Jan 22, 2024, 21:00 IST

ରାମଙ୍କ ରଥକୁ ଚୁଟିରେ ଟାଣି ଟାଣି ନେଲେ ଅଯୋଧ୍ୟା ଦେଖନ୍ତୁ ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ ଦେଖି ସମସ୍ତେ କହିଲେ - ଜୟ ଶ୍ରୀ ରାମ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ।ଏହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି।ରାତି ପାହିବାକୁ ଚାହିଁ ବସିଛନ୍ତି ସମଗ୍ର ଦେଶ ବାସୀ।
Special report
ଦୀର୍ଘ ଶହ ଶହ ବର୍ଷ ର ଅପେକ୍ଷା ପରେ ସମସ୍ତ ଙ୍କ ଆଶା ପୁରଣ ହେବାକୁ ଯାଉଛି।ଯାହାକୁ ନେଇ ଏବେ ଠାରୁ ଖୁବ୍ ଚର୍ଚ୍ଚା କରା ଯାଉଚି।ଏହି ଦିନ ଦେଶ ର ବିଭିନ୍ନ କୋଣ ଅନୁକୋଣ ରୁ ଲୋକ ମାନେ ରାମ ମନ୍ଦିର କୁ ଆସିବେ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
ତେବେ ଏଠାକୁ ଅନେକ ରାମ ଭକ୍ତ ମାନେ ଆସିବେ।ଆଜି ଆମେ ସେଭଳି ଜଣେ ରାମ ଭକ୍ତ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଏହି ସମାରୋହ କୁ ମନେ ରଖିବା ପାଇଁ ଦେଶ ର କୋଣ ଅନୁକୋଣ ରୁ ଲୋକ ମାନେ ଆସିବା ପାଇଁ ଯାଉଛନ୍ତି।
Special report
ସେହି ଭଳି ଜଣେ ରାମ ଭକ୍ତ ହେଉଛନ୍ତି ବାବା ବଦ୍ରି।ଯିଏ କି ମଧ୍ୟପ୍ରଦେଶ ରୁ ଚାଲି ଚାଲି ଅଯୋଧ୍ୟା କୁ ଆସିଛନ୍ତି।କିନ୍ତୁ ସେ ଏପରି ଭାବେ ରାମ ମନ୍ଦିର କୁ ଆସିଛନ୍ତି ଯେ କେହି ବି ଦେଖିଲେ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଯିବ।ସେ ତାଙ୍କ ଚୁଟି ରେ ରାମ ଙ୍କ ପ୍ରଚାର ଗାଡ଼ି କୁ ଟାଣି ଟାଣି ୫୦୦ କିମି ରାସ୍ତା ଆସିଛନ୍ତି।
ତାଙ୍କର ଏଭଳି କାମ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି।ରାମ ଲାଲା ଙ୍କ ପ୍ରାଣ ଉତ୍ସବ କୁ ଅପେକ୍ଷା କରି ରହିଛନ୍ତି ସମଗ୍ର ଦେଶ ବାସୀ।ବିଭିନ୍ନ ରୂପ ରେ ସେମାନେ ତାଙ୍କ ପ୍ରିୟ ଠାକୁର ଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି।
Special Report
ସେମାନେ ସମସ୍ତେ ଗୁଣ ଗାନ କରୁଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ।ତାଙ୍କ ର ଆସିବାକୁ ନେଇ ଗାଁ ଗାଁ ରେ ପୂଜା ପାଠ କରା ଯାଉଚି।ବାବା ବଦ୍ରି ଙ୍କ ଅପୂର୍ବ ଭକ୍ତି ଓ ନିଷ୍ଠା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।ରାମ ମନ୍ଦିର କୁ ଅନେକ ଭକ୍ତ ମାନେ ଆସୁଛନ୍ତି।ହେଲେ ବାବା ବଦ୍ରି କିଛି ଅଲଗା ଭାବେ ଆସୁଛନ୍ତି।
ସେ ନିଜ ଚୁଟି ରେ ୫୦୦ କିମି ପର୍ଯ୍ୟନ୍ତ ରାମ ଙ୍କ ରଥ କୁ ଟାଣି ଟାଣି ଆଣିଛନ୍ତି।ତାଙ୍କରି ଏଭଳି ଭକ୍ତି କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ରାମ ଙ୍କ ପାଇଁ ସେ ଏପରି କିଛି କରିବା ପାଇଁ ଅନେକ ଦିନ ରୁ ସଂକଳ୍ପ କରିଥିଲେ।ଶେଷ ରେ ଆଜି ତାଙ୍କ ସଂକଳ୍ପ ପୂରଣ ହେବାକୁ ଯାଉଛି।ଏଥିରେ ସେ ବହୁତ ଖୁସି ଅଛନ୍ତି।ତାଙ୍କର ଏଭଳି କାମ କୁ ଲୋକ ମାନେ ବହୁତ ପସନ୍ଦ କରିଛନ୍ତି।

Advertisement