Jan 5, 2024, 12:50 IST

ପ୍ରେମିକ କୁ ଶାରୀରିକ ସୁଖ ନ ଦେବାରୁ ଭିଡିଓ ଲିକ୍ କଲା ପ୍ରେମିକ, କିଛି ରାସ୍ତା ନ ପାଇଁ ଜୀବନ ହାରିଦେଲା ପ୍ରେମିକା..

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଆଜିର ଯୁବତୀ ମାନେ ଯାହାକୁ ପ୍ରେମ କରୁଛନ୍ତି ଶେଷ ରେ ସେହି ମାନେ ହିଁ ତାଙ୍କ ମୃତ୍ୟୁ ର କାରଣ ସାଜିଛନ୍ତି।ଆଜି ଆମେ ସେଭଳି ଜଣେ ଯୁବତୀ ଙ୍କ ବିଷୟରେ କହିବାକୁ ଯାଉଛୁ।
Special Report
୬ ମାସ ର ପ୍ରେମ ପାଇଁ ନିଜ ପରିବାର କଥା ଥରେ ହେଲେ ବି ଭାବି ନ ଥିଲା ଯୁବତୀ।ଶେଷ ରେ ନିଜ ବେକ ରେ ରଶି ଲଗାଇ ଆତ୍ମହତ୍ୟା କରିଛି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ର ଗୌଡପଦା ଗାଁ ରେ।ସେଠାରେ ଜଣେ ଯୁବତୀ ଙ୍କ ମୃ-ତ ଦେହ ଉଦ୍ଧାର କରା ଯାଇଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଜଣେ ଯୁବତୀ ହେଉଛନ୍ତି ପ୍ରିୟଦର୍ଶିନୀ ବେହେରା ଓରଫ ପ୍ରୀତି।ଯିଏ କି ଗତ ଛଅ ମାସ ତଳେ ରୁଦ୍ର ନାମକ ଯୁବକ ଙ୍କୁ ପ୍ରେମ କରିଥିଲେ।ଉଭୟ ପରସ୍ପର କୁ ବହୁତ ଭଲ ପାଇଲେ।ହେଲେ ହଟାତ କଣ ହେଲା ଯେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଗଲେ।
ଉଭୟ ଙ୍କ ଭିତରେ ଜୋର୍ ରେ ଝଗଡ଼ା ଲାଗିଥିଲା।ପ୍ରୀତି ରୁଦ୍ର ଙ୍କ ଉପରେ ବହୁତ ରାଗୁ ଥିଲେ।ପରସ୍ପର ଭିତରେ କଥା ବାର୍ତା ବନ୍ଦ କରିଦେଲେ।ହେଲେ ଏହି ନୂଆ ବର୍ଷ ଦିନ ପ୍ରୀତି ଙ୍କ ର ପୁନର୍ବାର ରୁଦ୍ର ଙ୍କ ସହିତ କଥା ହେବାକୁ ଇଛା ହେଲା।
Special Report
ଯେତେବେଳେ ସେ ରୁଦ୍ର ଙ୍କ ପାଖକୁ କଲ୍ କରିଛନ୍ତି ସେତେବେଳେ ରୁଦ୍ର ତାଙ୍କୁ ବହୁତ ଖରାପ ଭାଷା ରେ ଗାଳି ଗୁଲଜ କଲେ।ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଲେ।ପ୍ରୀତି ଙ୍କ ନମ୍ୱର୍ କୁ ବ୍ଲକ ଲିଷ୍ଟ ରେ ପକାଇ ଦେଇଥିଲେ।
ପ୍ରୀତି ଯେତେ ଥର କଲ୍ କଲେ ବି ସେ ଆଉ ଉଠାଇ ନ ଥିଲେ।ଶେଷ ରେ ପ୍ରୀତି ରାଗି ଯାଇ ଆ-ତ୍ମ-ହ-ତ୍ୟା କରିବାକୁ ନିଷ୍ପତି ନେଇ ଥିଲେ।ବେକ ରେ ରଶି ଲଗାଇ ସେ ଆ-ତ୍ମ-ହ-ତ୍ୟା କରିବାକୁ ନିଷ୍ପତି ନେଇ ଥିଲେ।ଏ ନେଇ ପରିବାର ଲୋକେ କିଛି ବି ଜାଣି ପାରି ନ ଥିଲେ।
 ପ୍ରୀତି କାହିଁକି ଆ-ତ୍ମ-ହ-ତ୍ୟା କଲା ତାହା ଜାଣିବା ପାଇଁ ସେମାନେ ତାର ଫୋନ୍ ଚେକ୍ କରିଥିଲେ।ପ୍ରୀତି ଙ୍କ ମା ପ୍ରୀତି ଓ ରୁଦ୍ର ଙ୍କ ମୋବାଇଲ ମ୍ୟାସେଜ କୁ ପଢି ଦେଇଥିଲେ।ସେଥିରୁ ସେ ଜାଣିବାକୁ ପାଇଲେ ଯେ ପ୍ରୀତି ରୁଦ୍ର କୁ ପ୍ରେମ କରୁଥିଲା।ତାହାରି ପାଇଁ ସେ ଏଭଳି କାଣ୍ଡ ଘଟାଇ ଅଛି।
ତେଣୁ ପ୍ରୀତି ଙ୍କ ପରିବାର ଲୋକେ ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ଏହି ଅଭିଯୋଗ ଅନୁସାରେ ରୁଦ୍ର ପ୍ରୀତି ର ହ-ତ୍ୟା ପାଇଁ ଦାୟୀ ବୋଲି କୁହା ଯାଇଛି।ପ୍ରୀତି କୁ ନ୍ୟାୟ ଦେବା ପାଇଁ ତାର ପରିବାର ଲୋକେ ଲାଗି ପଡ଼ି ଛନ୍ତି।ପୋଲିସ ମଧ୍ୟ ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement