Jan 23, 2024, 12:11 IST

ରାମ ଙ୍କ ଆଗରେ ଦଣ୍ଡବତ ପ୍ରଣାମ କଲେ ମୋଦୀ, ଲୋକେ କହିଲେ ଏମିତି ପ୍ରଧାନମନ୍ତ୍ରୀ ମିଳିବା ବିରଳ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ରାମ ମନ୍ଦିର ପ୍ରତିଷ୍ଠା କୁ ନେଇ ସାରା ଦେଶବାସୀ ଏବେ ଉତ୍ସବ ମୁଖର ପିଲାଠାରୁ ବୁଢା ଏବେ ଖୁବ୍ ଖୁସୀ ଥିବାର ନଜର ଆସିଛନ୍ତି।
Special report
ସମସ୍ତେ ପ୍ରଭୁ ଶ୍ରୀ ରାମ ଙ୍କୁ ପ୍ରତିମାକୁ ଦେଖି ମଧ୍ୟ ଭାବ ବିହ୍ୱଳ ହୋଇ ଯାଇଛନ୍ତି କାରଣ ଦିର୍ଘ ୫୦୦ ବର୍ଷର ପ୍ରତୀକ୍ଷା ପରେ ହିଁ ଏହି ରାମ ମନ୍ଦୀର ନିର୍ମାଣ ସମ୍ଭବପର ହୋଇ ପାରିଛି। ଯାହା ଅନେକ ଦିନ ଧରି ସ୍ବପ୍ନ ଥିଲା।
ଲୋକ ମାନଙ୍କ ଏହି ସ୍ବପ୍ନ ଏବେ ସଂପୂର୍ଣ୍ଣ ଭାବରେ ପୂରା ହୋଇ ସାରିଛି। ଯଦି ଏହି ସ୍ବପ୍ନ ପୂରା ହେବା ପଛରେ କାହାକୁ ଅଧିକ ଶ୍ରେୟ ଦିଆଯାଏ ତେବେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
କାରଣ ତାଙ୍କରି ପାଇଁ ଆଜି ଅଯୋଧ୍ୟାରେ ଭବ୍ୟ ଶ୍ରୀ ରାମ ମନ୍ଦିର ନିର୍ମାଣ ହୋଇ ପାରିଛି। ଏହି ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଘର ଘର ଉତ୍ସବ ଉତ୍ସବ ମୁଖର ହୋଇ ଯାଇଥିଲା। ଆଉ ଘରେ ଘରେ ଦୀପ ମଧ୍ୟ ଜଳା ଯାଇଥିଲା।
Special report
ଦିପ ଜାଳି ବାଣ ଫୁଟାଇ ଦୀପାବଳୀ ପାଳନ କରାଯାଉ ଥିଲା। ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦିଲ୍ଲୀ ସ୍ଥିତ ନିଜର ବାସ ଭବନରେ ଦୀପ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଳନ କରିଥିଲେ।
ସେ ଦୀପ ଜଳାଇବା ସମୟରେ ତାଙ୍କର ମନ ମଧ୍ୟ ଖୁବ୍ ଖୁସୀ ଥିଲା। କାରଣ ଦୀର୍ଘ ଦିନର ଅପେକ୍ଷା ପରେ ତାଙ୍କର ଇଚ୍ଛା ପୂର୍ଣ୍ଣ ହୋଇଛି। ଏଥି ପାଇଁ ସେ ଖୁବ୍ ଆନନ୍ଦିତ ଥିବାର ନଜର ମଧ୍ୟ ଆସିଥିଲେ।
ତାଙ୍କର ଏହି ଦୀପ ପ୍ରଜ୍ବଳନ ର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ପ୍ରସାରିତ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକମାନେ ମଧ୍ୟ ଖୁବ ଖୁସୀ ହୋଇ ଯାଉଛନ୍ତି। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement