ନମସ୍କାର ପାଠକ ବନ୍ଧୁ।ଶେଷ ରେ ଜଣେ କିନ୍ନର ଙ୍କୁ ବିବାହ କଲେ ଯୁବକ।ପ୍ରଥମେ ପ୍ରେମ କରି ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଲେ।ଏହା ପରେ ତାଙ୍କୁ ଧୋକା ଦେଇ ଚାଲି ଯିବାକୁ ବସି ଥିଲେ।ହେଲେ ଏଥିରେ ହାର ମାନି ନ ଥିଲେ କିନ୍ନର ସଞ୍ଜନା।
ନିଜ ପ୍ରେମ କୁ ପାଇବା ପାଇଁ ସବୁ କଷ୍ଟ କୁ ସହି ଥାନା ର ଦ୍ବାରସ୍ଥ ହୋଇ ଥିଲେ।ଶେଷ ରେ ଥାନା ଭିତରେ ଉଭୟ ଙ୍କ ବିବାହ ହୋଇଚି।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତାହା ସତ।ଏଭଳି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଅଞ୍ଚଳ ରେ।
ସୂଚନା ଅନୁସାରେ ଦିପ୍ତିମୟ ନାମକ ଜଣେ ଯୁବକ ଜମାଟୋ ରେ ଡେଲିଭରି ବଏ ରୂପେ କାମ କରୁ ଥିଲେ।ଖାଦ୍ୟ ଦେବାକୁ ଯାଇ ସଞ୍ଜନା ର ସୁନ୍ଦରତା କୁ ଦେଖି ତାଙ୍କୁ ପ୍ରେମ କରିବାକୁ ଲାଗିଲେ।ଉଭୟ ମନ୍ଦିର ରେ ବିବାହ କରି ଥିଲେ।
ହେଲେ ପରିବାର ଲୋକେ ଏଥିରେ ରାଜି ନାହାନ୍ତି ବୋଲି କହି ଦିପ୍ତିମୟ ସଞ୍ଜନା ଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇ ଥିଲେ।ହେଲେ ସଞ୍ଜନା ଏହାକୁ ସହି ପାରି ନ ଥିଲେ।ନିଜ ପ୍ରେମ କୁ ପାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ।ତାଙ୍କ ଚେଷ୍ଟା ଶେଷ ରେ ସଫଳ ହୋଇଛି।
ତାଙ୍କୁ ତାଙ୍କ ପ୍ରେମ ମିଳି ଯାଇଚି। ଦୀପ୍ତିମୟ ତାଙ୍କୁ ପ୍ରେମ କରି ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ହେଲେ ତୁ ପିଲା ଦେଇ ପାରିବୁ ନାହିଁ ବୋଲି।ତାଙ୍କୁ ଅଧା ବାଟ ରେ ଛାଡି ଚାଲି ଯିବାକୁ ବାହାରି ଥିଲେ।ଯାହାକି ସଞ୍ଜନା ଙ୍କ ପାଇଁ ବହୁତ ବଡ ଦୁଃଖ ଥିଲା।
ନିଜ ପ୍ରେମ କୁ ପାଇବା ପାଇଁ ସେ ଆଇନ ର ସାହାର୍ଯ୍ୟ ନେଲେ।ସେଠାରେ ଦିପ୍ତିମୟ ଙ୍କୁ ଡକା ହେଲା।ଓ ଉଭୟ ସେଠାରେ ବିବାହ କଲେ।ଏଥିରେ ସଞ୍ଜନା ବହୁତ ଖୁସି ଥିଲେ।ସେ ଆଜି ପୁଣି ଥରେ ସବୁ କିଛି ପାଇ ଯାଇଛନ୍ତି।
ଉଭୟ ଙ୍କ ଏହି ପ୍ରେମ କାହାଣୀ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା।ପ୍ରଥମେ ପ୍ରେମ କରି ପରେ ଧୋକା ଦେବାକୁ ବସି ଥିଲେ ଯୁବକ।ହେଲେ ସଞ୍ଜନା ଏହି ପ୍ରେମ ରେ ଜିତି ଯାଇଛନ୍ତି।
ଏବେ ସେ ଆଉ ଥରେ ବିବାହ କରି ବହୁତ ଖୁସି ଅଛନ୍ତି।ଆଗକୁ ଦେଖିବାକୁ ବାକି ରହିଲା କେବେ ସେ ନିଜ ଶାଶୁ ଘର କୁ ଯାଉଛନ୍ତି। ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।