ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।
ତେବେ ବନ୍ଧୁଗଣ ଯେତେବେଳେ କୌଣସି ଗରିବ ଲୋକ ଉପରେ ବିପଦ ପଡେ ସେତେବେଳେ ରାନୀ ପଣ୍ଡା ଯାଇ ପହଞ୍ଚି ଥାଆନ୍ତି। କିନ୍ତୁ ଲୋକ ମାନେ ରାଣୀ ପଣ୍ଡାକୁ ଆଜି ବି ବିବାଦୀୟ ଅଭିନେତ୍ରୀ ବୋଲି କୁହନ୍ତି।
ବିବାଦରେ ରାଣୀ ପଣ୍ଡା ସବୁବେଳେ ଘେରୀ ରୁହନ୍ତି ବୋଲି ଲୋକେ ତାଙ୍କୁ ବିବାଦୀୟ ଅଭିନେତ୍ରୀ କୁହନ୍ତି। କିନ୍ତୁ ରାଣୀ ପଣ୍ଡା ଯେତେବେଳେ କୌଣସି ବ୍ୟକ୍ତି ଅସୁବିଧାରେ ପଡନ୍ତି ସେତେବେଳେ ଆଗ ଯାଇ ରାଣୀ ପଣ୍ଡା ପହଞ୍ଚଥାନ୍ତି।
ରାଣୀ ପଣ୍ଡାକୁ ସାରା ଓଡିଶା ପସନ୍ଦ କରେ। ଆପଣ ମାନେ ତୋ ଜାଣିଥିବେ ଯାତ୍ରାର ଗୋଟେ ବହୁତ ଖରାପ ସମୟ ଆସିଛି ଧଉଳୀ ଗଣନାଟ୍ୟକ ଘଟଣା ସମସ୍ତେ ଜାଣିଥିବେ।
ତେବେ ବନ୍ଧୁଗଣ ସମସ୍ତେ ଜାଣିଛନ୍ତି ଯେ ଅଭିନେତା ପୀୟୁଷ ହେଉଛି ରାଣୀ ପଣ୍ଡାଙ୍କ ଭଲ ସାଙ୍ଗ। ଆଉ ଯେତେବେଳେ ରାଣୀ ପଣ୍ଡା, ଦୈତାରୀ ପଣ୍ଡା, ଗୁରୁ, ବାପି ପଣ୍ଡାକୁ ନେଇ ବିବାଦ ଉଠିଛି ସେତେବେଳେ ମୁହଁ ଖୋଲିଛନ୍ତି ଅଭିନେତା ପୀୟୁଷ।
ପୀୟୁଷ କହିଛନ୍ତି ରାଣୀ ପଣ୍ଡାକୁ କହିଛନ୍ତି- "ତମ ଉପରେ ଯେଉଁ ମିଛ ଦାଗ ଲାଗିଛି ସେଇଥିପାଇଁ ତୁମେ କେବେବି ଭାଙ୍ଗି ପଡ଼ନି। ଖାଲି ଚୁପ ରହି ସବୁ ଶୁଣ ଆଉ ସମୟକୁ ଅପେକ୍ଷା କର ସବୁ ଠିକ୍ ହେଇଯିବ"।
ଆଉ ପୀୟୁଷ କହିଛନ୍ତି ଯେ, "ଆଜି ଆସି ଆମେ ଯେଉଁଠି ପହଞ୍ଚିଛେ ଆମେ ନିଜେ ଆସି ପହଞ୍ଚିନେ ଏ ସମୟ ହିଁ ଆଣି ଏଠି ପହଞ୍ଚେଇଛି। ସେହି ସମୟ ଉପରେ ବିଶ୍ବାସ ରଖିବାକୁ କହିଛନ୍ତି ପୀୟୁଷ ରାଣୀ ପଣ୍ଡାକୁ"।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଅଭିନେତା ପୀୟୁଷ କି "ରାଣୀ ପଣ୍ଡା ତମକୁ ଯିଏ ତଳେ ପକେଇବାକୁ ଚେଷ୍ଟା କରୁଛନ୍ତି କେହି ଦେଖୁ କି ନଦେଖୁ ସେଇ ଭଗବାନ ଉପରେ ଥାଇ ସବୁ ଦେଖୁଛନ୍ତି। ଖାଲି ସେଇ ଭଗବାନ ଉପରେ ବିଶ୍ବାସ ରଖ ବୋଲି କହିଛନ୍ତି ପୀୟୁଷ ରାଣୀ ପଣ୍ଡାଙ୍କୁ"।