Updated: Dec 26, 2023, 11:02 IST

ମୋ ପ୍ରେମିକ ସାଙ୍ଗ ମାନଙ୍କ ସହ ମିଶି ମୋ ସହ ଜବରଦସ୍ତି ଧର୍ଷଣ କଲା

Special Report

ନମସ୍କାର ପାଠକ ବନ୍ଧୁ।ଆସିଚି ଏକ ବଡ ଖବର।ଜଣେ ମହିଳା ଙ୍କୁ ତାଙ୍କ ପୁରୁଷ ବନ୍ଧୁ ରାସ୍ତା ଉପରେ ଗାଡି ଚଢାଇ ଲହୁ ଲୁହାଣ କରି ଦେଉଛନ୍ତି।ମହିଳା ଜଣକ ଯାହାକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉ ଥିଲେ।ଶେଷ ରେ ସେ ପ୍ରେମିକ ତାଙ୍କ ଜୀବନ କୁ ବର୍ବାଦ କରି ଦେଇଛି।
Special Report
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ଅଞ୍ଚଳ ରେ।ସେଠାରେ ଜଣେ ମହିଳା ଙ୍କୁ ତାଙ୍କ ପ୍ରେମିକ ଙ୍କ ସାଙ୍ଗ ମାନେ ମିଶି ଟଣା ଓଟରା କରିଥିଲେ।ଏଥିରେ ତାଙ୍କ ପ୍ରେମିକ କିଛି ବି କହି ନ ଥିଲେ।ଗାଡ଼ି ପିଟି ଦେଇଥିଲେ।ଯାହାକି ଏବେ ସେହି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।
ସୂଚନା ଅନୁସାରେ ପ୍ରିୟା ସିଂ ନାମକ ଯୁବତୀ ଗତ ସାତ ବର୍ଷ ତଳେ ସେହି ଅଞ୍ଚଳର ଏମ୍ ଡି ଙ୍କ ପୁଅ ଅଶ୍ୱଜିତ ଙ୍କୁ ପ୍ରେମ କରୁଥିଲେ।ଘଟଣା ଦିନ ଅଶ୍ୱଜିତ ଓ ତାଙ୍କ ସାଙ୍ଗ ମାନେ ପ୍ରିୟା ଙ୍କୁ ଗୋଟିଏ ବଡ ହୋଟେଲ କୁ ଡାକି ଥିଲେ।
ପ୍ରିୟା ତାଙ୍କ ସାଙ୍ଗ ମାନଙ୍କ ସହିତ ମଜା ମସ୍ତି କରିବା ପାଇଁ ବାହାରି ଯାଇଥିଲା।ସେଠାରେ କିନ୍ତୁ ତାଙ୍କ ସହିତ କିଛି ଓଲଟା ହୋଇ ଥିଲା।ଯାହାକି ସେ କେବେ ବି ଭାବି ନ ଥିଲେ ତାହା ହିଁ ହୋଇ ଥିଲା।ସେ ଜାଣିବାକୁ ପାଇ ଥିଲେ କି ସେ ଯାହାକୁ ଏତେ ବର୍ଷ ହେଲାଣି ପ୍ରେମ କରୁଥିଲେ ସେ ବିବାହିତ ଅଟନ୍ତି।
Special Report
ତାଙ୍କର ପିଲା ମଧ୍ୟ ଅଛି।ଏହା ପରେ ପ୍ରେମିକ ଅଶ୍ୱଜିତ ଓ ତାଙ୍କ ସାଙ୍ଗମାନେ ପ୍ରିୟା ଙ୍କ ସହିତ ଖରାପ ବ୍ୟବହାର କରିଥିଲେ।ଏହାକୁ ପ୍ରିୟା ବିରୋଧ କରିଥିଲେ।ତାଙ୍କୁ ଟଣା ଓଟରା କରିବା ସହିତ ଖୁବ୍ ପିଟି ଥିଲେ।ଗୋଟିଏ କାର ଚଢାଇ ଦେଇଥିଲେ।
ଏହା ପରେ ପ୍ରିୟା ସେହି ରାସ୍ତା ମଝିରେ ଅନେକ ସମୟ ଧରି ଲହୁ ଲୁହାଣ ଅବସ୍ଥା ରେ ପଡ଼ି ରହିଲେ।ଜଣେ ବ୍ୟକ୍ତି ତାଙ୍କ ଜୀବନ କୁ ବଞ୍ଚାଇ ଦେଲେ।ସେ ସାଙ୍ଗେ ସାଙ୍ଗେ ନିକଟ ରେ ଥିବା ହସ୍ପିଟାଲ୍ ରେ ତାଙ୍କୁ ଭର୍ତି କରାଇ ଥିଲେ।
ଏବେ ପ୍ରିୟା ଙ୍କ ସ୍ବାସ୍ଥ୍ୟ ବସ୍ଥା ରେ ଉନ୍ନତି ଆସିଚି।ସେ ନିଜ ପ୍ରେମିକ ଓ ତାର ସାଙ୍ଗ ମାନଙ୍କ ନାମ ରେ ଥାନା ରେ ଅଭିଯୋଗ କରୁଛନ୍ତି।ହେଲେ ପୋଲିସ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।
ଏହାର କାରଣ ହେଉଛି ଅଶ୍ଵ ଜିତ ହେଉଚି ଏମ୍ ଡି ଙ୍କ ପୁଅ।ଆଇନ ତାଙ୍କ ହାତ ମୁଠା ରେ।ଏଭଳି କାର୍ଯ୍ୟ କରି ତାଙ୍କୁ ଏ ଯାଏଁ ଦଣ୍ଡ ଦିଆ ଯାଇ ନାହିଁ।ଯାହାକି ଏବେ ସେହିଁ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Advertisement