Updated: Jan 27, 2024, 12:10 IST

ରାଣୀ ଙ୍କ ସାହାଯ୍ୟ କୁ ଲୋକ ଦେଖାଣିଆ କହିଲେ ଯାତ୍ରା କଳାକାର, ରାଗରେ ତାତିଲେ ରାଣୀ

Special report

ନମସ୍କାର ପାଠକ ବନ୍ଧୁ।ପୁଣି ଯାତ୍ରା ଦୁନିଆ ରୁ ଆସିଚି ବଡ ଖବର।ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କମେଡିଆନ ଗୁରୁ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି ଅନେକ ଘଟଣା ଆପଣ ମାନେ ଆଗରୁ ଶୁଣି ଥିବେ।
Special report
ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ଯାତ୍ରା ଦୁନିଆ ର ଆଇଟମ ଗାର୍ଲ୍ ଭାବେ ଜଣା ଶୁଣା ରାଣୀ ପ୍ରିୟଦର୍ଶିନୀ ଙ୍କୁ ନେଇ ବିବାଦୀୟ ବୟାନ ଦେଲେ କମେଡିଆନ୍ ଗୁରୁ।ଏବେ ଏହାର ଜବାବ ରଖିଛନ୍ତି ରାଣୀ ପ୍ରିୟଦର୍ଶିନୀ।
ସୂଚନା ଅନୁସାରେ କିଛି ଦିନ ତଳେ କମେଡିଆନ ଗୁରୁ ରାଣୀ ପ୍ରିୟଦର୍ଶିନୀ ଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ।ସେ କହିଥିଲେ କି ରାଣୀ ପ୍ରିୟଦର୍ଶିନୀ ବହୁତ ଖରାପ ଝିଅ।ସେ ଯଦି ଯାତ୍ରା କରିବାକୁ ଯିବେନି ତାହାଲେ କାହାରି ଉପରେ କିଛି ବି ଫରକ୍ ପଡ଼ିବ ନାହିଁ।
ତାଙ୍କ ଅଭିନୟ କୁ ଲୋକ ମାନେ ପସନ୍ଦ କରନ୍ତି ନାହିଁ।ତେବେ ଏହାର ଉତ୍ତର ରଖିଛନ୍ତି ଆଇଟମ୍ ଗାର୍ଲ୍ ରାଣୀ ପ୍ରିୟଦର୍ଶିନୀ।ସେ କହିଛନ୍ତି ଗୁରୁ ଭାଇ ମୋ ବ୍ୟାକ୍ ଗ୍ରାଉଣ୍ଡ ବିଷୟ ରେ କିଛି ବି ଜାଣି ନାହାନ୍ତି। ଥରେ ଯାଇ ମୋ ପ୍ରୋଫାଇଲ୍ ଦେଖନ୍ତୁ।
Special report
ଏହା ପରେ ସେ କହି ଥିଲେ କି ଜଣେ ଝିଅ କୁ ଆପଣ ନ ଜାଣି କିଭଳି ତାଙ୍କ ନାମ ରେ ଏଭଳି ବୟାନ ଦେଲେ।ଏଥିପାଇଁ ଆପଣଙ୍କୁ ଟିକେ ହେଲେ ଖରାପ ଲାଗିଲା ନାହିଁ କି।ମୁଁ ୨୦୧୭ ମସିହା ରେ ଯାତ୍ରା ଦୁନିଆ ରେ ପ୍ରବେଶ କରିଛି।
ପ୍ରଥମେ ଆଇଟମ୍ ଗାର୍ଲ୍ ଭାବେ ମୁ ଅଭିନୟ କରୁଥିଲି।ମୋର କିଛି ଭୁଲ ନ ଥାଇ ଆପଣ ମୋ ନାମ ରେ ଏପରି କାହିଁକି ପ୍ରଚାର କଲେ।ଆପଣଙ୍କ ର ଯିଏ କ୍ଷତି କରିଛି ଆପଣ ତାଙ୍କୁ କୁହନ୍ତୁ।ଏଭଳି ସମସ୍ତଙ୍କୁ କହିବା ଠିକ୍ ନୁହେଁ।
ମୋର କାମ ହେଉଚି ଲୋକ ଙ୍କୁ ହସାଇବା।କିଛି ଟଙ୍କା ରୋଜଗାର କରିବା।ମୁଁ ଏହା କରି ମୋର ପରିବାର ଚଳାଉଛି।ଏପରି ମୋ ସହିତ କରନ୍ତୁନି।
ନ ହେଲେ କିଛି ବି ଭଲ ହେବନି ବୋଲି କହିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। କମେଡିଆନ୍ ଗୁରୁ ଙ୍କୁ ଲକ୍ଷ କରି ସେ ଏପରି କହିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା ଜୋର୍ ଧରିଛି।

Advertisement