Updated: Dec 10, 2023, 12:53 IST

ପ୍ରେମିକକୁ ଦେଖି ବେଦୀରୁ ଧାଇଁ ଆସିଲା ନୂଆ ବୋହୂ ଦେଖନ୍ତୁ ସାମ୍ନାକୁ ଆସିଲା ପ୍ରେମର ଏକ ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ସିନେମା ରୁ ଶୁଣି ଥିବେ ଯେ ବିବାହ ବେଦୀ ରୁ ଫେରାର ହେଲେ କନିଆ।ଆଜି ଆମେ ସେଭଳି ଏକ ସତ୍ୟ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ବିବାହ ଆଉ କେତେ ଘଣ୍ଟା ମଧ୍ୟ ରେ ହୋଇ ଥାଆନ୍ତା।
Special Report
ହେଲେ କନିଆ ଫେରାର ହୋଇ ଯାଇଥିଲା।ଏହା ପରେ ବର ଶିଶୁପାଳ ହୋଇ ସେଠାରୁ ଫେରି ଯାଇଥିଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ରେ।ସେଠାରେ ଜଣେ ମହିଳା ପ୍ରେମ ପାଇଁ ଘର ଛାଡ଼ି ଚାଲି ଯାଇଛନ୍ତି।
ସୂଚନା ଅନୁସାରେ ଜଣେ ଯୁବତୀ ନିକଟସ୍ଥ ଗ୍ରାମ ର ଜଣେ ଯୁବତୀ ଙ୍କୁ ପ୍ରେମ କରି ଆସୁଥିଲେ।ସେମାନେ ପରସ୍ପର କୁ କଥା ଦେଇଥିଲେ ବିବାହ କରିବା ପାଇଁ।ହେଲେ ଝିଅ ର ପରିବାର ଲୋକେ ଏଥିରେ ରାଜି ନ ଥିଲେ।
Special Report
ସେଥିପାଇଁ ସେମାନେ ଝିଅ ର ବିବାହ ଅନ୍ୟ ସ୍ଥାନ ରେ ସ୍ଥିର କରିଥିଲେ।କିନ୍ତୁ ଝିଅ ତାଙ୍କୁ ବିବାହ କରିବା ପାଇଁ ଜମା ବି ରାଜି ନ ଥିଲେ।ସେ ତାଙ୍କ ପ୍ରେମିକ ସହିତ ଘରୁ ଫେରାର ହେବା ପାଇଁ ଚିନ୍ତା କରି ସାରିଥିଲେ।
ତାଙ୍କ ବାପା ଝିଅ ର ବିବାହ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସାରି ଦେଇଥିଲେ। ବର ଘର ଲୋକେ ମଧ୍ୟ ଆସି ସାରିଥିଲେ।ଠିକ୍ ଏହି ସମୟ ରେ ଝିଅ ଘରୁ ଫେରାର ହୋଇ ଯାଇଥିଲା।
Special Report
ସେ ଓ ତାଙ୍କ ପ୍ରେମିକ ମନ୍ଦିରରେ ବିବାହ କରି ଦେଇଥିଲେ।ଏହା ପରେ ସେମାନେ ଥାନା କୁ ଯାଇଥିଲେ।ଝିଅ ର ବାପା ସେମାନଙ୍କୁ ଅଲଗା କରିବା ପାଇଁ ବହୁତ ଚେଷ୍ଟା କରିଥିଲେ।ଥାନାରେ ବର ପକ୍ଷ ମଧ୍ୟ ଉପସ୍ଥିତ ଥିଲେ।
ଏହା ପରେ କଳହ ବଢ଼ିବାକୁ ଲାଗିଲା।ଯୁବତୀ ଜଣକ ନିଜ ବାପା ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଥିଲେ।ପୋଲିସ ଉଭୟ ପକ୍ଷ କୁ ବୁଝା ସୁଝା କରି ମାମଲା ର ସମାଧାନ କରିଥିଲା।ଏବେ ଯୁବତୀ ଜଣକ ନିଜ ପ୍ରେମିକ ସହିତ ଶାଶୁ ଘରେ ରହୁଛନ୍ତି। ବର ପକ୍ଷ ର ଲୋକ ମାନେ ଏହା ପରେ ମୁଣ୍ଡ ନୁଆଁଇ ଚାଲି ଯାଇଥିଲେ।

Advertisement