ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ମହିଳା ମାନଙ୍କୁ ତାଙ୍କ ସ୍ବାମୀ ସନ୍ତୁଷ୍ଟ କରି ପାରୁ ନାହାଁନ୍ତି।ସେଥିପାଇଁ ସେମାନେ ତାଙ୍କ ବୈବାହିକ ସମ୍ପର୍କ ରେ ଖୁସି ରେ ରହି ପାରୁ ନାହାନ୍ତି।

କିଛି ମହିଳା ମାନେ ସେଥିପାଇଁ ଅନ୍ୟ ପୁରୁଷ ମାନଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖୁଛନ୍ତି।ଏହି ସମସ୍ୟା ର ସମାଧାନ କରିବା ପାଇଁ ଏବେ ଆମେ ଆପଣ ମାନଙ୍କୁ ଏକ ନୂତନ ଉପାୟ ବିଷୟ ରେ କହିବାକୁ ଯାଉଛୁ।ଏହା ଏକ ଆୟୁର୍ବେଦିକ ଜିନିଷ।
ଯଦି ଆପଣ ପ୍ରତିଦିନ ସକାଳୁ ଦୁଇଟି ଲବଙ୍ଗ କୁ ଗୁଣ୍ଡ କରି ଖାଇବେ ତେବେ ଆପଣ ଙ୍କ ର ସେକ୍ସ୍ କରିବା ଶକ୍ତି ବଢିବାରେ ଲାଗିବ।ଆମେ ଯେଉଁ ଆୟୁର୍ବେଦିକ ଔଷଧ ଖାଉ ସେଥିରେ ମଧ୍ୟ ଲବଙ୍ଗ କିଛି ପରିମାଣ ରେ ଥାଏ।ଏହାକୁ ଠିକ୍ ରୂପେ ଖାଇଲେ ଆପଣ ଙ୍କ ର ଆଉ କୌଣସି ଅସୁବିଧା ହେବ ନାହିଁ।

ଏବେ ଦେଖା ଯାଉଛି ଯେ ପୁରୁଷ ମାନେ ନିଜକୁ ଉତ୍ତେଜିତ କରିବା ପାଇଁ ସେକ୍ସ୍ ଫିଲ୍ମ ଦେଖୁଛନ୍ତି।ହେଲେ ଆପଣ ଯଦି ଲବଙ୍ଗ ଖାଇବେ ତେବେ ଆପଣ ଙ୍କୁ ଆଉ ସେ ଫିଲ୍ମ ଗୁଡ଼ିକ ଦେଖିବାର ଆବଶ୍ୟକତା ପଡ଼ିବ ନାହିଁ।
ଏହା ଖାଇବା ଦ୍ଵାରା ଆପଣ ଙ୍କ ଶରୀର ରେ ଏକ ଉତ୍ତେଜନା ସୃଷ୍ଟି ହୁଏ।ଯେତେବେଳେ ଆପଣ ଙ୍କ ପତ୍ନୀ ଆପଣ ଙ୍କୁ ଛୁଇଁବ ସେତେବେଳେ ଆପଣ ସକ୍ରିୟ ହୋଇ ପାରିବେ।

ଏହା ଛଡା କିଛି ପୁରୁଷ ମାନେ ଥାନ୍ତି ଯେଉଁମାନେ କୁ ସବୁବେଳେ ଚିନ୍ତା ରେ ରହି ଥାଆନ୍ତି।ସେମାନେ ସେକ୍ସ୍ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ।ଏଭଳି କ୍ଷେତ୍ର ରେ ମଧ୍ୟ ଲବଙ୍ଗ ଏକ ଭଲ ଔଷଧ ସ୍ୱରୂପ କାମ କରେ।ଲବଙ୍ଗ ରେ କିଛି ଭିଟାମିନ ରହିଥାଏ।
ଯାହାକି ପୁରୁଷ ମାନଙ୍କ ଶରୀର ମଧ୍ୟକୁ ପ୍ରବେଶ କରେ।ଓ ତାଙ୍କୁ ତାଙ୍କ କାମ କରିବା ପାଇଁ ସକ୍ରିୟ କରେ।ଆପଣ ମାନେ ପ୍ରତିଦିନ ରାତିରେ ଦୁଇଟି ଲବଙ୍ଗ ଖାଇ ଶୁଅନ୍ତୁ।ଏହା ଦ୍ବାରା ଆପଣ ଏହାର ଉପକାରିତା କୁ ପାଇ ପାରିବେ।