ୍ରୀ ହେବା ସହିତ ଜଣେ ଭଲ ମଣିଷ।
ଲୋକ ଙ୍କ ସୁଖ ଦୁଃଖ ରେ ସେ ସବୁବେଳେ ସାହାର୍ଯ୍ୟ କରନ୍ତି।ଏବେ ରାଣୀ ପଣ୍ଡା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଅନେକ ଭିଡିଓ ପୋଷ୍ଟ କରୁଛନ୍ତି।ଯାହାକୁ ଦେଖି ସମସ୍ତେ କହୁଛନ୍ତି କି ରାଣୀ ପଣ୍ଡା ବିବାହ କରିବାକୁ ଯାଉଛନ୍ତି।
Special Report
ନିକଟ ରେ ସେ ତାଙ୍କର ଗୋଟିଏ ମେହେନ୍ଦି କରିବାରେ ଭିଡିଓ ସୋସିଆଲ ମିଡିଆରେ ଅପ୍ ଲୋଡ କରି ଥିଲେ।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଜଣେ ୟୁ ଟ୍ୟୁବର ଙ୍କୁ କିଛି ଗଣ ମାଧ୍ୟମ ପ୍ରତିନିଧି ଏ ବିଷୟ ରେ ପଚାରି ଥିଲେ।
ସେ କହିଥିଲେ କି ରାଣୀ ପଣ୍ଡା ଆଉ ଅଳ୍ପ ଦିନ ମଧ୍ୟରେ ବିବାହ କରିବାକୁ ଯାଉଛନ୍ତି।ତାଙ୍କ ବିବାହ ପାଇଁ ବର ମିଳି ସାରିଛି।ଆପଣ ମାନେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ କୁ ଭଲ ଭାବେ ଦେଖି ଥିବେ ଏଥିରେ ସେ ଅନେକ ଭିଡିଓ ପୋଷ୍ଟ କରୁଛନ୍ତି।କାର୍ଡ ମଧ୍ୟ ତିଆରି ହୋଇ ସାରିଛି।
Special Report
ହେଲେ ମୁଁ ତାଙ୍କ ବିବାହ କାହା ସହିତ ଓ କେବେ ହେଉ ଅଛି ତାହା କହି ପାରିବି ନାହିଁ।ସମୟ ଆସିଲେ ଆପଣ ମାନେ ସମସ୍ତେ ଜାଣି ଯିବେ।ଅନେକ ଦିନ ହେଲାଣି ରାଣୀ ପଣ୍ଡା ମୋ ସହିତ କଥା ହେଉ ନାହାନ୍ତି।
ହେଲେ ଆମେ ଏଠାରେ କହି ଦେବାକୁ ଚାହୁଁଚୁ କି ରାଣୀ ପଣ୍ଡା ଙ୍କ ବିବାହ କୁ ନେଇ କୌଣସି ସୂଚନା ମିଳି ପାରି ନାହିଁ।ସେ ଏହାକୁ ନେଇ କାହାକୁ ବି ସୂଚନା ଦେଇ ନାହାନ୍ତି।ଏ କଥା ଟି ମିଥ୍ୟା ହୋଇ ଥାଇ ପାରେ।
ଏବେ ଦେଖିବାକୁ ବାକି ରହିଲା କେବେ ରାଣୀ ପଣ୍ଡା ବିବାହ ବନ୍ଧନ ରେ ଆବଦ୍ଧ ହେଉଛନ୍ତି।ଏହାକୁ ନେଇ ଏବେ ସମସ୍ତେ ତାଙ୍କ ବିଷୟ ରେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

Advertisement