Apr 16, 2024, 07:57 IST

ମଝି ଆକାଶ ରେ ରାହୁଲ ଗାନ୍ଧୀ ଙ୍କୁ ଅଟକାଇ... ହେଲିକପ୍ଟର ଚେକ୍ କଲେ ନିର୍ବାଚନ କମିଶନ..

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ନିର୍ବାଚନୀ ପ୍ରଚାର ସମୟରେ ଯାଞ୍ଚ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ହେଲିକପ୍ଟର। ତାମିଲନାଡୁ ର ନୀଳଗିରି ରେ ନିର୍ବାଚନ ଅଧିକାରୀଙ୍କ ଦ୍ବାରା କଂଗେସ ନେତା ରାହୁଲ ଗାନ୍ଧୀ ଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି।
ଏନେଇ ନିର୍ବାଚନ ଆୟୋଗ କହିଛି କି ହେଲିକପ୍ଟର ସେଠାରେ ଅବତରଣ କରିବା ପରେ ହିଁ ସେଠାରେ ସେ ହେଲିକପ୍ଟର କୁ ଯାଞ୍ଚ୍ କରିଥିଲେ। ରାହୁଲ ଗାନ୍ଧୀ ତାଙ୍କର ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଭିମୁଖେ ଯାଉଥିଲେ।
Hh
ସେଠାରେ ତାଙ୍କର ସାଧାରଣ ସଭା ସହ ଅନେକ କାର୍ଯ୍ୟକଳାପ ମଧ୍ୟ ରହିଥିଲା। ହେଲେ ସେଠାରେ ସେ ଅବତରଣ କରିବା ପରେ ହିଁ ନିର୍ବାଚନ ଅଧିକାରୀ ମାନେ ତାଙ୍କର ହେଲିକପ୍ଟର ଭିତରେ ପଶି ଖୋଳତାଡ଼ କରିବା ଆରମ୍ଭ କରି ଦେଇଥିଲେ
ସେ କ୍ରମାଗତ ଭାବରେ ୱାଇନର ରୁ ନିର୍ବାଚନ ଲଢ଼ୁଛନ୍ତି। ଏଥର ରାହୁଲ ଏପ୍ରିଲ ୨୬ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ରେ ୱାଇନର ରୁ ପ୍ରତିଦ୍ବନ୍ଦିତା କରୁଛନ୍ତି।
ତେବେ ତାଙ୍କର ହେଲିକପ୍ଟର ଯାଞ୍ଚ ହେବା ପରେ କଂଗ୍ରେସ କର୍ମୀ ମାନଙ୍କ ଭିତରେ ମଧ୍ୟ ଅସୋନ୍ତୋଷ ପ୍ରକାଶ ପାଇଛି। ଏନେଇ ରାହୁଲ ଗାନ୍ଧୀ ଏଯାଏଁ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। ଏହାକୁ ନେଇ ରାହୁଲ୍ ଙ୍କ ସଂପର୍କରେ ଖୁବ୍ ଆଲୋଚନା ହେବାରେ ଲାଗିଛି।
Jj
ଆପଣ ମାନେ ଜାଣିଥିବେ କି ନିର୍ବାଚନ ଯେତେ ପାଖେଇ ଆସିବା ନିର୍ବାଚନ ସମ୍ପର୍କୀୟ ଅନେକ କଥା ବାହରକୁ ଆସିବ। ଏବେ ଆଗାମୀ ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ,
ନିଜ ନିଜର ପ୍ରତିଦ୍ବନ୍ଦିତା କରିବା ମଧ୍ୟ ସଂପୂର୍ଣ୍ଣ ଭାବରେ ଆରମ୍ଭ କରି ଦେଇଛନ୍ତି। ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଆଜ୍ଞା ହଁ ଦଳ ମାନେ ଏବେ ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛନ୍ତି।
ତେବେ ଏବେ ଦେଖିବା ବାକି ରହିଲା ଆଗାମୀ ନିର୍ବାଚନ ର ଫଳାଫଳ କଣ ହେବ। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement