ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ।
ରାୟଗଡ ଜିଲ୍ଲା ସାଇପ୍ରିୟା ଅଞ୍ଚଳର ଲାଇଁଥିଲାଇନରେ ଯୁବକଙ୍କ ରକ୍ତ ଯୁଡୁବୁଡୁ ମୃ-ତ-ଦେ-ହ ଉଦ୍ଧାର ହୋଇଥିବା ଘଟଣାର ଏବେ ପରଦା ଫାସ କରିଛି ଚାନ୍ଦିରି ପୋଲିସ।
ମୁଖ୍ୟ ଅଭିଯୁକ୍ତ ହେଲେ ମୃତକଙ୍କ ସ୍ତ୍ରୀ ଓ ପୁରୁଷ ବନ୍ଧୁ ସ୍ବାମୀଙ୍କୁ ରାସ୍ତାରୁ ହଟେଇବା ପାଇଁ ଏଭଳି ଭାବେ ହ-ତ୍ୟା-କା-ଣ୍ଡ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କହିଛନ୍ତି। ତେବେ ଅଭିଯୁକ୍ତ ମାନେ ହେଲେ ସ୍ତ୍ରୀ ସୁନୀତା ପାଲ ଓ ପୁରୁଷ ବନ୍ଧୁ ଜି କାର୍ତ୍ତିକ।
ତେବେ ବନ୍ଧୁଗଣ ଉଭୟ ମିଶି ବିବେକଙ୍କୁ ଏଭଳି ଭାବେ ହ-ତ୍ୟା କରିଥିଲେ। ପରିବାର ଲୋକଙ୍କ ସୂଚନା ଅନୁସାରେ ମୃ-ତ ବିବେକ ପାଲ ସାଇପ୍ରୀୟା ନିକଟରେ ଥିବା ଏକ ଢ଼ାବାରେ କାମ କରୁଥିଲେ।
ବିବେକଙ୍କ ଘର ଭୀମପୁର ହୋଇଥିବା ବେଳେ ସେ ରାୟଗଡ ସ୍ଥିତ ଏକ ଭଡ଼ା ଘରେ ରହୁଥିଲେ। ତେବେ ବିବେକ ୧୬ ତାରିଖରେ ଘରକୁ ନଫେରିବା ପରେ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ।
ମାତ୍ର ରାତି ତିନିଟା ସମୟରେ ସାଇପ୍ରିୟା ନଗରର ରାସ୍ତା କଡ଼ରେ ତାଙ୍କ ମୃ-ତ-ଦେ-ହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ତେବେ ଖବର ପାଇଁ ଘଟଣାସ୍ଥଳରେ ରାୟଗଡ଼ା ପୋଲିସ ପହଞ୍ଚି ମୃ-ତ-ଦେ-ହ ଉଦ୍ଧାର କରି ଘଟଣାର ଯାଞ୍ଚ କରିଥିଲା।
ପରିବାର ଲୋକଙ୍କ କହିବା ମୁତାବକ ଯୁବକଙ୍କୁ କୌଣସି ମାରଣାସ୍ତ୍ରରେ ମୁଣ୍ଡକୁ ଆଘାତ ଦେବାରୁ ତାଙ୍କର ଜୀବନ ଚାଲିଯାଇଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।