Feb 11, 2024, 18:43 IST

ପୁଅ ବୋହୁଙ୍କ ନାଁ ରେ ଆଣିଲେ ସାଙ୍ଘାତିକ ଅଭିଯୋଗ ଏହି କାରଣ ପାଇଁ ଶଶୁରଙ୍କୁ ଘୃଣା କରନ୍ତି ରବୀନ୍ଦ୍ର ଜାଡେଜା ଙ୍କ ପତ୍ନୀ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତୀୟ କ୍ରିକେଟରଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ନିଜେ ବାପା ଆଣିଛନ୍ତି ପୁଅ ଓ ବୋହୂ ନାଁରେ ଅଭିଯୋଗ। ରବୀନ୍ଦ୍ର ଜାଡେଜା ଓ ରିଭାବଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
Special report
ଭାରତୀୟ କ୍ରିକେଟ ର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ବୋଲିଂ ଓ ବ୍ୟାଟିଂ ପାଇଁ ସେ ବେଶ ଜଣାଶୁଣା। ହେଲେ ତାଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ଆଉ ଏ ଅଭିଯୋଗ ଆଣିଛନ୍ତୁ ତାଙ୍କ ବାପା।
ଏକ ସାକ୍ଷତ କାରରେ ସେ ତାଙ୍କ ପୁଅ ଓ ବୋହୂଙ୍କ ନାଁରେ ଆଣିଛନ୍ତି ଅଭିଯୋଗ। ଏକ ସାକ୍ଷତ କାରରେ ରବୀନ୍ଦ୍ର ଜାଡେଜାଙ୍କ ବାପା କହିଥିଲେ ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।
Special report
ସେ ଏବେ ଜାମ୍ବୁ ନଗରରେ ଏକା ରହୁଛି। ଆଉ ସେମାନେ ଏକା ସହରରେ ନିଜ ବଙ୍ଗଳାରେ ଏକା ରହୁଛନ୍ତି। ସେ ତାଙ୍କୁ ଦେଖି ପାରୁନାହିଁ କି ସେମାନେ ବି ମଧ୍ୟ ଦେଖି ପାରୁନାହାନ୍ତି। ବାହାଘରର ୩ ମାସ ପରେ ରିବାଭା ଚାହୁଁଥିଲେ
ଯେ ତାଙ୍କ ନାଁରେ ସବୁ ଜିନିଷ ଟ୍ରାନ୍ସଫର ହୋଇଯାଉ। ଏମିତିକି ରିବାଭା ପରିବାର ଚାହୁଁନଥିଲେ। ସେ ଏକା ରହିବାକୁ ଇଛା କରିଥିଲେ ବୋଲି କହିଛନ୍ତି ତାଙ୍କ ବାପା।
Special report
ସେ ୫ ବର୍ଷ ହେଲା ନାତୁଣୀର ମୁହଁ ଦେଖି ପାରୁନାହାନ୍ତି । ରବିନ୍ଦ୍ରରର ଶଶୁରର ଘର କିଛି ମ୍ୟାନେଜ କରୁଛନ୍ତି। ଏମିତି କିଛି ଅଭିଯୋଗ ରିବାଭା ଜାଡେଜା ଓ ରବୀନ୍ଦ୍ର ଜାଡେଜାଙ୍କ ନାଁରେ ତାଙ୍କ ବାପା ଆଣିଛନ୍ତ।
ତେବେ ଏହାର ପ୍ରତିକ୍ରିୟାରେ ରବୀନ୍ଦ୍ର ଜାଡେଜା xରେ ଏକ ଟୁଇଟ କରିଛନ୍ତି ସେ କହିଛନ୍ତି ଯାହାବି ଏଥିରେ କୁହାଯାଇଛି ସବୁକିଛି ମିଥ୍ୟା ଅଟେ। "ମୁଁ ଏହାକୁ ରିଜେକ୍ଟ କରୁଛି।
ମୋ ସ୍ତ୍ରୀର ଇମେଜକୁ ଖରାପ କରିବା ପାଇଁ ଏମିତି କରାଯାଇଛି। ମୁଁ ଚାହିଁଥିଲେ ଆଗକୁ ଆସି ମୋର ପ୍ରତିକ୍ରିୟା ଲୋକ ମାନଙ୍କ ଆଗରେ ରଖି ପାରିଥାନ୍ତି। କିନ୍ତୁ ମୁଁ ଚାହୁଁନି କିଛି ସାର୍ବଜନୀନ କରିବା ପାଇଁ।"
ତେବେ ବାପା ପୁଅଙ୍କର ଏମିତି କୋଳି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସବୁ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛି ରବୀନ୍ଦ୍ର ଜାଡେଜା ଓ ତାଙ୍କ ବାପାଙ୍କ କୋଳି।ତେବେ ଜାଣିବାକୁ ବାକି ରହିଲା ଏ ଘଟଣାର ମୋଡ଼ କେଉଁ ଆଡ଼କୁ ଯାଉଛି।

Advertisement