Updated: Nov 23, 2023, 11:02 IST

ପ୍ରେମିକା ଭଲ ରେ ରାଜି ନ ହେବାରୁ ନିଜ ସାଙ୍ଗ ମାନଙ୍କ ସହ ମିଶି, ପ୍ରେମିକା ସହ କଲା ଅନେତିକ କାମ ଆଉ ତାପରେ....

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ଘଟଣା ଦେଖିବାକୁ ମିଳିଛି କି ଦିନ ଦ୍ୱିପ୍ରହର ରେ ଲୋକଙ୍କ ସାମ୍ନାରେ ଯୁବତୀଙ୍କୁ ଟେକି ନେଇଗଲେ। ଯୁବତୀ ଜଣକ ତାଙ୍କୁ ଛାଡ଼ିଦେବା ପାଇଁ ଅନେକ କାକୁତି ମିନତି ମଧ୍ଯ ହୋଇଥିଲେ।
Special Report
ହେଲେ ତାଙ୍କ କଥା କିଛି ଶୁଣି ନଥିଲେ ଏହି ନର ରୂପୀ ରାକ୍ଷସ ମାନେ। ଆଉ ପରେ ଯୁବତୀଙ୍କୁ ହୋଟେଲ୍ ବେଡ ଉପରେ ପକେଇ ମନ ଶାନ୍ତି କରି ତାଙ୍କ ଠାରୁ ଦେହ ସୁଖ ମଧ୍ୟ ନେଇଥିଲେ।
ସେତେବେଳକୁ ପ୍ରାୟ ସମୟ ମଧ୍ୟ ଦିନ ବାର ଟା ହୋଇଥିଲା। ସେଠାରେ ଅନେକ ଲୋକମାନେ ମଧ୍ୟ ଥିଲେ ସେମାନେ କେହି କିଛି କରି କହି ନଥିଲେ। ସେହି ବାଇକ୍ ରେ ପୂର୍ବରୁ ଜଣେ ଯୁବତୀ ବସିଥିଲେ ଆଉ ଏହାପରେ
ଦୁଇଜଣ ଯୁବକ ଜଣେ ଯୁବତୀ ଙ୍କୁ ନେଇ ଆସିଥିଲେ। ଏହାପରେ ଯୁବତୀ ଜଣଙ୍କୁ ବାଇକ୍ ରେ ବସାଇ ତାଙ୍କୁ ନେଇ ପଳେଇ ଯାଇଥିଲେ। ଯୁବତୀ ଜଣକ ତାଙ୍କୁ ଛାଡି ଦେବା ପାଇଁ ଖୁବ୍ ଗୁହାରି ମଧ୍ଯ କରିଥିଲେ।
Special report
ଯୁବତୀ ଙ୍କ କଥାକୁ ସେହି ଯୁବକ ମାନେ ଆଦୌ ଶୁଣି ନଥିଲେ। ଏହି ଯୁବକ ମାନେ ଯୁବତୀଙ୍କୁ ଅପହରଣ କରି ନେଇ ଚାଲି ଯାଇଥିଲେ। ଏହି ସବୁ ଦୃଶ୍ୟ ପେଟ୍ରୋଲ ପମ୍ପ ନିକଟରେ ଥିବା ସିସି ଟିଭି ଫୁଟେଜ ରେ ମଧ୍ଯ କଏଦ୍ ହୋଇଛି।
ଏହାପରେ ଏହାକୁ ନେଇ ପୋଲିସ ଥାନାରେ ଖବର ଦିଆ ଯାଇଥିଲା। ପୋଲିସ ମଧ୍ୟ ଦୁଇ ଯୁବକଙ୍କୁ ଗିରଫ କରିଥିବା ବେଳେ ସବୁ ସତ ସେମାନେ ନିଜ ମୁହଁରେ ହିଁ ମାନି ନେଇଥିଲେ।
ତିନି ବର୍ଷ ହେବ ଜଣେ ଯୁବକଙ୍କ ସେହି ଯୁବତୀ ଜଣକ ସହ ପ୍ରେମ ସମ୍ପର୍କ ରହିଥିଲା। ପ୍ରେମ ଜନିତ କାରଣ ପାଇଁ ସେ ଦିନ ଦ୍ୱିପ୍ରହରରେ ଯୁବତୀ ଙ୍କୁ ଉଠାଇ ନେଇ ଯାଇଥିଲେ ବୋଲି ସ୍ବୀକାର କରିଥିଲେ।
ଯୁବତୀ ଜଣକ ନିଜ ଅପହରାନ ର କାହାଣୀ ନିଜେ ରଚିଥିବା ବେଳେ ତାଙ୍କର ସବୁ ମିଛ ହିଁ ଧରା ପଡି ଯାଇଥିଲା। ଯୁବତୀ ଜଣକ ହୋଟେଲ୍ ରେ ନିଜ ପ୍ରେମିକ ସହ ଥିବା ବେଳେ ହୋଟେଲ୍ ରେ ପହଞ୍ଚି ଯାଇଥିଲା ପୋଲିସ୍।

Advertisement