Feb 25, 2024, 17:22 IST

ରାଣୀପଣ୍ଡା ମୁଖ୍ୟମନ୍ତ୍ରୀ ହେଲେ ସର୍ବ ପ୍ରଥମେ କରିବେ ଏହି କାମ ଦେଖନ୍ତୁ ମୁଁହ ଖୋଲି କହିଲେ କଣ - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ରାଣୀ ପଣ୍ଡା ବେଶ ଚର୍ଚ୍ଚାରେ।
Special report
କାରଣ ଗତ କିଛିଦିନ ତଳେ ତାଙ୍କୁ ଯେଉଁ ସ୍ଥାନରେ ଯେଉଁ ଷ୍ଟେଜରୁ ବେନ କରାଯାଇଥିଲା ସେହିଠାରେ ସେ ଅଭିନୟ କରିଥିଲେ। ପୂର୍ବରୁ ତାଙ୍କର ଏକ ନାଟକ ଆସିଥିଲା ଯାହା ଥିଲା ” ହାତୀ ଘୋଡ଼ା ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା ”। ଯାହାକି ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା।
ଆଉ ଏଇ କିଛି ଦିନ ତଳେ ଆଉ ଏକ ନାଟକ ଆସିଛି , ” ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ”। ତେବେ ନିଜର ଏକ ବିବାଦୀୟ ଘଟଣାରୁ ରାଣୀ ପଣ୍ଡାଙ୍କୁ ଖଣ୍ଡଗିରିର ସେହି ମଞ୍ଚରୁ ବେନ କରାଯାଇଥିଲା।
Special report
ସେବେ ଠାରୁ ସେ ସେଠାରେ ଆଉ ଅଭିନୟ କରି ନଥିଲେ। ଆଉ ଏବେ ତାଙ୍କର ଏହି ଅଭିନୟକୁ ଲୋକେ ବେଶ ପ୍ରଶଂସା କରୁଛନ୍ତି। ତେବେ ବନ୍ଧୁଗଣ ବର୍ତମାନ ରାଣୀ ପଣ୍ଡାଙ୍କୁ ଏକ ଗଣମାଧ୍ୟମ ସାକ୍ଷାତକାର ରେ ଦେଖିବାକୁ ମିଳୁଛି।
Special report
ଯେଉଁଥିରେ ସେ କହିଛନ୍ତି ସେ ଯଦି ମୁଖ୍ୟ ମନ୍ତ୍ରୀ ହେବେ ତାହାଲେ ପ୍ରଥମେ ସେ ହେଟରସ ମାନଙ୍କୁ ବିଦା କରିବେ। ଜୀବନରେ ବିରୋଧୀ ନିହାତି ରହିବେ ନହଲେ ମଣିଷ ଆଗକୁ ଯାଇପାରିବ ନାହି ବୋଲି ରାଣୀ ପଣ୍ଡା କହିଛନ୍ତି।
ଏବଂ ରାଣୀ ପଣ୍ଡା କହୁଛନ୍ତି ଯେ, "ଓଡିଶାବାସି ଛାତିରେ ହାତ ରଖି କୁହନ୍ତୁ ଯେ ରାଣୀ ପଣ୍ଡା ତାଙ୍କ ହୃଦୟ ସହିତ ଖେଳୁଛି କି ତାଙ୍କ ଦୁଃଖର ସାଥି ହେଇ ନାହିଁ ବୋଲି ତେବେ ବିଚ ରୋଡ଼ ରେ ରାଣୀ ପଣ୍ଡାଙ୍କୁ ଗୁଳି ମାରି ଦିଅନ୍ତୁ।"

Advertisement