Dec 3, 2023, 18:47 IST

ପ୍ରେମିକାକୁ ହତ୍ୟା କଲା ଶେଷରେ Whatsapp Status ରେ ରଖିଲା ଶବର ଫଟୋ ଦେଖନ୍ତୁ ଏହା ଦେଖି ସମସ୍ତେ ହେଲେ ଆଶ୍ଚର୍ୟ୍ଯ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ଦୁନିଆରେ ପ୍ରେମକୁ ନେଇ ଅନେକ ଖବର ଆସୁଛି । ପ୍ରେମିକ ଆଉ ପ୍ରେମିକା ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଆଜିକା ଦୁନିଆରେ ଏଭଳି ଅନେକ ଯୁବକ ଅଛନ୍ତି ଯେଉଁମାନେ ଭଲପାଇ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । ସମାଜରେ ଏଭଳି ଅନେକ ଯୁବକ ଆଉ ଯୁବତୀ ଅଛନ୍ତି ଯେଉଁମାନେ ପ୍ରେମ କରି ଏଭଳି ଧୋକା ଦେଇଥାନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଯୁବକ ତାଙ୍କ ପ୍ରେମିକାର ଜୀବନ ନେଇ ହ୍ୱାଟସଅପରେ ଷ୍ଟାଟସ୍ ଲଗାଇଛି । ଆଉ ଏହି ଷ୍ଟାଟସ୍ ପ୍ରେମିକାର ସାଙ୍ଗମାନେ ଦେଖିବା ପରେ ଥାନାକୁ ଯାଇଥିଲେ ।
Special Report
ଆଉ ସେମାନେ ଥାନାକୁ ଯାଇ ଏହି ଯୁବକ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ସତରେ ଏହି ଘଟଣା ବହୁତ ଆଶ୍ଚର୍ଯ୍ୟ କର ଅଟେ । ଏହି ଯୁବକ ଆଉ ଯୁବତୀ ୫ ବର୍ଷ ହେଲା ଭଲ ପାଉଥିଲେ । ଆଉ ସେମାନେ ବିବାହ ବି କରିଥିଲେ । 
ବିବାହ କରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଆଉ ଏହି ଝଗଡ଼ା ଗୁରୁତର ରୂପ ନେବା ପରେ ପ୍ରେମିକ ଜଣକ ଥାନାକୁ ମଧ୍ୟ ଯାଇଥିଲେ । ଆଉ ପ୍ରେମିକା ଜଣକ ତାଙ୍କ ପ୍ରେମିକ ନାଁରେ କରିଥିବା ଅଭିଯୋଗ ଫେରାଇ ଆଣିବା ପରେ ପ୍ରେମିକ ଜଣକ ଥାନାରୁ ଫେରି ଆସିଥିଲେ ।
ଆଉ ସେ ଥାନାରୁ ଫେରି ଆସି କହିଥିଲେ କି ଆଉ କୌଣସି ଝିଅ ସହ ସମ୍ପର୍କ ରଖିବେ ନାହିଁ । ଆଉ ସେମାନେ ପୁଣି ଏକାଠି ରହିଲେ । ଆଉ କିଛିଦିନ ଗଲା ପରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଏହାପରେ ସେମାନେ ଚେନ୍ନାଇର ଏକ ହୋଟେଲକୁ ଯାଇଥିଲେ । 
Special Report
ସେଠାରେ ଯୁବତୀ ଜଣକ ତାଙ୍କ ପ୍ରେମିକ ମୋବାଇଲରେ ଅନେକ ମହିଳାଙ୍କ ଫଟୋ ଦେଖିଥିଲେ ଆଉ ଏହାପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ହେବା ପରେ ପ୍ରେମିକା ଜଣକ ଉପରେ ପ୍ରେମିକ ଜଣକ ଉତ୍କ୍ଷୀପ୍ତ ହୋଇ ପ୍ରେମିକା ଜଣଙ୍କୁ ମାଡ ମାରିଥିଲେ ।
ଆଉ ଶେଷରେ ପ୍ରେମିକା ଜଣକ ଆଖି ବୁଜି ଦେଇଥିଲେ । ଏହି ପ୍ରେମିକ ଜଣକ ହେଉଛନ୍ତି ଆସିକ ଆଉ ପ୍ରେମିକା ଜଣକ ହେଉଛନ୍ତି ଫୁଜିଆ । ପ୍ରେମିକା ଜଣକ କଲେଜରେ ପାଠ ପଢ଼ୁଛନ୍ତି ଆଉ ସେ ହଷ୍ଟେଲରେ ରହୁଛନ୍ତି ।
ହଷ୍ଟେଲରୁ ସେ ତିନିଦିନ ହେବ ନିଖୋଜ ଥିଲେ । ଏନେଇ ଥାନାରେ ଅଭିଯୋଗ ବି ହୋଇଥିଲା । ତାଙ୍କର ମୃ-ତଦେହ ଚେନ୍ନାଇ ହୋଟେଲରେ ମିଳିଥିଲା । ପୋଲିସ ଏବେ ଏହି ପ୍ରେମିକ ଜଣଙ୍କୁ ବାନ୍ଧି ନେଇଛି । ଦେଖାଯାଉ ତାଙ୍କୁ କେଉଁ ଦଣ୍ଡ ମିଳୁଛି ।

Advertisement