Feb 27, 2024, 18:12 IST

ପୁଅ ହେବା ପରେ ପ୍ରଥମଥର ପତ୍ନୀଙ୍କ ସହ ଲାଣ୍ଡନରେ ସାମ୍ନାକୁ ଆସିଲେ ବିରାଟ କୋହଲି ଦେଖନ୍ତୁ ସେହି ସମୟର ଦୃଶ୍ୟ

Special report

ନମସ୍କାର ପାଠକ ବନ୍ଧୁ।ପୁତ୍ର ସନ୍ତାନ ଜନ୍ମ ହେବା ପରେ ଭାରତୀୟ କ୍ରିକେଟ ଜଗତ ର ନାମୀ ଦାମୀ ଖେଳାଳି ବିରାଟ କୋହଲି ଏବେ ବହୁତ ଖୁସି ହୋଇ ଯାଇଛନ୍ତି।ଗତ ଜାନୁଆରୀ ୧୫ ତାରିଖ ରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ତାଙ୍କ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି।
Special report
ଏହା ହେଉଚି ତାଙ୍କର ଦ୍ଵିତୀୟ ସନ୍ତାନ।ପ୍ରଥମେ ତାଙ୍କର ଝିଅ ଟି ଏ ଜନ୍ମ ହୋଇ ଥିଲା।ଯାହାର ନାମ ହେଉଚି ଭାମିକା।ଏହା ପରେ ତାଙ୍କ ପୁଅ ଅକାୟ ଜନ୍ମ ହୋଇଛି।ଏଥିରେ ଉଭୟ ଅନୁଷ୍କା ଶର୍ମା ଓ ବିରାଟ କୋହଲି ଖୁବ୍ ଖୁସି ଅଛନ୍ତି।
ସୂଚନା ଅନୁସାରେ ବିରାଟ କୋହଲି ଭାରତ ଓ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ ଚାଲୁ ଥିବା ସମୟ ରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଅଧାରୁ ଚାଲି ଯାଇ ଥିଲେ।ଏହା ପରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ନେଇ ଥିଲା।
Special Report
ଏହାର କିଛି ଦିନ ପରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ତାଙ୍କ ପ୍ରଶଂସକ ମାନଙ୍କୁ ଏହି ଖବର ଶୁଣାଇ ଥିଲେ।ଏହାକୁ ଶୁଣି ସମସ୍ତେ ବହୁତ ଖୁସି ହୋଇ ଯାଇ ଥିଲେ।ସେ ଏବେ ଲଣ୍ଡନ ରେ ନିଜ ପରିବାର ସହିତ ରହିଛନ୍ତି।ତାଙ୍କ ଦ୍ବିତୀୟ ସନ୍ତାନ ଅକାୟ ମଧ୍ୟ ସେହି ଠାରେ ଜନ୍ମ ହୋଇ ଛନ୍ତି।
ଲଣ୍ଡନ ରେ ଝିଅ ଭାମିକା ସହିତ ଗୋଟିଏ ରେଷ୍ଟୁରାଣ୍ଟ ରେ ସେ ବସି ଥିଲେ। ଭାମିକା ଖାଦ୍ୟ ଖାଉ ଥିବା ସମୟ ରେ ତାଙ୍କ ପାଖରେ ବିରାଟ କୋହଲି ବସି ଥିଲେ।ଏହି ଫଟୋ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେଉଚି।
Special report
ପୂର୍ବ ରୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଟେଷ୍ଟ ସିରିଜ୍ ରୁ ବାହାରି ଯାଇ ଥିଲେ।ଏହା ପରେ ସେ ଆଉ କୌଣସି ମ୍ୟାଚ୍ ରେ ଖେଳି ନ ଥିଲେ।ଏହା ର କିଛି ଦିନ ପରେ ଜଣା ପଡ଼ି ଥିଲା କୁ ଅନୁଷ୍କା ଶର୍ମା ପୁଣି ଥରେ ମା ହେବା ପାଇଁ ଯାଉଛନ୍ତି।ଯାହାକୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଇ ଥିଲା।
ଏବେ ତାଙ୍କ ପୁଅ ଅକାୟ ଜନ୍ମ ହୋଇ ସାରିଛି।ଏହା ପୂର୍ବ ରୁ ଦକ୍ଷିଣ ଆଫ୍ରିକା ବ୍ୟାଟସ ମ୍ୟାନ ଏ ବି ଡିଭିଲର୍ସ କହି ଥିଲେ କି ଦ୍ୱିତୀୟ ଥର ପିତା ମାତା ହେବାକୁ ଯାଉଛନ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା।
ଏହି ଖବର ଶୁଣିବା ପରେ ବିରାଟ ଙ୍କ ପ୍ରଶଂସକ ମାନେ ଖୁବ୍ ଖୁସୀ ହୋଇ ଯାଇ ଥିଲେ।ଏହା ପରେ ବିରାଟ ନିଜେ ତାଙ୍କ ପୁଅ ଜନ୍ମ ହୋଇଚି ବୋଲି ସମସ୍ତଙ୍କୁ ଜଣାଇ ଥିଲେ।

Advertisement