Dec 8, 2023, 12:08 IST

ପ୍ରେମିକା ସହ ନିଜ ସ୍ଵାମୀ ର ଅଶ୍ଳିଳ ଭିଡିଓ ଦେଖି ଲଜ୍ୟା ରେ ଘର ଛାଡ଼ିଲା ସ୍ତ୍ରୀ

Special Report

ନମସ୍କାର ପାଠକ ବନ୍ଧୁ।ପ୍ରେମିକା କୁ ଦେଖି ଘରୁ ବାହାରି ଯାଉଛନ୍ତି ସ୍ତ୍ରୀ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେ।ସେଠାରେ ଜଣେ ମହିଳା ନିଜ ଶାଶୁ ଘରେ ଛାଡି ବାପ ଘର କୁ ଚାଲି ଆସିଛନ୍ତି।
Special Report
ଏହାର କାରଣ ହେଉଛନ୍ତି ତାଙ୍କ ସ୍ଵାମୀ ଙ୍କ ର ପୂର୍ବ ରୁ ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ରହିଥିଲା।ବୋହୂ ଶାଶୁ ଘର କୁ ଚାଲି ଯିବା ପରେ ଶାଶୁ ଶ୍ବଶୁର ବୋହୂ କୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଛନ୍ତି।ଯେ କେହି ବି ଏହି ଘଟଣା ବିଷୟ ରେ ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ବିରେନ୍ଦ୍ର ନାମକ ଜଣେ ଯୁବକ ଗତ କିଛି ଦିନ ତଳେ ବିବାହ କରିଥିଲେ।କିନ୍ତୁ ତାଙ୍କର ଆଗରୁ ଜଣେ ବାଂଲାଦେଶୀ ଯୁବତୀ ଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା।ତାଙ୍କ ନାମ ହେଉଚି ରୁମା।
ଯିଏ କି ନିଜ ପରିଚୟ ଲୁଚାଇ ବାଲେଶ୍ଵର ର ଦୀଘା ଠାରେ ଫ୍ୟାସନ ଡିଜାଇନର ରୂପେ କାର୍ଯ୍ୟ କରୁଥିଲେ।ସେଠାରେ ବିରେନ୍ଦ୍ର ମଧ୍ୟ କାମ କରୁଥିଲେ।ସେ ଡିପ୍ଲୋମା ଇଞ୍ଜିନିୟର ଥିଲେ।ତେଣୁ ସେଠାରେ ଏକ ବଡ କମ୍ପାନୀ ରେ କାମ କରୁଥିଲେ।
Special Report
ସେଠାରେ ତାଙ୍କର ଦେଖା ହୋଇ ଥିଲା ବାଂଲାଦେଶୀ ଯୁବତୀ ରୁମା ଙ୍କ ସହିତ।ଉଭୟ ଙ୍କ ମଧ୍ୟ ରେ ପ୍ରେମ ସଂପର୍କ ବଢିବାରେ ଲାଗିଲା।ବିରେନ୍ଦ୍ର ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ମଧ୍ୟ ରଖି ଥିଲେ।
ହେଲେ ପରିବାର କଥା ରେ ସେ ଗାଁ କୁ ଆସି ଅନ୍ୟ ଜଣେ ମହିଳା ଙ୍କୁ ବିବାହ କରି ଥିଲେ।ପରେ ଏହାକୁ ରୁମା ଜାଣିବା ପରେ ସେ ବାଲେଶ୍ଵର ରେ ଥିବା ବିରେନ୍ଦ୍ର ଙ୍କ ଘରେ ପହଞ୍ଚି ଥିଲେ।ଓ ଥାନା ରେ ବିରେନ୍ଦ୍ର ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ।
ବିରେନ୍ଦ୍ର ଙ୍କ ମା ଓ ବାପା ଏ ବିଷୟ ରେ ବିରେନ୍ଦ୍ର ଙ୍କୁ ପଚାରିବାରୁ ସେ ରୁମା ଙ୍କୁ ଜାଣି ନାହାନ୍ତି ବୋଲି କହିଥିଲେ।ଏହା ପରେ ବିରେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟ ରେ ଜୋର୍ ରେ ଝଗଡ଼ା ଲାଗି ଥିଲା।ଶେଷ ରେ ତାଙ୍କ ପତ୍ନୀ ଶାଶୁ ଘର ଛାଡ଼ି ବାପଘର କୁ ଚାଲି ଯାଇଥିଲେ।ବିରେନ୍ଦ୍ର ମଧ୍ୟ ଏବେ ଫେରାର ଅଛନ୍ତି।ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement