Feb 7, 2024, 12:17 IST

Rani Panda - ୫୩୨ ପ୍ରେମିକ ମୋର କାହା ଧମକରେ ମୁଁ ଡରିବା ପିଲା ନୁହେଁ

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ରାଣୀ ପଣ୍ଡା ଙ୍କୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି।ଦୀର୍ଘ ଦିନ ହେବ ସେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି।ଆଜି ଆମେ ସେହି ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ବିଷୟ ରେ କହିବାକୁ ଯାଉଛୁ।ଅନେକ ଅଭିନେତା ମାନଙ୍କ ତାଙ୍କ ଉପରେ ରାଗ ଥାଏ।
Special report
ହେଲେ ସେ କାହାରି କୁ ଡରନ୍ତି ନାହିଁ।ନିଜ ସାହାସ ବଳ ରେ ସେ ଆଜି ଏତେ ବାଟ ରେ ପହଞ୍ଚି ଛନ୍ତି।ଆଜି ଏହି ଅଭିନେତ୍ରୀ ଙ୍କ ନିକଟ କୁ ଆସୁଛି ଅନେକ ଧମକ।ହେଲେ ଏହି ଧମକ କୁ ସେ ଡରି ଯାଇ ନାହାନ୍ତି।ଆଜି ବି ସେ ଅଭିନୟ ବଳ ରେ ସମସ୍ତ ଙ୍କ ନିକଟ ରେ ପରିଚିତ।
ନିକଟ ରେ ରାଣୀ ପଣ୍ଡା ଗଣ ମାଧ୍ୟମ ରେ ନିଜ ପ୍ରତିକ୍ରିୟା ଦେଖାଇ ଛନ୍ତି।ସେ କହିଛନ୍ତି କି ମୋତେ ଯେତେ ଧମକ ଦେବା କଥା ଦିଅ।ହେଲେ ମୁଁ କାହାରି କୁ ଡରି ନାହିଁ।ଆଜି ବି ମୁଁ ଏକୁଟିଆ ସବୁ ଆଡ଼େ ଯାଏ।ଆଗକୁ ମଧ୍ୟ ଯିବି।ଯାହାର ସାହାସ ଅଛି ମୋତେ ସାମ୍ନା କର।ମୋର କେବଳ ଗୋଟିଏ ବଏ ଫ୍ରେଣ୍ଡ ନୁହେଁ।
Special report
ଏପରି ଅନେକ ଵଏ ଫ୍ରେଣ୍ଡ୍ ଅଛନ୍ତି।ମୁଁ ଯାହାକୁ ବାହା ହେବି ତାହାର ନାମ ଆପଣ ମାନେ ସମୟ ଆସିଲେ ଜାଣି ପାରିବେ।ଲୋକ ଙ୍କ ର ମୋ ପ୍ରତି ଅନେକ ଭଲ ପାଇବା ରହିଛି।ମୁଁ ତାଙ୍କରି ପାଇଁ ଆଜି ସାରା ରାଜ୍ୟ ରେ ପରିଚିତ ହୋଇଚି।ତାଙ୍କୁ କେବେ ଭୁଲି ପାରିବି ନାହିଁ।
ମୋ ବିଷୟ ରେ ଯାହାର ଯାହା କହିବାର ଅଛି କହୁ।ମୋତେ ଏଥିରେ କିଛି ବି ଫରକ୍ ପଡେ ନାହି।ରାଣୀ ପଣ୍ଡା ସବୁବେଳେ ନିଜ କାମ କୁ ଦେଖନ୍ତି।ଦୁଃଖୀ ଜନ ଙ୍କ ସେବା ତାଙ୍କ ଜୀବନ ର ବଡ ଲକ୍ଷ।ମୁ ଏସବୁ ଦେଖେଇ ହେବା ପାଇଁ କରେ ନାହି ବୋଲି ସେ କହି ଥିଲେ।
Special report
ସେ ଆହୁରି ମଧ୍ୟ କହିଥିଲେ କି ଶାରୀରିକ ଓ ମାନସିକ କ୍ଷେତ୍ର ରେ ମୁଁ ଅନେକ ପ୍ରକାର ଦୁଃଖ ସହିଚି।ସେହି ଦୁଃଖ କୁ ସହି ସହି ଆଜି ଏହି ସ୍ଥାନ ରେ ମୁଁ ପହଞ୍ଚି ଅଛି।ଏବେ ମଧ୍ୟ ମୋ ପଛରେ ଅନେକ ଲୋକ ଲାଗି ଛନ୍ତି।ହେଲେ ମୁଁ ଡରି ନାହିଁ।ବିପଦ ର ସାମ୍ନା କରିଛି।
ଆଗକୁ ମୁଁ ରାଜନୀତି ରେ ପ୍ରବେଶ କରିବାକୁ ଯାଉଚି।ଲୋକ ମାନଙ୍କ ଭଲ ପାଇଁ ମୁଁ କିଛି କରିବା ପାଇଁ ଚାହୁଁଚି।ଯେଉଁ ଠାରେ ମୁଁ ଦୁଃଖୀ ଲୋକ ଙ୍କ ଦୁଃଖ ଦେଖେ ସହି ପାରେ ନାହିଁ।ସାଙ୍ଗେ ସାଙ୍ଗେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଚାଲି ଯାଏ।
ମୋତେ ଯାତ୍ରା ଜଗତ ରେ ଗୋଟିଏ ବିବାଦୀୟ ଅଭିନେତ୍ରୀ ରୂପେ ପରିଚୟ ମିଳିଚି।ହେଲେ ମୁଁ ସେମିତି କେବେ ବି ନୁହେଁ। ଆଗକୁ ଦେଖିବାକୁ ବାକି ରହିଲା ରାଣୀ ପଣ୍ଡା ଙ୍କ ଜୀବନ ରେ କଣ କଣ ଘଟଣା ଘଟୁଛି।

Advertisement