Dec 17, 2023, 13:31 IST

ପ୍ରେମିକା ଉପରେ ଜବରଦସ୍ତି କାର ଚଢ଼େଇଲା ରାକ୍ଷସ ପ୍ରେମିକ.. ସବୁଦିନ ସମ୍ପର୍କ ନ ରଖିବାରୁ ରାଗ ରେ କଲା ଏମିତି

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ।ହେଲେ ଏବେ ସେହି ପ୍ରେମ ର ମୂଲ୍ୟ କେହି ବୁଝି ନାହାନ୍ତି।୫ ବର୍ଷ ଧରି ପ୍ରେମ କରି ଶେଷ ରେ ଧୋକା ମିଳିଚି ଜଣେ ମହିଳା।
Special Report
ଏଭଳି ଏକ ଘଟଣା ବିଷୟ ରେ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।କିଛି ଦିନ ତଳେ ଜଣେ ଯୁବତୀ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ରେ ଲେଖା ପୋଷ୍ଟ କରିଥିଲେ।ଯାହାକୁ ନେଇ ଏବେ ସାରା ଦେଶ ରେ ଚର୍ଚ୍ଚା।ସେ ପାଞ୍ଚ ବର୍ଷ ଧରି ଜଣେ ଯୁବକ ଙ୍କୁ ପ୍ରେମ କରୁଥିଲେ।
ସେହି ଯୁବକ ଜଣକ ହେଉଛନ୍ତି ମହାରାଷ୍ଟ୍ର ପରିବହନ ବିଭାଗର ଏମ୍ ଡି ଙ୍କ ପୁଅ ଅଶ୍ଵଜିତ।ସେ ଆଗରୁ ବିବାହିତ ଥିଲେ।ତଥାପି ଉକ୍ତ ଯୁବତୀ ଙ୍କୁ ପାଞ୍ଚ ବର୍ଷ ହେଲାଣି ପ୍ରେମ କରୁଥିଲେ।କହିଥିଲେ କି ତାଙ୍କର ପ୍ରଥମ ପତ୍ନୀ ଙ୍କ ସହିତ ବିବାହ ବିଚ୍ଛେଦ ହୋଇଛି।
ହେଲେ ସେପରି କିଛି ବି ହୋଇ ନ ଥିଲା।ଏବେ ଅଶ୍ୱଜିତ ନିଜ ପ୍ରଥମ ପତ୍ନୀ ଙ୍କ ସହାୟତା ରେ ଉକ୍ତ ମହିଳା ଙ୍କ ଉପରେ ଗାଡ଼ି ଚଢାଇ ଦେଇଛନ୍ତି।ଏବେ ସେ ନିଜ ସୋସିଆଲ ମିଡିଆରେ ଏ କଥା କୁ ସମସ୍ତ ଙ୍କ ଆଗରେ ପ୍ରକାଶ କରିଛନ୍ତି।
Special Report
ସୂଚନା ଅନୁସାରେ ମହିଳା ଜଣକ ଯାହାକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ଭାବି ଥିଲେ।ଶେଷ ରେ ସେ ହିଁ ତାଙ୍କୁ ମାରିବା ପାଇଁ ଯୋଜନା କଲେ।
ଯାହାକୁ ନେଇ ଘର ସଂସାର କରିବା ଭାବି ଥିଲେ ସେହି ବଡ ଲୋକ ଘର ପୁଅ ଆଜି ତାଙ୍କ ଜୀବନ କୁ ବାର୍ବାଦ କରି ଦେଇଛି।ଉକ୍ତ ଯୁବତୀ ଜଣକ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ।ହେଲେ ଥାନା ରେ ତାଙ୍କ ଅଭିଯୋଗ କୁ ଗ୍ରହଣ କରା ଯାଇ ନାହିଁ।
ଏହାର କାରଣ ହେଉଛି ଅଶ୍ଵଜିତ ଗୋଟିଏ ବଡ ଘର ର ପୁଅ।ନିଜ ବାପ ର ସମ୍ପତି ପାଇଁ ସେ ଏପରି କରୁଛନ୍ତି।ଏଥିରେ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି ବଡ ବଡ଼ିଆ ବାବୁ ମାନେ।ପ୍ରଥମେ ଉଭୟ ସ୍ଵାମୀ ସ୍ତ୍ରୀ ମିଶି ଯୁବତୀ ଙ୍କୁ ହୋଟେଲ କୁ ଡାକି ଥିଲେ।
ଏହା ପରେ ତାଙ୍କୁ ଅଶ୍ୱଜିତ ଖୁବ୍ ମାରିଥିଲେ।ତାଙ୍କ ଗାଲ କୁ ଚାପୁଡ଼ା ମାରିବା ସହିତ ତାଙ୍କ ଉପରକୁ ଗାଡ଼ି ଚଢାଇ ଦେଇଥିଲେ।ତାଙ୍କୁ ଏବେ ମେଡିକାଲ ରେ ଭର୍ତି କରା ଯାଇଛି।ଏ ନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ଦିନ ତଳେ ଏକ ପୋଷ୍ଟ କରିଥିଲେ।

Advertisement