ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ ।ବାବା ନାମରେ ଅନେକ ଲୋକ ଠକାମୀ ର ଶିକାର ହେଉଛନ୍ତି।ଜଣେ ଝିଅ କୁ ଗୁଣି ଗାରେଡ଼ି କରିବା ପାଇଁ ଜଣେ ହୋମ ଗାର୍ଡ ଦୁ-ଷ୍କ-ର୍ମ କରୁଥିବା ଅଭିଯୋଗ ହୋଇଛି।

ଏହି ଘଟଣା ଟି ଘଟିଛି ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ଅଞ୍ଚଳ ରେ।ଓ ଝାଡ଼ଖଣ୍ଡ ରାଜ୍ୟ ରେ ନିକଟବର୍ତ୍ତୀ ଅଞ୍ଚଳ ରେ।ଯେ କେହି ବି ଏହି ଘଟଣା କୁ ଶୁଣିଛି ଆଖି ରେ ଲୁହ ଆସି ଯାଉଚି।
ଝିଅ ଟି ର ନିଜ ବାପା ମା ଙ୍କ ଆଗରେ ଅଭିଯୁକ୍ତ ହୋମ ଗାର୍ଡ ଘର ଭିତରକୁ ନେଇ ତାଙ୍କ ସହିତ ଜୋର୍ ଜବରଦସ୍ତି ଶା-ରୀ-ରି-କ ସଂପର୍କ ରଖିଥିଲା।ତାର ବାପା ମା ଏହା ନ କରିବା ପାଇଁ ଯେତେ ଗୁହାରି କରିଥିଲା।

ତାହାକୁ ଶୁଣି ନ ଥିଲେ ଅଭିଯୁକ୍ତ ଦେବାନନ୍ଦ।ଏପରି ଏକ ଘଟଣା ଟାଉନ ଥାନା ରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଦୁଇ ଦମ୍ପତି ଙ୍କ ଦେହ ଭଲ ନ ଥିଲା।ସେଥିପାଇଁ ସେମାନେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ କରି ବାବା ଦେବାନନ୍ଦ ଙ୍କ ପାଖକୁ ଆସି ଥିଲେ।
ସେମାନଙ୍କ ଝିଅ ଟି ଦେଖିବାକୁ ବହୁତ ସୁନ୍ଦର ଥିଲା।ଯାହାକୁ ଅଭିଯୁକ୍ତ ଦେବାନନ୍ଦ ସାହୁ ଦେଖିକି ଆଉ ନିଜକୁ ସମ୍ଭାଳି ପାରି ନ ଥିଲା।ତାକୁ ପାଇବା ପାଇଁ ପାଗଳ ପରି ହୋଇ ଯାଇଥିଲା।ହଟାତ ଦିନେ ରାତି ରେ ଝିଅ ର ଦେହ ଭଲ କରି ଦେବା ଉଦ୍ଦେଶ୍ୟ ରେ ଦେବାନନ୍ଦ ତାଙ୍କ ଘର କୁ ଆସି ଥିଲା।

ଏହା ଗୋଟେ ଦୀପ ଘରେ ଜାଳିବା ପାଇଁ କହିଥିଲା।ଝିଅ ଟି କୁ ଗୋଟେ ରୁମ୍ ଭିତର କୁ ନେଇ ତା ସହିତ ରାତି ସାରା ଶା-ରୀ-ରି-କ ସମ୍ପର୍କ ରଖିଥିଲା।ଏହା ପରେ ତାର ବାପା ମା ଜାଣି ପାରି ଥିଲେ।ନିଜ ଝିଅ କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।
ହେଲେ କିଛି ବି ସମ୍ଭବ ହୋଇ ପାରି ନ ଥିଲା।ଅଭିଯୁକ୍ତ ଦେବାନନ୍ଦ ହେଉଛନ୍ତି ସରକାରୀ ହୋମ ଗାର୍ଡ।ପୋଲିସ ବିଭାଗ ରେ ରହି ମଧ୍ୟ ସେ ଏଭଳି କାମ କରୁଛନ୍ତି।ଯାହାକୁ ନେଇ ଏବେ ସମସ୍ତେ ନିନ୍ଦା କରିଛନ୍ତି।ଆଗକୁ ଦେଖିବାକୁ ବାକି ରହିଲା ଉକ୍ତ ଝିଅ କୁ କେବେ ନ୍ୟାୟ ମିଳୁଛି।