Updated: Mar 17, 2024, 20:50 IST

ପ୍ରେମିକ ହାଣୁଥିଲା ଆଖି ସାମ୍ନାରେ ଦେଖୁଥିଲା ପ୍ରେମିକା ଦେଖନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ ଖବର

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଏଭଳି କିଛି ଖବର ପାଇ ପାରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଆପଣମାନେ ଗୋଟିଏ ଖବର ଶୁଣିଥିବେ ଯେଉଁ ଖବର ରାଜଧାନୀରୁ ଆସିଛି । ଆଜି ଜଣେ ଯୁବକଙ୍କୁ ମିଡ଼ିଏଟର ହେବା ମହଙ୍ଗା ପଡ଼ିଛି । ଏବେ ଏହି ଘଟଣା ସାମ୍ନାକୁ ଆସୁଛି ।
Viral video
ଜଣେ ଯୁବକ ଯାହାଙ୍କ ନାମ ହେଉଛି ଗୌତମ । ସେ ଗୁଡୁ ନାମକ ଯୁବତୀଙ୍କୁ ଭଲ ପାଉଥିଲେ । ଆଉ ତାଙ୍କ ଭିତରେ କୌଣସି କାରଣରୁ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା ।
ଆଉ ଉଭୟ ବିଚ୍ଛେଦ ହୋଇ ଯାଇଥିଲେ । ଏହାପରେ ଗୌତମର ସାଙ୍ଗ ଅଞ୍ଜନ ଗୁଡୁଙ୍କୁ ବୁଝାଇବାକୁ ଯାଇଥିଲେ । ଏହି ଯୁବତୀ ଜଣକ ତାଙ୍କ ପୂର୍ବତନ ପ୍ରେମିକ ଜଣଙ୍କୁ ଛାଡ଼ି ଆଉ ଜଣଙ୍କୁ ଭଲପାଇ ସାରିଥିଲେ । ସେ ନୂଆ ପ୍ରେମିକ ବନାଇଥିବା ଯୁବକ ଜଣକ ହେଉଛନ୍ତି କାହ୍ନା ।
Viral
କୌଣସି ଏକ ସ୍ଥାନକୁ ଗୌତମ ଆଉ ତାଙ୍କ ସାଙ୍ଗ ଅଞ୍ଜନ ଗୁଡ଼ୁଙ୍କୁ ବୁଝାଇବାକୁ ଯାଇଥିଲେ । ସେହି ସ୍ଥାନକୁ ପୂର୍ବରୁ ଗୁଡୁ ତାର ନୂଆ ପ୍ରେମିକ କାହ୍ନାକୁ ଡାକି ଦେଇଥିଲା । ଆଉ ସେଠାରେ ସେ ଥିଲା ଆଉ ଯେତେବେଳେ ସେ ଏହି ଦୁଇଜଣଙ୍କୁ ଦେଖିଥିଲା ସେତେବେଳେ ସେ ତାଙ୍କୁ ମାରିବ ବୋଲି କହିଥିଲା ।
ଏହାପରେ ସେ ଖଣ୍ଡାରେ ମାରିବାକୁ ଲାଗିଲା । ଏହି ଯୁବକ ଜଣକ ଖଣ୍ଡା ଆଣିବାର ଦେଖି ଗୌତମ ସେହି ସ୍ଥାନରୁ ଖସି ପଳାଇଥିଲା । ତାପରେ କାହ୍ନା ଅଞ୍ଜନକୁ ଖଣ୍ଡାରେ ମାରି ପକାଇଲା ।
ପାଖରେ ପ୍ରେମିକା ଗୁଡୁ ସବୁ ଦେଖୁଥିଲେ ମଧ୍ୟ ସେ କାହ୍ନାକୁ ରୋକି ନଥିଲା । ଏହି ପ୍ରେମିକା ଜଣକ ତାର ପ୍ରେମିକକୁ କହିଥିଲା ମାର ତାକୁ ଭଲସେ ମାର । ସାଙ୍ଗ ପାଇଁ ଅକାରଣରେ ସାଙ୍ଗର ଜୀବନ ଚାଲିଗଲା । ଆଉ ଏବେ ଅଞ୍ଜନଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି ।
ସେହି ଯୁବକ ଏବଂ ତାଙ୍କ ପ୍ରେମିକା ଅଞ୍ଜନକୁ ମାରିଦେଇ ଫେରାର ହୋଇ ଯାଇଛନ୍ତି । ଏହି ଘଟଣାକୁ ଦୁଇଦିନ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ ପୋଲିସ । ଏବେ ଅଞ୍ଜନର ପରିବାର ନ୍ୟାୟ ଦାବି କରିଛନ୍ତି ।

Advertisement