Feb 18, 2024, 11:03 IST

ରାହୁଲ ନିଶ୍ଚୟ ଜିତିବେ ମ... କହିଲେ ଲାଲୁ.. ଦିନ ଆସିବ ରାହୁଲ ବାବାଙ୍କୁ ଲୋକେ ମୁଣ୍ଡରେ ବସେଇବେ..

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ କଂଗ୍ରେସ ଦଳ ଭାରତ ଯୋଡ ଯାତ୍ରା ରେ ସାମିଲ ହୋଇ ଲୋକ ଙ୍କ ଦୁଃଖ ସୁଖ ବୁଝୁ ଛନ୍ତି।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
Special report
ଭାରତ ଯୋଡ ଯାତ୍ରା ରେ ସେ ବିଭିନ୍ନ ସ୍ଥାନ ରେ ବୁଲୁଛନ୍ତି।ନିକଟ ରେ ସେମାନେ ବିହାର ର କିଛି ଅଞ୍ଚଳ ଭ୍ରମଣ ରେ ଯାଇ ଥିଲେ।ସେଠାରେ ତାଙ୍କୁ ବହୁ ସମ୍ମାନ ମିଳି ଥିଲା।ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଆର୍ ଜେ ଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ।
ତାଙ୍କୁ ଯେତେବେଳେ ରାହୁଲ ଗାନ୍ଧୀଙ୍କ ବିଷୟ ରେ ପଚରା ଯାଇ ଥିଲା ସେ କହି ଥିଲେ କି ଗୋଟିଏ ଭଲ ପ୍ରଧାନ ମନ୍ତ୍ରୀ ହେବା ପାଇଁ ରାହୁଲ ଗାନ୍ଧୀ ଙ୍କ ପାଖରେ ସବୁ ଗୁଣ ରହିଛି।
ସେ ଆଗକୁ ପ୍ରଧାନ ମନ୍ତ୍ରୀ ହୋଇ ପାରନ୍ତି।ଭାରତ ଯୋଡ ନ୍ୟାୟ ଯାତ୍ରା ସମୟ ରେ ଏଭଳି କିଛି କହିଛନ୍ତି ଲାଲୁ ପ୍ରସାଦ ଯାଦବ।ତାଙ୍କର ଏହି କଥା କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା କରା ଯାଉଛି।ଭାରତ କୁ ଯୋଡିବା ସହିତ ଲୋକ ଙ୍କୁ ନ୍ୟାୟ ଦେବା ଲକ୍ଷ୍ୟ ରେ ଦେଶ ରେ ଆରମ୍ଭ ହୋଇଛି ଭାରତ ଯୋଡ ଯାତ୍ରା।
Special report
ଏଥିରେ ରାହୁଲ ଗାନ୍ଧୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ଲାଲୁ କହିଛନ୍ତି କି ରାହୁଲ ଗାନ୍ଧୀ ହେବେ ଭାରତ ର ଭବିଷ୍ୟତ ର ପ୍ରଧାନ ମନ୍ତ୍ରୀ।ପାଟଣା ର ଖବର ଦାତା ମାନଙ୍କୁ ସାକ୍ଷାତକାର ଦେବା ସମୟ ରେ ଲାଲୁ ପ୍ରସାଦ ଯାଦବ ଙ୍କୁ ରାହୁଲ ଗାନ୍ଧୀ ଙ୍କ ବିଷୟ ରେ ପଚରା ଯାଇ ଥିଲା।
ସେ ଭବିଷ୍ୟତ ରେ ଭାରତ ର ପ୍ରଧାନ ମନ୍ତ୍ରୀ ହେବେ କି ନାହି ସେ ବିଷୟ ରେ ପଚରା ଯାଇ ଥିଲା।ଏହି ସମୟ ରେ ଲାଲୁ ପ୍ରସାଦ ଯାଦବ କହି ଥିଲେ ସେ ଭବିଷ୍ୟତ ରେ ଭାରତ ର ପ୍ରଧାନ ମନ୍ତ୍ରୀ ହେବେ।
ତାଙ୍କ ପାଖରେ ସେ ସବୁ ଯୋଗ୍ୟତା ରହିଛି ଯାହାକି ଜଣେ ପ୍ରଧାନ ମନ୍ତ୍ରୀ ଙ୍କ ପାଖରେ ଥାଏ।ତେବେ ଏହି କଥାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।
ତାଙ୍କୁ ଆହୁରି ମଧ୍ୟ ନୀତିଶ କୁମାର ଙ୍କ ବିଷୟ ରେ ପଚରା ଯାଇ ଥିଲା।ପୁଣି ଥରେ ନୀତିଶ କୁମାର ମେଣ୍ଟ ଦଳ କୁ ଆସିବେ ବୋଲି ସେ କହି ଥିଲେ।ଏହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement