Apr 18, 2024, 09:59 IST

ପୁରୀ ଆସି ଜଗନ୍ନାଥ ଙ୍କୁ ୨.୫ କୋଟି ଦାନ ଦେଲେ ଅନନ୍ତ ଅମ୍ବାନୀ ଲୋକେ କହିଲେ, ଜଗତ ନାଥ ଜଗନ୍ନାଥ ଙ୍କୁ ପଇସା ଦାନ ଦେଖେଇ ହେଉଚି

Gh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ନିଜର ବ୍ୟବହାର ପାଇଁ ସବୁବେଳେ ଲୋକ ଙ୍କ ପାଖରେ ଚର୍ଚ୍ଚା ରେ ଥାଆନ୍ତି।ଆଜି ଆମେ ପୁଣି ଥରେ ତାଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଭାରତ ର ଏକ ନମ୍ବର ଧନୀ ଭାବେ ସେ ସାରା ବିଶ୍ବରେ ପରିଚିତ।ସେ ଗରିବ ଲୋକ ମାନଙ୍କୁ ଦାନ କରିବାକୁ ଭଲ ପାଆନ୍ତି।ତାଙ୍କ ଗୁଣ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଙ୍କ ପାଖରେ ରହିଛି।ବାପା ଙ୍କ ଭଳି ସେ ମଧ୍ୟ ଗରୀବ ଲୋକ ମାନଙ୍କୁ ଖୁବ୍ ପସନ୍ଦ କରନ୍ତି।
Hh
ଅନନ୍ତ ଅମ୍ବାନୀ ଙ୍କୁ ବର୍ତ୍ତମାନ ସମୟ ରେ କିଏ ବା ନ ଜାଣେ। ଆଉ କିଛି ଦିନ ମଧ୍ୟରେ ତାଙ୍କର ବିବାହ ହେବାକୁ ଯାଉଛି।ସେହି ଖୁସି ରେ ସେ ନିକଟ ରେ ମନ୍ଦିର କୁ ଦାନ କିଛି ଟଙ୍କା ଦାନ କରିଛନ୍ତି।ଏହା ଶୁଣିବା ପରେ ତାଙ୍କର ପ୍ରଶଂସକ ମାନେ ବହୁତ ଖୁସି ହୋଇ ଯାଇ ଛନ୍ତି।
ତେବେ ଆପଣ ମାନେ ଜାଣିବାକୁ ଚାହୁଁଛନ୍ତି କି ସେ କେଉଁ ମନ୍ଦିର କୁ ଟଙ୍କା ଦାନ କରିଛନ୍ତି।ଆମେ ଆପଣଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।ସେ ଦୁଇ ଟି ମନ୍ଦିର କୁ ଦାନ କରିଛନ୍ତି।
ପ୍ରଥମ ଟି ହେଉଚି ମା କାମାକ୍ଷା ମନ୍ଦିର।ଓ ଅନ୍ୟଟି ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର।ଏହି ଦୁଇ ଟି ମନ୍ଦିର କୁ ଗତ କିଛି ଦିନ ତଳେ ଅନନ୍ତ ଅମ୍ବାନୀ ଟଙ୍କା ଦାନ କରିଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ସେ ସବୁବେଳେ କଠିନ ପରିଶ୍ରମ କରି ଟଙ୍କା ରୋଜଗାର କରିଛନ୍ତି।
Hy
ତାଙ୍କ ବାପା ଙ୍କ ଠାରୁ ସେ କିଛି ନୂଆ କରି ଦେଖାଇବା ପାଇଁ ଚେଷ୍ଟା କରନ୍ତି।ତେବେ ସେ ମା କାମାକ୍ଷା ମନ୍ଦିର ପାଇଁ ୨,୫୧,୦୦,୦୦ ଟଙ୍କା ଦାନ କରି ଥିବା ବେଳେ ଜଗନ୍ନାଥ। ମନ୍ଦିର ପାଇଁ ୨,୫୧,୦୦,୦୦ ଟଙ୍କା ଦାନ କରି ଥିଲେ।
ଏବେ ଏହି କଥା କୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଜଗନ୍ନାଥ ମହାପ୍ରଭୁ ଙ୍କୁ ଖୁବ୍ ଭଲ ପାଆନ୍ତି।ତାଙ୍କୁ ଦର୍ଶନ କରିବା ପାଇଁ ସେ ଆସି ଥିଲେ।ତାଙ୍କର ଏହି କାମ ପାଇଁ ତାଙ୍କୁ ଏବେ ସମସ୍ତେ ଖୁବ୍ ପ୍ରଶଂସା କରୁ ଛନ୍ତି।
ତେବେ ଆଗକୁ ସେ ବିବାହ କରିବାକୁ ଯାଉଛନ୍ତି।ତେବେ ପୁଣି ଥରେ ସେ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଆସି ପାରନ୍ତି ବୋଲି କୁହା ଯାଉଛି।

Advertisement