Updated: Dec 31, 2023, 11:07 IST

ରାଗରେ ନିଆଁ ବାଣ ହେଇଗଲେ ବର୍ଷା : ମୁଁ ଦେଇଥିବା AUDI ଗାଡ଼ି ଫେରାଓ ଅନୁଭବ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯୌତୁକ ରେ ଅନୁଭବ ଙ୍କ ଘରକୁ ବର୍ଷା କଣ ନେଇଥିଲେ ତାହାର ଏବେ ସେ ହିସାବ ଦେଇଛନ୍ତି। ଛାଡପତ୍ର ପରେ ବର୍ଷା ଅନୁଭବ ଙ୍କ ଠାରୁ କଣ କଣ ଫେରି ପାଇବେ ଏନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
Special Report
ବର୍ଷା କହିଲେ ସୁନା ହାର, ସୁନା ଚୁଡ଼ି,୧୫ ଲକ୍ଷ ଟଙ୍କା ଓ ଅଡି ଗାଡ଼ି। ଏବେ ଛାଡ଼ପତ୍ର ପରେ ବର୍ଷା କେଉଁ ଜିନିଷ ସବୁ ଫେରି ପାଇବେ ସେନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ବାହାଘର ବେଳେ ଅନୁଭବ ଙ୍କ ଘର ପକ୍ଷରୁ ସେଭଳି କିଛି ଜିନିଷ ଆଦୌ ଦାବୀ କରାଯାଇ ନଥିଲା। ତାଙ୍କର ପରିବାର ସ୍ଵ ଇଚ୍ଛାରେ ସବୁ ଜିନିଷ ଦେଇଥିଲେ। ଝିଅ ବିବାହ ପରେ ଶାଶୂ ଘରକୁ କେମିତି ସବୁ ଜିନିଷ ନେଇଥାଏ ସେମିତି ବର୍ଷା ମଧ୍ୟ ସବୁ ଜିନିଷ ନେଇ ଯାଇଥିଲେ।
ଉଭୟ ପ୍ରେମ ବିବାହ କରି ଥିବାରୁ ସେତେବେଳେ ତାଙ୍କର ଜାନି ଯୌତୁକ ଉପରେ ବିଶେଷ ଗୁରୁତ୍ବ ଦିଆଯାଇ ନଥିଲା। ଯଦି ଅନୁଭବ ତାଙ୍କୁ ଛାଡପତ୍ର ଦିଅନ୍ତି ତେବେ ବର୍ଷା ଦେଇଥିବା ସବୁ ଜିନିଷ ତାଙ୍କୁ ଫେରିବେ।
Special Report
ଗାଡ଼ି ସହ ଟିଭି, ଫ୍ରିଜ୍, ୱାସିଂ ମେସିନ, ପଲଙ୍କ ସବୁକିଛି ଗୋଟେ ଝିଅ ତାର ବିବାହ ସମୟରେ ଶାଶୂ ଘରକୁ ନେଇ ଯାଇଥାଏ। ଆଉ ତାର ଛାଡ଼ପତ୍ର ପରେ ସେ ସେହି ସବୁ ଜିନିଷ କୁ ସେ ଫେରାଇ ଆଣିଥାଏ।
ଅନୁଭବ ଓ ବର୍ଷାଙ୍କ କ୍ଷେତ୍ରରେ ସେଭଳି କିଛି ହୋଇପାରେ ବୋଲି ମଧ୍ୟ କୁହା ଯାଇଛି। ଯଦି ବାହାଘରର ଅନେକ ଦିନ ବିତିବା ପରେ ସେହି ସବୁ ଜିନିଷ ଖରାପ୍ ହୋଇ ଯାଇଥାଏ ତେବେ କୁହାଯାଉଛି କି,
ସେହି ସବୁ ଜିନିଷକୁ ପୁନର୍ବାର କିଣି ତାଙ୍କୁ ଫେରାଇ ଦିଆ ଯାଇଥାଏ। ଏହି ମାମଲାରେ ଛାଡ଼ପତ୍ର ହେଲେ ବର୍ଷା କେଉଁ ଜିନିଷ ଫେରୁ ପାଇବେ ତାହା ସମୟ ହିଁ କହିବ।
ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ କୁହନ୍ତୁ ବର୍ଷା କେଉଁ କେଉଁ ଜିନିଷ ସବୁ ଫେରି ପାଇବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement