Updated: Nov 28, 2023, 11:35 IST

ପୁଅ ହୋଇ ଝିଅ ବେଶ ରେ ରିଲ କରି ଦେଖେଇ ହଉଥିଲା, ହେଲେ ଲୋକ ଙ୍କ ଗାଳି କମେଣ୍ଟ ସହି ନ ପାରି ଶେଷରେ ଜୀବନ ଶେଷ କଲା

Special Report

ନମସ୍କାର ପାଠକ ବନ୍ଧୁ। ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ଆଜିକାଲି ସମସ୍ତଙ୍କୁ ରିଲ୍ସ କରିବାର ନିଶା ଘାରିଛି। ଯୁବପିଢୀ ମାନେ ସୋସିଆଲ ମିଡ଼ିଆ ରେ ଏହି ରିଲ୍ସ କରି ହିଁ ଫେମସ ହେବାକୁ ଚାହାଁନ୍ତି।
Special Report
ସେଥିପାଇଁ ଆଜିକାଲି ପ୍ରାୟ ସମସ୍ତେ ଏହି ରିଲ୍ସ ମଧ୍ଯ କରୁଛନ୍ତି। ହେଲେ ଏହି ରିଲ୍ସ ତାଙ୍କ ଜୀବନରେ ଫେମସ୍ ହେବାକୁ ଯେତିକି ସାହାଯ୍ୟ କରୁଛି ସେତିକି ତାଙ୍କର ଜୀବନ ପାଇଁ ବିପଦ ମଧ୍ୟ ପାଲଟି ଯାଉଛି।
କାରଣ ଏହି ରିଲ୍ସ କରିବା ଚକର ରେ ଅନେକ ଯୁବପିଢୀ ଙ୍କ ଜୀବନ ମଧ୍ୟ ଚାଲି ଯାଉଛି। କିଏ ନିଜ ଜୀବନକୁ ବାଜି ଲଗାଇ ଦଉଛି ତ ଆଉ କିଏ ନିଜ ଜୀବନ ମଧ୍ଯ ହାରି ଦେଉଛି।
ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଇନ୍ଷ୍ଟାଗ୍ରାମ ରିଲ୍ସ ଭିଡିଓ ରେ ଖରାପ୍ ବା ହେଟ୍ କମେଣ୍ଟ ଆସିବା ପରେ ଜଣେ ନାବାଳକ ଆ-ତ୍ମ-ହ-ତ୍ୟା କରିଛନ୍ତି।
Special Report
ମଧ୍ୟପ୍ରଦେଶ ର ଉଜେନ୍ ର ଜଣେ ୧୬ ବର୍ଷର ନାବାଳକ ସେ ପୁଅ ହୋଇଥିବା ସତ୍ତ୍ୱେ ମଧ୍ଯ ଝିଅ ଗେଟ୍ ଅପ୍ ରେ ଇନ୍ଷ୍ଟାଗ୍ରାମ ରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେ ଝିଅ ମାନଙ୍କ ଗୀତରେ ମଧ୍ୟ ନାଚୁ ଥିଲେ।
ସେ ଶାଢ଼ୀ ପିନ୍ଧି ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ। ଏହାପରେ ଏହି ନାବାଳକ ଜଣଙ୍କୁ ଖୁବ ଟ୍ରୋଲ ମଧ୍ୟ କରାଯାଉଛି। ଆଉ ଖୁବ ହେଟ୍ କମେଣ୍ଟ ମଧ୍ଯ ଦିଆ ଯାଇଥିଲା।
ସେ ଏହି ହେଟ୍ କମେଣ୍ଟ ରେ ଭାଙ୍ଗି ପଡ଼ିଥିଲେ। ଆଦୌ ସହି ମଧ୍ୟ ପାରି ନଥିଲେ। ସେ ଶେଷରେ ନିଜ ଜୀବନ ହାରୀ ଦେବା ଭଳି ନିଷ୍ପତ୍ତି ମଧ୍ୟ ନେଇଥିଲେ। ଆଉ ନିଜ ଜୀବନ ମଧ୍ଯ ହାରୀ ଦେଇଥିଲେ।
ଏବେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement