Updated: Apr 20, 2024, 18:08 IST

ରାଣୀ ଦିଦି ବିକ୍ରମ ପାଖରେ କୁକୁର ହୋଇ ରହିବାକୁ ବି ରାଜିଥିଲେ ହେଲେ ବିକ୍ରମ .....

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ କିଛି ଦିନ ଧରି ରାଣୀ ପଣ୍ଡାଙ୍କ ପ୍ରେମ କାହାଣୀ ଚର୍ଚାର ଘେରକୁ ଆସିଛି। ତେବେ ପ୍ରେମରେ ରାଣୀଙ୍କ ହୃଦୟ ଭାଙ୍ଗିବା ପରେ ଗଣ ମାଧ୍ୟମ ସାମ୍ନାରେ ରାଣୀ ନିଜର ପ୍ରେମିକ ବିକ୍ରମକୁ ନେଇ କିଛି ଏପରି ଖୁଲାସା କରିଛନ୍ତି।
ତେବେ ନିଜର ପ୍ରେମିକର ନାମ କହିବା ସହ ପ୍ରେମିକଙ୍କ ସହ ରାଣୀଙ୍କର କେତେ ଘନିଷ୍ଠ ସମ୍ପର୍କ ଥିଲା। ସେ ସବୁ ବିଷୟରେ ରାଣୀ ମିଡିଆ ସମସ୍ତଙ୍କ ସହ ଶେୟାର କରିଥିଲେ। 
Hh
ବନ୍ଧୁଗଣ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରିଥାନ୍ତି।
ତେବେ ଏହା ମଧ୍ୟରେ ରାଣୀ ତାଙ୍କର ପ୍ରେମିକ ବିକାଶ ବିକ୍ରମଙ୍କ ବିରୋଧରେ ମହିଳା ଥାନାରେ ମାମଲା ଦାୟର କରିଛନ୍ତି। ଦୀର୍ଘ ୭ ବର୍ଷର ସମ୍ପର୍କ ପରେ ତାଙ୍କୁ ବିକ୍ରମ ବହୁ ନିର୍ଯାତନା ଦେଇଥିବାରୁ ଏନେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ରାଣୀ।
ତେବେ ବନ୍ଧୁଗଣ ମିଷ୍ଟର ଗଜପତି ଗଣମାଧ୍ୟମ ଆଗରେ କହିଛନ୍ତି, ଯେ ସୋସିଆଲ ମିଡ଼ିଆ ରେ ଲୋକ ଯେତେବେଳେ ଆପଣ ଦୁଃଖକୁ ଦେଖିବେ ସେତେବେଳେ ମୁହଁରେ କପଡା ଦେଇ ହସିବେ।
Uu
ତେଣୁ ସୋସିଆଲ ମିଡ଼ିଆରେ ରାଣୀ ପଣ୍ଡା ନ୍ୟାୟ ମାଗିବା ଉଚିତ ନୁହେଁ। ନାରୀକୁ କନ୍ଦେଇଲେ କୋଉଠି ନା କୋଉଠି ନାରୀର ଲୁହ ନିଶ୍ୱାସ ନିହାତି ପଡିବ। କେବଳ ରାଣୀ ପଣ୍ଡା ନୁହେଁ, ଜ୍ୱାଇଁ କୌଣସି ଝୁଅ ହେଲେ ମଧ୍ୟ ଲୁହ ନିଶ୍ୱାସ ନିହାତି ପଡିବ। 
ଗୋଟେ ଝିଅ ଅସହାୟ ଯେତେବେଳେ ହେଇଯାଏ, ସେତେବେଳେ ତା ପାଟିରୁ ଅନେକ କଥା ବାହାରି ଥାଏ। ଏବଂ ଗଜପତି କହିଛନ୍ତି "ରାଣୀ ଦିଦି ତୁମ ପାଖରେ କୁକୁର ହେଇ ରହିବାକୁ ବି ଚାଁହୁଥିଲା ,ତୁମକୁ ଜଣାପଡୁନି କେତେଭଲ ପାଉଛି"।
ଉଭୟ ଯଦି ଭଲ ପାଉଥିଲ ତେବେ ବର୍ଷେ କି ଦୁଇ ବର୍ଷ ଭିତରେ ବାହାହୋଇ ଯାଇଥାନ୍ତ। ଆଉ ବାହାଘର ହେବାପରେ ରାଣୀ ପଣ୍ଡାଙ୍କୁ ବିକ୍ରମ ଆଉ ଛାଡି ପାରିନଥାନ୍ତା।

Advertisement