ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି। ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି

ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି। ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି।
ଆଜିକାଲି ଦୁନିଆରେ ଯୁବକ ଆଉ ଯୁବତୀ ମାନେ ଏଭଳି ଖରାପ କାମ କରିଛନ୍ତି ଯାହାକି ତାଙ୍କୁ କିଛି ଫରକ୍ ପଡ଼ିନାହିଁ। ନିଜ ବାପା ମାଙ୍କ କଥା ଭାବୁ ନାହାନ୍ତି।
ପ୍ରାୟ ସମୟରେ ଏଭଳି ଘଟଣା ସୋସିଆଲ ମିଡିଆରେ ହେଉ ଅବା ଆପଣ ରହୁଥିବା ଆଖପାଖରେ ମଧ୍ୟ ଦେଖିବାକୁ ମିଳିଥାଏ।ବାପା ମା ବହୁତ ଅପମାନ ପାଇଥାନ୍ତି। କିନ୍ତୁ ସେହି କଥା ପିଲାମାନେ ଜାଣି ନଥାନ୍ତି। ଟିକେ ଖୁସି ପାଇଁ ସବୁକିଛି ଭୁଲି ଯାଇଥାନ୍ତି।

ତେବେ ବନ୍ଧୁଗଣ ଘଟଣାଟି ହେଉଛି, ପ୍ରେମିକାର ଗୋଟିଏ ଫୋନ କଲରେ ପ୍ରେମିକ ଧାଇଁ ଆସିଥିଲା ପ୍ରେମିକାର ଘରକୁ। ଆଉ ଘର ଭିତରେ ପ୍ରେମିକାକୁ ଧରି ରା-ସ-ଲୀ-ଳା କଲା ବେଳେ ଜାଣିଦେଇଥିଲେ ଗାଁ ଲୋକେ।
ତା'ପରେ ଗାଁ ଲୋକେ ଆସି ଘରର ବାହାର ପଟୁ ତାଲା ପକେଇ ଦେଇଥିଲେ। ଯେତେବେଳେ ଗାଁ ଲୋକେ ଘରର କବାଟ ଖୋଲିଥିଲେ। ସେତେବେଳେ ପ୍ରେମିକା ମଥାରେ ପ୍ରେମିକ ସିନ୍ଦୁର ଦେଇ ବିବାହ କରିଥିଲେ ଦୁଇ ପ୍ରେମୀ ଯୁଗଳ।
ଗାଁ ଲୋକେ ମଧ୍ୟ କହିଥିଲେ ଉଭୟ ପ୍ରେମୀଯୁଗଳଙ୍କୁ ବିବାହ କରିବାକୁ କହିଥିଲେ। ଯାହାଫଳରେ ଗାଁ ଲୋକଙ୍କ ସାମ୍ନାରେ ପ୍ରେମିକ ପ୍ରେମିକା ମଥାରେ ସିନ୍ଦୁର ଦେଇ ବିବାହ କରିଥିଲା।
ଆଉ ସେହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ କରିଦେଇଥିଲେ ଗାଁ ଲୋକେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟଟି ଘଟିଛି ବିବାହରରେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।