Updated: Feb 23, 2024, 18:05 IST

ପୁଣି ଆୟକର ବିଭାଗ ପ୍ରଶ୍ନ ବାଣରେ ହାଲିଆ ହେଲେ ଅର୍ଚ୍ଚନା ନାଗ ଦେଖନ୍ତୁ ଏବେ କଣ ହେଲା ଏମିତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନ ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି।
ଆୟକର ବିଭାଗରେ ପହଞ୍ଚିଲେ ଅର୍ଚ୍ଚନା ନାଗ। ଏବେ ଆୟକର ବିଭାଗ ଦୁଇଜଣିଆ ଟିମ୍ ଅର୍ଚ୍ଚନା ନାଗଙ୍କୁ ପଚରାଉଚରା କରୁଛନ୍ତି। ତେବେ ଆୟକର ଦାଖଲ ନେଇ ଅନ୍ୟ ମିତ୍ରତା ସନ୍ଦେହରେ ଅର୍ଚ୍ଚନା ନାଗଙ୍କୁ ଆୟକର ବିଭାଗକୁ ଡକା ଯାଇଥିଲା।
Special report
ଆଜି ଦିନ ୧୨ଟା ୩୦ ସମୟରେ ଅର୍ଚ୍ଚନା ନାଗ ଆୟକର ବିଭାଗରେ ପହଞ୍ଚିଥିଲେ। ଆଉ ତାପରେ ତାଙ୍କୁ ପଚରାଉଚରା କରାଯାଇଥିଲା। ଏନେଇ ଅର୍ଚ୍ଚନା ନାଗଙ୍କ ସାଥିରେ ଥିଲେ ତାଙ୍କ ସ୍ଵାମୀ ଜଗବନ୍ଧୁ ଓ ତାଙ୍କ ପୁଅ ଉପସ୍ଥିତ ଥିଲେ। 
ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଜାମିନ ପାଇଁ ଜେଲରୁ ବାହାରିଛନ୍ତି ହନିଡ୍ରାପ କ୍ୟୁଇନ ଅର୍ଚ୍ଚନା ନାଗ। ଦୀର୍ଘ ୧୪ ମାସ ପରେ ଜାମିନ ପାଇଥିଲେ ଅର୍ଚ୍ଚନା ନାଗ। ଡିସେମ୍ବର ୧୨ ତାରିଖରେ ଜେଲରୁ ବାହାରିଥିଲେ ଅର୍ଚ୍ଚନା ନାଗ।
Special report
୨୦୨୩ ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରେ ସର୍ତମୂଳକ ଜାମିନ ଆବେଦନ କରିଥିଲେ। ସେହିଭଳି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇଡି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିନଥିଲା। ଅର୍ଚ୍ଚନା ଜେଲରୁ ବାହାରି ପାରିନଥିଲେ। 
Special report
ଆଉ ଜାମିନ ମିଳିବା ପରେ ଡିସେମ୍ବର ୧୨ ତାରିଖରେ ବାହାରୁ ଆସିଥିଲେ ଅର୍ଚ୍ଚନା। ଏବେ ଆୟକର ଦାଖଲ ଅନ୍ୟ ମିତ୍ରତା ସନ୍ଦେହ କରି ତାଙ୍କୁ ଆୟକର ବିଭାଗକୁ ଡକା ଯାଇଥିଲା। ଏବେ ଅର୍ଚ୍ଚନା ନାଗ ଆୟକର ବିଭାଗରେ ପହଞ୍ଚି ନିଜର ପକ୍ଷ ରଖିଛନ୍ତି।
ଅର୍ଚ୍ଚନା ନାଗଙ୍କର ଦୁଇଟି ଦାମୀ ଗାଡି ନିଲାମ ପାଇଁ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ କୋର୍ଟରେ ଆବେଦନ କରିଥିଲେ। ତେବେ ତାଙ୍କର ଯେଉଁ ଦୁଇଟି ଦାମୀ ଗାଡି ରହିଛି ପ୍ରାୟ ୫୬ ଲକ୍ଷ ଟଙ୍କାରେ ନିଲାମ କରାଯିବ ବୋଲି କୁହାଯାଉଛି।

Advertisement