Updated: Jan 23, 2024, 11:46 IST

ରାଗିଗଲେ ସୋନିଆ : ଏବେ ମୋର ତାଣ୍ଡବ ତମେ ସବୁ ପାକିସ୍ଥାନୀଆ ଦେଖିବ, ବସିଲି ଏବେ ଶୋଇବ ଘର ଆଗରେ...

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଟେନିସ ତାରକା ସାନିଆ ମିର୍ଜା ଙ୍କୁ ଭଲ ଭାବେ ଜାଣି ଥିବେ।ଆଜି ପୁଣି ଥରେ ସାନିଆ ମିର୍ଜା ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ କଥା କୁହା ଯାଉଚି।ଆପଣ ମାନେ ଜାଣି ଥିବେ ସାନିଆ ମିର୍ଜା ୨୦୧୧ ମସିହା ରେ ପାକିସ୍ତାନ କ୍ରିକେଟ ଖେଳାଳି ସୋଏବ ଙ୍କୁ ବିବାହ କରିଥିଲେ।
Special report
ହେଲେ ବର୍ତ୍ତମାନ ସମୟ ରେ ଏକ ଫଟୋ କୁ ନେଇ ଅନେକ ଖବର ଶୁଣି ବାକୁ ମିଳିଚି।ତୃତୀୟ ଥର ପାଇଁ ବିବାହ କରିଛନ୍ତି ସୋଏବ ମଲ୍ଲିକ।ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏକ ଫଟୋ କୁ ସେୟାର କରିଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ୨୦୧୦ ମସିହା ରେ ସୋଏବ ମଲ୍ଲିକ ପ୍ରଥମ ଥର ପାଇଁ ବିବାହ କରିଥିଲେ।ଏହା ପରେ ସେ ସାନିଆ ଙ୍କୁ ୨୦୧୧ ମସିହା ରେ ଭେଟି ଥିଲେ।ଉଭୟ ପରସ୍ପର କୁ ପ୍ରେମ କରି ସେ ସମୟ ରେ ବିବାହ କରିଥିଲେ।ଏହି ସୀମା ପାର ପ୍ରେମ କୁ ସେ ସମୟ ରେ କେହି ପସନ୍ଦ କରି ନ ଥିଲେ।
ସାନିଆ ଙ୍କୁ ଏପରି ନ କରିବା ପାଇଁ ତାଙ୍କ ପରିବାର ଲୋକେ କହିଥିଲେ।ହେଲେ ସେ ସମୟ ରେ ସେ କାହାରି କଥା ଶୁଣି ନ ଥିଲେ।ସେ ସମୟ ରେ ଏହି କଥା କୁ ନେଇ ଅନେକ ଚର୍ଚ୍ଚା କରା ଯାଇ ଥିଲା।
Special report
ଏହା ପରେ ସେମାନେ ବହୁତ ଖୁସି ରେ ଘର ସଂସାର କରିଥିଲେ।ସେମାନଙ୍କର ଏବେ ଗୋଟିଏ ପୁଅ ମଧ୍ୟ ରହିଛି।ହେଲେ ଏହି କିଛି ମାସ ତଳେ ଉଭୟ ଙ୍କ ବିବାହ ବିଚ୍ଛେଦ ହୋଇଚି ବୋଲି ସୋସିଆଲ ମିଡ଼ିଆ ରେ ଶୁଣିବାକୁ ମିଳି ଥିଲା।
ତେବେ ଏହା କେତେଦୂର ସତ ତାହା କେହି ଜାଣି ନ ଥିଲେ। ତେବେ ନିକଟରେ ପାକିସ୍ତାନ ଅଭିନେତ୍ରୀ ସାନା ଯାଭେଦ ଙ୍କ ସହିତ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି ସୋଏବ।ଏବେ ଲୋକ ମାନେ ଜାଣିବାକୁ ପାଇଲେ କି ଉଭୟ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି।
ସୋଏବ ମଲ୍ଲିକ କ୍ରିକେଟ ରେ ଯେତିକି ପ୍ରସିଦ୍ଧ ନ ଥିବେ ସେତିକି ବିବାହ କରି ପ୍ରସିଦ୍ଧ ହୋଇ ଗଲେଣି।ଏବେ ତାଙ୍କର ଏହି ବିବାହ ଫଟୋ ଟି ଖୁବ୍ ଭାଇରାଲ ହେଉଛି।ସାନିଆ ମିର୍ଜା ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି।
ସେ ଗଣ ମାଧ୍ୟମ ଆଗରେ ନିଜ ବ୍ୟକ୍ତିଗତ କଥା କହିବା ପାଇଁ ପସନ୍ଦ କରନ୍ତି ନାହିଁ।ହେଲେ ଏବେ ତାଙ୍କର ଏହି କଥା ଟି ଚାରି ଆଡେ଼ ପ୍ରଚାର ହୋଇ ସାରିଛି।ଯାହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଚି।

Advertisement