Dec 26, 2023, 09:50 IST

ପୁରୁଷ ଙ୍କ ଲିଙ୍ଗ ପ୍ରତ୍ୟାରୋପଣ ପରେ ବି, ଅନ୍ୟ ପୁଅ ଙ୍କ ପ୍ରତି ଆକୃଷ୍ଟ ହେଇଥିଲା ନନ୍ଦିନୀ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ଘଟଣା ଦେଖିବାକୁ ମିଳିଛି କି ପ୍ରେମିକା କୁ ପାଇବା ପାଇଁ ପ୍ରେମିକା ରୁ ନିଜ ଲିଙ୍ଗ ପରିବର୍ତ୍ତନ କରି ପ୍ରେମିକ ହୋଇଥିଲା।
Special Report
ଏହାପରେ ଜାଣିବାକୁ ପାଇଲା କି ତାର ପ୍ରେମିକା ନନ୍ଦିନୀ ତା ପ୍ରତି ଆଉ ଆକର୍ଷିତ ହୋଇ ନାହିଁ ଓ ସେ ଅନ୍ୟ ପୁଅ ମାନଙ୍କ ସହ ମିଳାମିଶା କରୁଛି ସେହି ସମୟରେ ହିଁ ସେ ସବୁ କିଛି ଭୂଲି ଯାଇଥିଲା। ଆଉ ଘଟାଇଥିଲା ଏକ ବର୍ବର କାଣ୍ଡ।
ଏହି ଘଟଣା ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରେମ ପାଇଁ ଝିଅରୁ ପୁଅ ହୋଇଥିଲା ସତ ମାତ୍ର ଏଭଳି ଅନେକ କିଛି ଥିଲା ଯାହାକି ପ୍ରେମିକା ନନ୍ଦିନୀ କୁ ଆଦୌ ପଶନ୍ଦ ଆସି ନଥିଲା।
ଏହାପର ଠାରୁ ହିଁ ଧୀରେ ଧୀରେ ସେ ତାର ପ୍ରେମିକ ଠାରୁ ଦୂରେଇବା ଆରମ୍ଭ କରି ଦେଇଥିଲା। ବାନ୍ଧବୀ କୁ ବାହା ହେବାକୁ ଲିଙ୍ଗ ପରିବର୍ତ୍ତନ କରିଥିଲେ ହେଲେ ସମ୍ପର୍କ ରଖିବାକୁ ମନା କରି ଦେବାରୁ ଅତି ନୃଶଂସ ଭାବରେ ଗାଡିର ଚେନ୍ ରେ ବାନ୍ଧି ପୋଡ଼ି ମାରି ଦେଇଛନ୍ତି।
Special Report
ଆଉ ଏହା ସେହିଦିନ କରିଛନ୍ତି ଯେଉଁଦିନ ହିଁ ପ୍ରେମିକାର ଜନ୍ମଦିନ ଥିଲା। ପ୍ରେମିକା କୁ ତାର ଜନ୍ମଦିନ ପାଳନ କରିବେ ବୋଲି ପ୍ରଥମେ ଡାକି ଏକ ଶୁନଶାନ୍ ସ୍ଥାନକୁ ନେଇ ଯାଇଥିଲେ।
ଆଉ ଏହାପରେ ଯେଉଁ ଘଟଣା ଘଟିଥିଲା ତାହା ଥିଲା ସତରେ ବେଶ ଲୋମ ହର୍ଷଣ କାରୀ। ତାମିଲନାଡୁ ରେ ଜଣେ ସଫ୍ଟ୍ ୱେୟାର ଇଞ୍ଜିନିୟର ନନ୍ଦିନୀ କୁ ତାଙ୍କର ପ୍ରେମିକ ମାରି ଦେଇଛି। ଏହା ହେଉଛି ଚେନ୍ନାଇ ର ଦକ୍ଷିଣ ପାର୍ଶ୍ଵରେ ଥିବା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ଅଭିଯୋଗ ଭାତି ମାରାନଆଲିଆସ ପାଣ୍ଡି ମାହେଶ୍ୱରୀ ଯିଏକି ପୁଅରୁ ଝିଅ ହୋଇଥିଲେ ଆଉ ତାହା ପୁଣି ତାଙ୍କର ପ୍ରେମିକା ପାଇଁ ସେ ହିଁ ଏଭଳି କାଣ୍ଡ ଘଟାଇଛନ୍ତି। ଆଉ ଏଥିରୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରୁଥିବେ କି ପ୍ରେମକୁ ଆଜି କାଲିର ଯୁବ ଗୋଷ୍ଠୀ ଏବେ କେଉଁ ଦୃଷ୍ଟିରେ ନେଉଛି।
ଏହି ଘଟଣା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement