ନମସ୍କାର ପାଠକ ବନ୍ଧୁ। ଫ୍ୟାସନ ବୀୟୁଟି ଇନ୍ଫ୍ଲୁଏଁସର୍ ସହ ସେ ଜଣେ ମଡେଲର ମଧ୍ଯ ଥିଲେ ହେଲେ ଏବେ ଦେହ ସାରା ତାଙ୍କର କ୍ଷତ ବିକ୍ଷତ ଚିହ୍ନ। ସେ ଭଲପାଇ ବସିଥିବା ପ୍ରେମିକ ତାଙ୍କୁ କାର ଚଢାଇ ମାରିଦେବା ପାଇଁ ବସିଥିଲେ।
ଆଉ ସେଥିପାଇଁ ସେ ଏବେ ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇ ଏବେ ସେ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କର କ୍ୟାରିୟର ମଧ୍ୟ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି।
ମହାରାଷ୍ଟ୍ର ର ଥାନେ ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ ଘଟଣା ପଛରେ ଜଣେ ପାୱାର ବାପା ର ପାୱାର ପୁଅର ହାତ ରହିଛି। ଏହା ସମ୍ପର୍କରେ ପୋଲିସ ମଧ୍ଯ ଏବେ ତଦନ୍ତ ଆରମ୍ଭ କରି ସାରିଛି।
ପୁଅ ଅସ୍ଵଜିତ୍ ଗାଇକ୍ୱାଡ ପ୍ରେମିକା କୁ ମିଛ ପ୍ରତିଶ୍ରୁତି ଦେଇଥିଲେ। ଏବେ ପୋଲିସ ପ୍ରେମିକା ପ୍ରିୟାଶି ଙ୍କ ନିକଟରେ ଡେରା ପକାଇ ଥିଲେ। ପ୍ରେମିକା କହିଥିଲେ କି ତାଙ୍କ ଠାରୁ ବାଧ୍ୟ ବାଧକତା ରେ ଦସ୍ତଖତ ନେବା ପାଇଁ ଚାହୁଁ ଥିଲେ।
ଏହାପରେ ପୋଲିସ ଙ୍କୁ ପ୍ରେମିକା ଜଣକ ମନା କରିଥିଲେ କାରଣ ତାଙ୍କ ନିକଟରେ ଓକିଲ ନଥିଲେ ଆଉ ସେ ଘରେ ଏକୁଟିଆ ମଧ୍ଯ ଥିଲେ। ତାଙ୍କର ପରିବାର ଲୋକ ମାନଙ୍କ ମଧ୍ୟରୁ ତାଙ୍କ ନିକଟରେ କେହି ମଧ୍ଯ ନଥିଲେ।
ଏହାପରେ ମଧ୍ୟ ସେହି ପୋଲିସ ତାଙ୍କୁ ଦସ୍ତଖତ କରିବା ପାଇଁ ଖୁବ୍ ବାଧ୍ୟ କରୁଥିଲେ। ଏହାପରେ ଯେତେବେଳେ ପ୍ରେମିକା ଦସ୍ତଖତ କରି ନଥିଲେ ସେତେବେଳେ ସେଠାରୁ ପୋଲିସ୍ ଅଫିସର୍ ରାଗି ପଳାଇ ଯାଇଥିଲେ।
ତାଙ୍କର ଭରଷା ଓ ବିଶ୍ବାସ ରହିଛି କି ପ୍ରଧାନମନ୍ତ୍ରୀ ଓ ନରେଦ୍ର ମୋଦୀ ତାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରିବେ। ଏବେ ଏହି ମଡେଲର ଜଣକ ଖୁବ୍ ଚର୍ଚ୍ଚାର ରହିଛନ୍ତି।
ସେ ତାଙ୍କ ନ୍ୟାୟ ମିଳିବାକୁ ଅପେକ୍ଷା କରି ବସିଛନ୍ତି। ପୋଲିସ୍ ର ତଦନ୍ତ ପରେ ହିଁ ତାଙ୍କୁ ନ୍ୟାୟ ମିଳିବ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।