Jan 12, 2024, 16:58 IST

ପୁରୀ ରେ ସାର ପାଣ୍ଡିଆନ୍ ଙ୍କ ମହତ୍ତ୍ଵପୂର୍ଣ୍ଣ କାମ, ପୁରୀ ରେ ଗଢି ତୋଳିବେ ଆଉ ଏକ ବଡ଼ଦାଣ୍ଡ...

Special Report

ନମସ୍କାର ପାଠକ ବନ୍ଧୁ। ଜଗତ ର ନାଥ ଜଗନ୍ନାଥ ଙ୍କ ମନ୍ଦିର କୁ ଯିବା ପାଇଁ କାହାର ଇଚ୍ଛା ନ ଥାଏ।ହେଲେ ବର୍ତ୍ତମାନ ସମୟ ରେ ପୁରୀ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।ଲୋକ ମାନେ ବଡ ଦାଣ୍ଡ କୁ ଯିବା ପାଇଁ ଏବେ ଭୟ କରୁଛନ୍ତି।ଏବେ ଏହି ସମସ୍ୟା ଦୂର କରିବା ପାଇଁ ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି।
Special Report
ଖୁବ୍ ଶୀଘ୍ର ବଡ ଦାଣ୍ଡ ପରି ଆଉ ଏକ ଦାଣ୍ଡ ତିଆରି ହେବାକୁ ଯାଉଚି।ତାହାର ନାମ ହେଉଛି ଶ୍ରୀ ଦାଣ୍ଡ।ଆଉ କାଳିଆ କୁ ଦେଖିବା ପାଇଁ ଲୋକ ମାନଙ୍କୁ ହଇରାଣ ହେବାକୁ ପଡିବ ନାହିଁ।ଭିଡ କୁ କମାଇବା ପାଇଁ ଏବେ ଆଉ ଗୋଟିଏ ପଦକ୍ଷେପ ନିଆ ଯାଉଛି।
ଏବେ ଭକ୍ତ ଆଉ ଭିଡ ଭିତରେ ଫସିବେ ନାହିଁ।ମହା ପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ଅନେକ ସମୟ ରେ ଲୋକ ମାନେ ଭିଡ ଭିତରେ ଫସି ଯାଆନ୍ତି।ସେଥି ରୁ ବାହାରିବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡେ।ଏବେ ଭକ୍ତ ଗାଡ଼ି ପାର୍କିଂ କରି ସିଧାସଳଖ ଶ୍ରୀ ମନ୍ଦିର କୁ ପଡ଼ିଥିବା ଶ୍ରୀ ଦାଣ୍ଡ ରେ ଯାଇ ପହଞ୍ଚି ଯିବେ।
ସେଠାକୁ ଯିବା ପାଇଁ ମାତ୍ର ୭୫୦ ମିଟର ବାଟ ଯାତ୍ରା କରିବା ପାଇଁ ପଡିବ।ଏଥିପାଇଁ ଲୋକ ମାନଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ।ଭଲ ଭାବେ ଭକ୍ତ ଯିବା ପାଇଁ ଏହି ରାସ୍ତା କୁ ଦୁଇ ଥାକିଆ କରା ଯାଉଛି।ଏହା ୪୦ ଫୁଟ ର ଦୁଇ ଥାକିଆ ରାସ୍ତା ହେବ।
Special Report
ଏହି ବ୍ୟବସ୍ଥା ରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରା ଯିବ।ସେମାନେ ଅଟୋ ରେ ବସି ଯାଇ ପାରିବେ।ଏହା ପୂର୍ବ ରୁ ମଧ୍ୟ ବଡ ଦାଣ୍ଡ ପାଇଁ ଅନେକ ଯୋଜନା କରା ଯାଇଛି।ଏବେ ପୁଣି ଥରେ ଭକ୍ତ ଙ୍କ ସୁବିଧା ପାଇଁ ଏସବୁ କରା ଯାଇଛି।ଏହା ଦ୍ବାରା ଅନେକ ଭକ୍ତ ଏଥିରେ ଉପକୃତ କରା ଯିବ।
ଏଥିରେ ରାଜ୍ୟ ର ୪୦ କୋଟି ଟଙ୍କା ଖର୍ଚ୍ଚ ହେବ।ଭକ୍ତ ମାନେ ଯେପରି ଭଲ ଭାବରେ ଦର୍ଶନ କରି ପାରିବେ ସେଥିପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି।ତାଙ୍କରି ପାଇଁ ଆଜି ପୁରୀ ରେ ଅନେକ।ଉନ୍ନତି ମୂଳକ କାର୍ଯ୍ୟ କରା ଯାଉଛି।
ରଥ ଯାତ୍ରା ସମୟରେ ୫ ଲକ୍ଷ ଭକ୍ତ ଏହି ବଡ ଦାଣ୍ଡ ରେ ଏକା ସାଙ୍ଗ ରେ ଠିଆ ହୋଇ ପାରିବେ।ଏଥିରେ ଲୋକ ମାନଙ୍କ ରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।ଭିଡ କୁ କମାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।
ତାଙ୍କର ଏହି ବ୍ୟବସ୍ଥା କୁ ଲୋକ ମାନେ ଶୁଣି ବହୁତ ଖୁସି ହୋଇ ଛନ୍ତି।ଦୈନିକ ଏକ ଲକ୍ଷ ଭକ୍ତ ଚଳ ପ୍ରଚଳ କରିବେ।ଓ ଏଠାରେ ବୃଦ୍ଧା ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରା ଯିବ।ସମସ୍ତେ ଏଠାରେ ଏଥର ଖୁସି ରେ ଯିବା ଆସିବା କରିବେ।

Advertisement