Jan 23, 2024, 12:14 IST

ରାମ ମନ୍ଦିର ନେଇ ଏତେ ବଡ଼ କଥା କହିଦେଲେ ଅପରାଜିତା, ଆରେ ରାମ ଙ୍କ ର କୌଣସି ଦଳ ନାହିଁ.. ବୁଝିଲ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଭଳି କିଛି କହିଥିଲେ ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ ପ୍ରଭୁ ଶ୍ରୀ ରାମ ହେଉଛନ୍ତି ସମସ୍ତଙ୍କର ଆଉ ସମସ୍ତଙ୍କର ଭିତରେ ମଧ୍ୟ ପ୍ରଭୁ ଶ୍ରୀ ରାମ ଅଛନ୍ତି।
Special report
ସେ ଏହା ମଧ୍ଯ କହିଥିଲେ କି ଏହା ରାମ ମନ୍ଦୀର ନୁହେଁ ବରଂ ଏହା ହେଉଛି ରାଷ୍ଟ୍ର ମନ୍ଦିରର ନିର୍ମାଣ।୫ ଅଗଷ୍ଟ ୨୦୨୦ ଠାରୁ ଏପର୍ଯ୍ୟନ୍ତ ରାଷ୍ଟ୍ର ମନ୍ଦୀର ନିର୍ମାଣର ପ୍ରକ୍ରିୟା ଏହା ରାଷ୍ଟ୍ରକୁ ଯୋଡିବା ପାଇଁ ଗୋଟେ ପ୍ରକ୍ରିୟା।
ଭାରତ ସରକାର ଙ୍କ ନେତୃତ୍ୱରେ ଏହି ପ୍ରକ୍ରିୟା ଚାଲି ଆସିଥିଲା। ଆଉ ଏହା ଆମ ପାଇଁ ଖୁବ୍ ବଡ଼ କଥା ଅଟେ ଏହା ଏବେ ସମାପ୍ତ ହୋଇ ସାରିଛି। ଅପରାଜିତା ଷଡ଼ଙ୍ଗୀ କହିଥିଲେ କି ଏହା ଦଳ ମତ ନିର୍ବିଶେଷ ରେ ସମସ୍ତଙ୍କର ରାଷ୍ଟ୍ର ମନ୍ଦୀର ଅଟେ।
ଏହା ୪୦ କୋଟି ଭାରତୀୟ ଙ୍କୁ ମଧ୍ୟ ଯୋଡ଼ି ଦେଇଛି। ଭାରତର ଦର୍ଶନ ରେ ରାମ ଓ ଭାରତରେ କୋଣ ଅନୁକୋଣରେ ଏବେ ରାମ ନାମ ହିଁ ଗୁଞ୍ଜରିତ ହେବାରେ ଲାଗିଛି।
Special report
ଆମେ ସମସ୍ତେ ହେଉଛୁ ରାମଙ୍କର ଆଉ ପ୍ରଭୁ ଶ୍ରୀ ରାମ ମଧ୍ୟ ହେଉଛନ୍ତି ଆମର। ଏହା ସମସ୍ତଙ୍କୁ ମଧ୍ୟ ଗୋଟେ ସୂତାରେ ବାନ୍ଧି ଦେଇଛି।
ଏହା ହେଉଛି ଏକ ଖୁବ ବଡ ଦିନ ଏଥିପାଇଁ ଆମେ ସମସ୍ତେ ଆନନ୍ଦିତ ଓ ପ୍ରଫୁଲ୍ଲିତ ହେବା ଦରକାର୍।୭୪ ପ୍ରତିଶତ ମୁସଲମାନ ଭାଇ ଭଉଣୀ ମାନେ ମଧ୍ୟ ଏହା କହିଛନ୍ତି କି ରାମଙ୍କ ମନ୍ଦୀର ହେଉଛି ରାଷ୍ଟ୍ର ମନ୍ଦିର ଓ ସେମାନେ ଏହାକୁ ସମ୍ମାନ ଜଣାଉଛନ୍ତି।
ଏହି ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା କୁ ସମସ୍ତେ ଉତ୍ସାହ ସହକାରେ ମଧ୍ୟ ପାଳନ କରିଥିଲେ। ସମସ୍ତେ ଖୁବ ଖୁସୀ ଥିବାର ମଧ୍ୟ ନଜର ଆସିଥିଲେ। ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଏହା ଖୁବ ଉତ୍ସଵ ମୁଖର ମଧ୍ୟ ଥିଲା। ତେବେ ଆପଣ ଏହି ଦିବସକୁ କିଭଳି ଭାବରେ ପାଳନ କରିଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୂଲି ଯିବେ ନାହିଁ।

Advertisement