Updated: Jan 29, 2024, 08:35 IST

ରାଣୀ ପଣ୍ଡାଙ୍କୁ ମିଳିଲା ହ-ତ୍ୟା ଧମକ ଦେଖନ୍ତୁ ଘର ବାହାରେ ହ-ତ୍ୟା ଧମକର ଏମିତି କଡା ଜବାବ ଦେଲେ ରାଣୀ ପଣ୍ଡା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଓଲିଉଡ, ବଲିଉଡ ଏବଂ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀ ଜଣକ ସବୁବେଳେ ତାଙ୍କ କଥାକୁ ନେଇ ବିବାଦରେ ରହିଥାନ୍ତି । 
ଏବେ ନିକଟରେ ଧଉଳି ଗଣନାଟ୍ୟର ଟ୍ରକ୍ ଦୁର୍ଘଟଣା ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଲୋକମାନେ ଆହତ ହେବା ସହିତ ଗୁରୁତର ଥିଲେ । ତାଙ୍କୁ ଦେଖିବାକୁ ଧଉଳି ଗଣନାଟ୍ୟର ମାଲିକ କିମ୍ବା ମ୍ୟାନେଜର ଆସିନଥିଲେ ।
ସେଥିପାଇଁ ଅଭିନେତ୍ରୀ ରାନୀ ପଣ୍ଡା ଅନେକ କଥା କହି ବିବାଦ ଘେରରେ ଥିଲେ । ଏବେ ପୁଣି ରାଣୀ ପଣ୍ଡାଙ୍କୁ ନେଇ କିଛି ଖବର ଆସିଛି । ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ କେହି ଜଣେ ହ-ତ୍ୟା ଧମକ ଦେଇଛି । ଏବେ ଏହି କଥା ଆପଣମାନେ ଭିଡିଓ ମାଧ୍ୟମରେ ଜାଣିପାରିବେ ।
Special report
ଅଭିନେତ୍ରୀ ରାଣୀ ପଣ୍ଡା ଏବେ ଆଇନର ଆଶ୍ରୟ ନେବାକୁ ଯାଉଛନ୍ତି । ତାଙ୍କୁ ଘରକୁ କେହି ଜଣେ ଆସି ତାଙ୍କୁ ହ-ତ୍ୟା କରିବେ ବୋଲି କହିଛନ୍ତି । ରାଣୀ ପଣ୍ଡା କହିଛନ୍ତି ସେ ଘରେ ଶୋଇଥିଲେ । ଆଉ ହଠାତ୍ ଘରର ବେଲ ବାଜିଲା ।
ସେ ବେଲ ଶୁଣି ଘର ବାହାରକୁ ଆସିଥିଲେ । ବାହାରକୁ ଆସିବା ପରେ ତାଙ୍କୁ ହଠାତ୍ ଆସି କହୁଛନ୍ତି " ତମେ ଏମିତି ଲୋକଙ୍କ ସହିତ ଲାଗୁଛ, ତୁ ଧୀରସ୍ଥିର ହୋଇ ରହ ନହେଲେ ତତେ ଗାଡ଼ି ଚଢାଇ ମାରିଦେବୁ " । ଏଭଳି ଅନେକ କଥା କହିଥିଲେ । 
ରାଣୀ ପଣ୍ଡା ଏହି କଥା ଶୁଣି କହିଛନ୍ତି ତାଙ୍କୁ ସିଧା ପାରୁ ନାହାଁନ୍ତି ବୋଲି ମରଣର ଧମକ ଦେଉଛନ୍ତି । ତାଙ୍କୁ ହ୍ୱାଟସଅପରେ ମଧ୍ୟ କଲ୍ ଆସିଥିଲା । ଫୋନ ଆସିଲେ ସେ ରେକର୍ଡିଂ କରିଦେବେ ବୋଲି ତାଙ୍କୁ ହ୍ୱାଟସଅପରେ କଲ୍ ଆସୁଛି । ରାଣୀ ପଣ୍ଡା ଏମିତି ସବୁ ଦେଖି ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଛନ୍ତି ।
କେମିତି ତାଙ୍କୁ ମର୍ଡର କରିବ ବୋଲି କହିଛନ୍ତି ରାଣୀ ପଣ୍ଡା । ଓଡ଼ିଶାବାସୀ ସମସ୍ତେ ରାଣୀ ପଣ୍ଡାଙ୍କୁ ସପୋର୍ଟ କର ବୋଲି ସେ କହିଛନ୍ତି । ଯାତ୍ରା ପାର୍ଟି ଲୋକ ଅନ୍ୟ ଲୋକଙ୍କୁ ଲଗାଇ ତାଙ୍କୁ ଧମକ ଦେଉଛନ୍ତି ବୋଲି ସେ କହିଛନ୍ତି ।

Advertisement