Nov 23, 2023, 18:22 IST

ରାମଲୀଳା ରେ ରାମଙ୍କୁ ହେଲା ବୋମାମାଡ଼ ଦେଖନ୍ତୁ ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ ମେଡିକାଲରେ ଭର୍ତି ହେଲେ ରାମଚନ୍ଦ୍ର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ଖବର ଜାଣିବା ସହ ରାମଲୀଳାକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ ।
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ରାମଲୀଳାରେ ଘଟିଥିବା ଘଟଣା ବିଷୟରେ ଜାଣିପାରିବେ । ରାମଲୀଳାରେ ରାମଙ୍କୁ ହେଲା ବୋମା ମାଡ । ରାମଙ୍କୁ ବଞ୍ଚାଇବାକୁ ଯାଇ ଲକ୍ଷ୍ମଣ ଲହୁ ଲୁହାଣ ହେଲେ । ଲକ୍ଷ୍ମଣ ଷ୍ଟେଜ ଉପରେ ପୁରା ରକ୍ତାକ୍ତ ହୋଇପଡିଲେ ।
ଯେତେବେଳେ ରାମଲୀଳାରେ ଅଭିନୟ କରୁଥିଲେ ରାମ ଭୂମିକାରେ । ସେତେବେଳେ ଦୁର୍ବୃତ୍ତ ଫିଙ୍ଗିଥିଲେ ବୋମା । ରାମଲୀଳାରେ ଅଭିନୟ କରିଥିଲେ ଅନେକ ଭୂମିକାରେ । ଏହି ରାମଲୀଳାରେ ବୋମାମାଡ କରିଥିଲେ ଦୁର୍ବୃତ୍ତ।
Special report
ଆଉ ଏହି ବୋମାମାଡ଼ରେ ରାମଙ୍କୁ ବଞ୍ଚାଇବାକୁ ଯାଇ ଲକ୍ଷ୍ମଣ ଆହତ ହୋଇଥିଲେ । ଏଭଳି ଅଘଟଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳିଆର ଥାନା ଅନ୍ତର୍ଗତ ଧୋବା ଖାନା ନୃସିଂହ ମନ୍ଦିର ନିକଟରେ ହେଉଥିବା ରାମଲୀଳାରେ ।
ଏହି ଖବର ପାଇବା ପରେ ସେଠାରେ ପୋଲିସ ପହଞ୍ଚିଥିଲେ । ଗୁରୁତର ଆହତ ହୋଇ ଲକ୍ଷ୍ମଣ ଏବେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ବୋମାମାଡ଼ ସତରେ ବହୁତ ଭୟାନକ ଥିଲା ।
Special report
ଏଭଳି କାମ ବହୁତ ନିନ୍ଦନୀୟ ଅଟେ । ବୋମା ମାଡରେ ଲକ୍ଷ୍ମଣଙ୍କ କହୁଣିରେ ମାଡ ହୋଇଛି । ଆଉ ସେ ଆହତ ହୋଇଛନ୍ତି । ଏବେ ଏହି ଖବରକୁ ନେଇ ଚର୍ଚ୍ଚା ହେଉଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।
କିଛି ଅସଭ୍ୟ ଦର୍ଶକ ରାମଲୀଳା ଦେଖୁ ଦେଖୁ ବାଣ ଫିଙ୍ଗିଥିଲେ । ଏହାକୁ ଦେଖି ଲକ୍ଷ୍ମଣଙ୍କ ବେଶରେ ଥିବା ସୁକାନ୍ତ ଆଗକୁ ଚାଲି ଆସିଥିଲେ । ଆଉ ସେହି ସମୟରେ ଏକ ବୋମା ଆସି ତାଙ୍କ କହୁଣିରେ ବାଜିଥିଲା । ରାମଚନ୍ଦ୍ର ଆଉ ସୀତା ତଳେ ଗଡି ପଡ଼ିଥିଲେ ।
ଏଭଳି ଘଟଣା କାହିଁକି ଆଉ କିଏ କରିଥିଲେ ଏନେଇ କିଛି ଜଣାପଡି ନାହିଁ । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଲୋକମାନେ ଏହି ଘଟଣାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏଭଳି କାହିଁକି ହେଲା ଏନେଇ କଥା ଆସୁଛି ।

Advertisement