Jan 29, 2024, 18:10 IST

ରାଣୀ ପଣ୍ଡାଙ୍କୁ ଡରି ବିଜେଡିରେ ମିଶିଲେ ଦୈତାରି ପଣ୍ଡା ଏବଂ ବାପୀ!! ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର ଲୋକେ କହିଲେ ଏମିତି କଥା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। 
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଯାଉଛି। ଆପଣମାନେ ଓଲିଉଡ ଜଗତକୁ ନେଇ ସବୁ ଖବର ଏହି ସୋସିଆଲ ମିଡିଆରେ ଦେଖିଥିବେ।
Special report
ଆପଣମାନେ ସମସ୍ତେ ଯାତ୍ରା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ତ ନିଶ୍ଚୟ ଜାଣିଥିବେ। ସେ ହେଉଛନ୍ତି ଜଣେ ବିବାଦୀୟ ଅଭିନେତ୍ରୀ। ସେ ସବୁବେଳେ ତାଙ୍କ କଥା ପାଇଁ ଚର୍ଚ୍ଚାରେ ରୁହନ୍ତି। ଏବଂ ରାଣୀ ପଣ୍ଡାଙ୍କ ଅଭିନୟ ଖୁବ୍ ହୃଦୟସ୍ପର୍ଶି ହୋଇଥାଏ। ତାଙ୍କ ଅଭିନୟକୁ ଲୋକ ମାନେ ବେଶ୍ ଭଲ ପାଆନ୍ତି।
ତେବେ ବନ୍ଧୁଗଣ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଆଉ ଠିକ୍ ଏତିକି ବେଳେ ରାଜନୀତିରେ ସାମିଲ ହୋଇଛନ୍ତି ଯାତ୍ରା କଳାକାର ଏବଂ ତାଙ୍କ ଟିମ୍। ଏସବୁ ପରେ ଲୋକ ମାନେ କହୁଛନ୍ତି ରାଣୀ ପଣ୍ଡାକୁ ଡରିଗଲେ କି ବାପି ଆଉ ଦୈତାରି ପଣ୍ଡା।
Special report
ରାଣୀ ପଣ୍ଡାକୁ ହ-ତ୍ୟା ଧମକ ଦେଲ ଆଉ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଏହି ସବୁକଥା କହି ଦେଇଥିଲେ। ଆଉ ତା'ପରେ ରାଣୀ ପଣ୍ଡାକୁ ସୋସିଆଲ ମିଡିଆରୁ ମିଳିଥିଲା ସଫଳତା। ସୋସିଆଲ ମିଡିଆରେ ସମସ୍ତେ ରାଣୀ ପଣ୍ଡାଙ୍କୁ ସପୋର୍ଟ କରିବେ ବୋଲି କହିଥିଲେ। 
Special report
ଯେତେବେଳେ ଦୈତାରୀ ପଣ୍ଡା ଆଉ ବାପି ପଣ୍ଡା ନୂଆ କରି ମିଶିଛନ୍ତି ରାଜନୀତିରେ ଠିକ୍ ସେତିକି ବେଳେ ସମସ୍ତେ କହୁଛନ୍ତି ରାଣୀଙ୍କୁ ଡରି ରାଜନୀତିରେ ମିଶିଗଲେ ବୋଲି। ଆହୁରି କେହି କେହି କହୁଛନ୍ତି ରାଣୀ ପଣ୍ଡା ଆଗରୁ ରାଜନୀତିରେ ସାମିଲ ଅଛନ୍ତି ବୋଲି।
ଆଜି ଯେତେବେଳେ ବାପି ପଣ୍ଡା ଏବଂ ଦୈତାରୀ ପଣ୍ଡା ସହିତ ରାଣୀ ପଣ୍ଡାଙ୍କ ଟିମ୍ ରାଜନୀତିରେ ପାଦ ଦେଇଛି ସେତେବେଳେ ସଧାରଣ ଲୋକେ କହୁଛନ୍ତି ସରଣ ପୋଷିଲେ ବାପି ଏବଂ ଦୈତାରୀ।

Advertisement