Feb 12, 2024, 11:22 IST

ପ୍ରେମିକା ସହ ଲ-ଙ୍ଗ-ଳା ଅବସ୍ଥା ରେ ଶୋଇଥିଲେ ପ୍ରେମିକ, ଶେଷରେ ପୋଲିସ ହିଁ ନିଜେ ନେଇ କରେଇଲା ବିବାହ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special report
ଏହି ଭିଡିଓ ରେ ଏକ ବାହାଘର ଦେଖିବାକୁ ମିଳିଛି। ଜଣେ ବର ବେଶ ସାଜି ବରଣ ମାଳା ପିନ୍ଧାଉ ଥିବା ବେଳେ ଆଉ ଜଣେ ବଧୁ ବେଶ ସାଜି ବରଣ ମାଳା ପକାଉ ଥିବା ନଜର ଆସିଛି।
ଆଉ ସେପଟେ ଦୁହିଁକୁ ପୋଲିସ ମଧ୍ୟ ଜଗି ରହିଛି। ପୋଲିସ ହିଁ ଜଗି ରହି ଦୁଇ ଜଣଙ୍କ ବାହାଘର କରଉଛି। ହେଲେ ପୋଲିସ ଏଭଳି ଭାବରେ ଜଗି ରହି କଣ ପାଇଁ ଏହି ବାହାଘର କରାଉଛି
ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ସୁଚନା ମୁତାବକ ଏହି ବର ବେଶ ସାଜିଥିବା ଯୁବକର ନାମ ହେଉଛି ଦୀପକ। ଯାହାର ବୟସ ହେଉଛି ୨୩ ବର୍ଷ। ଦୀପକ ର ଜଣେ ଯୁବତୀ ସହ ତିନି ବର୍ଷ ହେବ ସମ୍ପର୍କ ଥିଲା।
Special report
ପ୍ରଥମେ ଦୁହେଁ ଭଲ ସାଙ୍ଗ ଥିଲେ ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଶେଷରେ ଦୁହେଁ ଦୁହିଁଙ୍କୁ ବାହା ହେବା ପାଇଁ ନିଜ ନିଜର ଘରେ କହିଥିଲେ। ହେଲେ ତାଙ୍କର ଘର ଲୋକ ଦୁହିଁଙ୍କୁ ଆଦୌ ସ୍ବୀକାର କରୁ ନଥିଲେ।
ଦୀପକ ଯୁବତୀ ନିକଟକୁ ଏହି ସମ୍ପର୍କରେ କଥା ହେବା ପାଇଁ ଯାଇଥିଲା। ଏହାପରେ ଶିବାନୀ ନାମକ ଏହି ପ୍ରେମିକା ଦୀପକ ଙ୍କ ସହ କେବେ ଦେଖା କରିବେନି ବୋଲି କହି,
ଦୀପକ କୁ ସେଠାରୁ ଚାଲି ଯିବା ପାଇଁ କହିଥିଲେ। ସେଥିପାଇଁ ଦୀପକ ସେଠାରୁ ରାଗି ଯାଇ କେଉଁ ଆଡେ଼ ପଳାଇ ଯାଇଥିଲା। ଏହାପରେ ଦୀପକ ଘରେ ନ ମିଳିବାରୁ
ତାର ଘର ଲୋକେ ଖୋଜାଖୋଜି କରିବା ସହ ଥାନାରେ ଏତଲା ଦେଇଥିଲେ। ଏହାପରେ ଥାନା ଅଧିକାରୀ ଦୁଇ ପରିବାର ଲୋକଙ୍କୁ ଥାନାକୁ ଡ଼କାଇ ବୁଝାଇବା ସହ ନିଜେ ଉପସ୍ଥିତ ରହି ସେଠାରେ ଦୁହିଁଙ୍କ ବାହାଘର କରାଇ ଥିଲେ।

Advertisement