ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ସମାଜ ରେ କିଭଳି ନିନ୍ଦନୀୟ ଘଟଣା ମାନ ଘଟୁଛି।ସ୍ତ୍ରୀ ର ଅଭିନୟ କୁ ଦେଖି ସହି ପାରୁ ନ ଥିଲେ ସ୍ଵାମୀ।ଶେଷ ରେ ତାଙ୍କ ଉପରକୁ ଛୁରାମାଡ କରିଥିଲେ ସ୍ଵାମୀ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଅଞ୍ଚଳ ରେ।ସେଠାରେ ଜଣେ ମହିଳା ଙ୍କୁ ତାଙ୍କ ସ୍ଵାମୀ ଅଫିସ ଭିତରେ ପଶି ଛୁରା ମାଡ କରିଛନ୍ତି।ସମସ୍ତ ଙ୍କ ଉପସ୍ଥିତି ରେ ତାଙ୍କ ସ୍ଵାମୀ ତାଙ୍କୁ ଆକ୍ରମଣ କରିଥିଲେ।
ସୂଚନା ଅନୁସାରେ ବାଲେଶ୍ଵର ଜିଲାର ସୋର ଅଞ୍ଚଳ ର ବ୍ୟକ୍ତି ହେଉଛନ୍ତି ସପନ କୁମାର କର।ସେ ୨୦୧୮ ମସିହା ରେ ମଧୁସ୍ମିତା ନାମକ ଝିଅ କୁ ବିବାହ କରିଥିଲେ।ବିବାହ ପରେ ଉଭୟ ଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ହୋଇ ଥିଲା।
ହେଲେ ଏହା ପରେ ଉଭୟ ଙ୍କ ମଧ୍ୟ ରେ ବିବାଦ ଦେଖା ଦେଇଥିଲା।ମଧୁସ୍ମିତା ନିଜ ବାପ ଘର କୁ ଚାଲି ଯାଇଥିଲେ।ସପନ ବାଙ୍ଗାଲୋର କୁ କାମ କରିବା ପାଇଁ ଚାଲି ଯାଇଥିଲେ।ଏହି କିଛି ଦିନ ତଳେ ସପନ ଙ୍କ ବଡ ବାପା ଙ୍କ ମୃ-ତ୍ୟୁ ହୋଇ ଥିଲା।
ସେଥିପାଇଁ ସପନ ଘର କୁ ଆସିଥାଏ।ମଧୁସ୍ମିତା ମଧ୍ୟ ନିଜ ପୁଅ ଓ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ କମ୍ପାନୀ ରେ ଚାକିରି କରୁଥିଲେ।ଏହି ସମୟ ରେ ସପନ ତାଙ୍କ ପତ୍ନୀ ଙ୍କ ନିକଟ କୁ ଫୋନ୍ କରିଥଲେ।
ଓ ତାଙ୍କୁ ଆସିବା ପାଇଁ କହିଥିଲେ।ହେଲେ ମଧୁସ୍ମିତା ରାଜି ହୋଇ ନ ଥିଲେ।ଶେଷ ରେ ସପନ ମଧୁସ୍ମିତା ଙ୍କ ଅଫିସ କୁ ଯାଇ ସେଠାରେ ତାଙ୍କ ସହ ଝଗଡ଼ା କରିଥିଲେ।ହାତ ରେ ଧରି ଥିବା ଛୁରୀ ରେ ତାଙ୍କ ଉପରକୁ ଆ-କ୍ର-ମ-ଣ କରିଥିଲେ।
ଏହା ପରେ ସେଠାରେ ଥିବା ଲୋକ ମାନେ ମଧୁସ୍ମିତା ଙ୍କୁ ସଙ୍ଗେ ସାଙ୍ଗେ ମେଡିକାଲ ରେ ଭର୍ତି କରିଥିଲେ।ଏବେ ସେ ସୁସ୍ଥ ଅଛନ୍ତି।ତାଙ୍କ ସ୍ଵାମୀ ଙ୍କୁ ଗିରଫ କରା ଯାଇ ଏବେ ଘଟଣା ର ତଦନ୍ତ କରା ଯାଉଛି।ମଧୁସ୍ମିତା ଏବେ ସୁସ୍ଥ ଥିବା ଜଣା ପଡିଛି।