ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟରେ କିଛି ଝିଅ ମାନେ ପ୍ରେମ ପାଇଁ ନିଜ ପରିବାର କୁ ଭୁଲି ଯାଉଛନ୍ତି।ଶେଷ ରେ ସେହି ପ୍ରେମ ହିଁ ସେମାନଙ୍କୁ ଧୋ-କା ଦେଇଥାଏ।ଆମେ ଆଜି ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।

ଏହି ଘଟଣା ବିଷୟ ରେ ଯେ କେହି ବି ଶୁଣିଛି ଆଖି ରୁ ଲୁହ ଆସି ଯାଉଛି।ଝିଅ ଟି ଗୋଟିଏ ଗାଁ ରୁ ସହର କୁ ଡାକ୍ତରୀ ପଢ଼ିବା ପାଇଁ ଯାଇ ଥିଲା।ସେଠାରେ ତାଙ୍କୁ ଜଣେ ଯୁବକ ଙ୍କ ସହିତ ପ୍ରେମ ହୋଇ ଯାଇଥିଲା।ଶେଷ ରେ ସେହି ଯୁବକ ପାଇଁ ନିଜ ହାରି ଦେଲେ ଯୁବତୀ ଜଣକ।
ସୂଚନା ଅନୁସାରେ ୨୪ ବର୍ଷୀୟ ହସମଲ୍ ନାମକ ଝିଅ ଟି ଗୋଟିଏ ମେଧାବୀ ଛାତ୍ରୀ ଥିଲେ।ଗାଁ ରେ ଭଲ ପାଠ ପଢୁଥିଲେ।ଏହା ପରେ ବାପା ମା ତାଙ୍କୁ ସହର କୁ ଡାକ୍ତରୀ ପଢ଼ିବା ପାଇଁ ପଠାଇ ଥିଲେ।କିଏ ଜାଣି ଥିଲା ଝିଅ ସେଠୀ ପାଠ ନ ପଢି ପ୍ରେମ ରେ ପଡ଼ି ଯିବ।
ବାପା ମା ଙ୍କ ର ଅନେକ ସ୍ବପ୍ନ ନିଜ ଝିଅ ପାଇଁ ରହିଥିଲା।ସେ ତୃତୀୟ ବର୍ଷ ରେ ଛାତ୍ରୀ ଥିଲେ।ଆଉ ଦିନ କେଇଟା ପରେ ତାଙ୍କ ନାମ ପଛରେ ଡାକ୍ତରୀ ଲାଗି ଥାନ୍ତା।ହେଲେ ଏହା ପୂର୍ବ ରୁ ସବୁ କିଛି ଶେଷ ହୋଇ ଗଲା।ନିଜର ସାମାନ୍ୟ ଭୁଲ ପାଇଁ ନିଜ ବାପା ମା ଙ୍କ ସବୁ ସ୍ବପ୍ନ କୁ ଭାଙ୍ଗି ଦେଇ ଚାଲି ଗଲେ।

ଝିଅ ଟି ଗତ କିଛି ଦିନ ହେବ ଡିପ୍ରେଶନ ଭିତରେ ରହୁଥିଲେ।କାହା ସହିତ କିଛି ବି କଥା ହେଉ ନ ଥିଲେ।ଏଥିପାଇଁ ତାଙ୍କର ପାଠ ପଢା ଚିନ୍ତା ଥାଇ ପାରେ ବୋଲି ପରିବାର ଲୋକେ ଭାବୁ ଥିଲେ।ହେଲେ ହଟାତ ଦିନ ଉସମଲ୍ ୧୦ ମହଲ ବିଶିଷ୍ଟ କୋଠା ଉପରକୁ ଚଢ଼ି ଗଲେ।
ସେଠାରୁ ସେ ଡେଇଁ ପଡିଲେ।ଘଟଣା ସ୍ଥଳରୁ ହିଁ ତାଙ୍କ ମୃ-ତ ଦେହ ଉଦ୍ଧାର କରା ଯାଇଥିଲା। ଏହା ପରେ ତାଙ୍କୁ ଏକ ହସ୍ପିଟାଲ୍ ରେ ଭର୍ତି କରା ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।
ପୋଲିସ ଘଟଣା ବିଷୟ ରେ ତଦନ୍ତ କରିବା ଆରମ୍ଭ କରି ଦେଇଛନ୍ତି।ପରିବାର ଲୋକ ମାନେ ନିଜ ଝିଅ କୁ ହରାଇ ଏବେ ଦୁଃଖ ରେ ଭାଙ୍ଗି ପଡ଼ି ଛନ୍ତି।
ତାଙ୍କ ଝିଅ ଏଭଳି କାମ କରିବ ବୋଲି ସେମାନେ କେବେ ବି ଭାବି ନ ଥିଲେ।ଏବେ ଦେଖିବାକୁ ବାକି ରହିଲା କେବେ ପୋଲିସ ଉସମଲ୍ ଙ୍କ ମୃ-ତ୍ୟୁ ର ପ୍ରକୃତ ରହସ୍ୟ ଜଣା ପଡ଼ୁଛି।