Updated: Dec 24, 2023, 09:07 IST

ପୁଣି ବଢିଲା କୋରୋନା ଦେଖନ୍ତୁ ଆସିଲା ବଡ ଖବର ଏବେଠୁ ରୁହନ୍ତୁ ସଚେତନ ହେଲାଣି ସାଙ୍ଘାତିକ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଓଡ଼ିଶାରେ ପୁଣି ପଶିଲାନି କରୋନା ।
Special Report
କରୋନା ମହାମାରୀ ଯେତେବେଳେ ଦେଶରେ ପହଞ୍ଚିଥିଲା କେତେ ଯେ ଲୋକ ମୃ-ତ୍ୟୁବରଣ କରିଥିଲେ ତାହାର ହିସାବ ନାହିଁ । ଆଉ ଏହି ମହାମାରୀ ଲୋକମାନଙ୍କୁ ଅନେକ କ୍ଷୟକ୍ଷତି କରାଇଥିଲା ।
ଏହି ମାରାତ୍ମକ କରୋନା ମହାମାରୀ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଥିଲା । ଏହି ମହାମାରୀ ପାଇଁ ଲୋକମାନେ ଅନେକ ଦୁଃଖ କଷ୍ଟ ଭୋଗ କରିଛନ୍ତି । ଏବେ ଖବର ଆସିଛି କି ପୁଣି ଥରେ ଓଡ଼ିଶା ରାଜ୍ୟକୁ ପଶି ଆସିଲାଣି କରୋନା ମହାମାରୀ ।
Special Report
ପୁଣି ଶକ୍ତିଶାଳୀ ହୋଇ ଫେରିଛି କରୋନା । ଆଉ ଆସୁ ଆସୁ ନେଇଗଲା ୬ ଜଣଙ୍କ ଜୀବନ । ପୁଣି ଭୟଙ୍କର ରୂପ ଧରି ଚାଲିଛି କରୋନା । ବିନା ମାସ୍କରେ ଘରୁ ବାହାରିବା ମନା ।
ପୁଣି ହେବ କଟକଣା ଆଉ ପୁଣି ହେବ ଲକଡାଉନ୍ । ଓଡ଼ିଶା ପ୍ରତି ବିପଦ ଆଣିପାରେ କରୋନାର ସବ୍ ଭାରିଆଣ୍ଟ JN.1 । କରୋନା ଚାଲିଗଲା ବୋଲି ଲୋକ ଖୁସିରେ ବୁଲୁଥିଲେ ।
Special Report
ଆଉ ଏବେ ଏହି କରୋନା ଭୁତାଣୁ ଆହୁରି ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି । ଏହା ଆହୁରି ମାରାତ୍ମକ ହୋଇ ସାରିଛି । ଗତ ୨୪ ଘଣ୍ଟାରେ କରୋନା ମହାମାରୀ ଆକ୍ରମଣରେ ୬ ଜଣଙ୍କ ଜୀବନ ଯାଇଛି । କେରଳରୁ ତିନିଜଣଙ୍କ ଜୀବନ ଯାଇଛି ।
କେରଳରୁ ୩ ଜଣ, କର୍ଣ୍ଣାଟକରୁ ୨ ଜଣ ଏବଂ ପଞ୍ଜାବର ଜଣେଙ୍କୁ ଏହି କରୋନା ହୋଇଥିଲା ଆଉ ସେଥିରେ ତାଙ୍କର ଜୀବନ ଚାଲିଯାଇଛି । ଶେଷରେ ନୂଆ ସଂକ୍ରମିତ ହେଉଛନ୍ତି ୩୫୮ ଜଣ ।
ଆଉ ଏହି ଭିତରେ କେରଳରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଭାରତରେ ନୂଆ କରୋନା ଭାରିଆଣ୍ଟ ଲୋକମାନଙ୍କ ମନରେ ଅନେକ ଭୟ ସୃଷ୍ଟି କରିଛି । ଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ୍ ପିନ୍ଧିବାକୁ କୁହାଯାଇଛି । ଏବେ ଓଡ଼ିଶାବାସୀ ସାବଧାନ ହେବାକୁ କୁହାଯାଇଛି ।

Advertisement